Browsing Category

ଓଡିଶା

ମହାନଦୀରେ ଡ଼ଙ୍ଗାବୁଡ଼ି ୨ ମୃତ ୭ ନିଖୋଜ

ଝାରସୁଗୁଡ଼ା : ମହାନଦୀରେ ଏକ ଡଙ୍ଗା ବୁଡ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଘଟଣା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେହିପରି ନିଖୋଜଙ୍କ ମଧ୍ୟରେ ୪ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି।ଡଙ୍ଗାରେ…

ଜାତୀୟ ରାଜପଥରେ ଗୋଟିଏ ଦିନରେ ମାତ୍ର ୨୦୦ ମିଟର ଦୂରତାରେ ଗଲା ୪ଟି ଜୀବନ

ବାଲେଶ୍ବର : ଆଜି ଦିନକରେ ୨୦୦ ମିଟର ଦୂରତାରେ ଜାତୀୟ ରାଜପଥରେ ଯାଇଛି ୪ଟି ମୂଲ୍ୟବାନ ଜୀବନ। ଯେଉଁଥିରେ ଜଣେ ମହିଳା ଓ ଜଣେ ନାବାଳକ ରହିଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି।ଆଜି ମଧ୍ୟାହ୍ନରେ ଛଣପୁର ଗାଁର ଗୀତାରାଣୀ…

ନିର୍ବାଚନ ମୁଣ୍ଡ ଉପରେ : ବରଗଡ଼ରେ ଟଙ୍କା ଉଡ଼ୁଛି ! ଦୁଇଦିନରେ ଜବତ ୧୬ ଲକ୍ଷ

ବରଗଡ଼ : ଓଡ଼ିଶାରେ ସାଧାରଣ ନିବାର୍ଚନ ଆଉ କିଛି ଦିନ ବାକିଥିବା ବେଳେ ବରଗଡ଼ ଜିଲ୍ଲାରୁ ଜବତ ହେଉଛି ପୁଳାପୁଳା ଟଙ୍କା। ଗତକାଲି ବରଗଡ଼ ଥାନା ହଲଦୀପାଲି ଛକରୁ ଏକ ପିକ୍‌ଅପ୍ ଭ୍ୟାନରୁ ୧୦ ଟଙ୍କା ଜବତ କରାଯାଇଥିବା ବେଳେ ପୁଣି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଡ଼ଭା ଛକରେ ଚେକିଂ ବେଳେ ଦୁଇ ବାଇକ…

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାକୁ ୧୪ ବର୍ଷ ହୋଇଥିଲା। ତା’ର ମୃତ୍ୟୁ ସହିତ ନନ୍ଦନକାନନରେ ଏବେ ବାଘଙ୍କ ସଂଖ୍ୟା ୨୭କୁ ଖସି ଯାଇଛି। ଧଳା ବାଘ କୁସୁମ ଓ ନିଶାନର ଔରସରୁ ଜନ୍ମ ନେଇଥିଲା ସ୍ନେହା।ବନ୍ୟପ୍ରାଣୀ ପିସିସିଏଫ…

ସିଝୁଛି ଓଡ଼ିଶା : ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା

ଭୁବନେଶ୍ବର : ଆଜି ବି ପ୍ରଚଣ୍ଡ ତାତିରେ କଲବଲ ହେଲା ସାରା ଓଡ଼ିଶା। ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର। ଏହା ତଳକୁ ରହିଛି ବାରିପଦା। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା…

ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୨୩ ତାରିଖରେ ହେବ ଭାଗ୍ୟ ପରୀକ୍ଷା

ଫୁଲବାଣୀ,୧୮ା୪ : ଫୁଲବାଣୀ ପୌରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ, ପୌରାଂଚଳର ୧୧ ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ବିଷୟରେ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଓ କାଉନସିଲର ରାଜେନ୍ଦ୍ର ପାଢୀଙ୍କ ସମେତ ଅନ୍ୟ କାଉନସିଲର ମାନେ କନ୍ଧମାଳ…

ଶଙ୍ଖ ଛାଡ଼ି ହାତ ଧରିବେ କି ଅସନ୍ତୁଷ୍ଟ ସମୀର ?

ନିମାପଡ଼ା: ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି…

ଇନ୍ଦିରା ଗାନ୍ଧିଙ୍କ ଭଳି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଅସିଦ୍ଧ ହୋଇପାରେ, ଫାଇଭ-ଟିରେ ୪୦ହଜାର କୋଟିର ଦୁର୍ନୀତି:…

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବିଜେଡି ସପକ୍ଷରେ ଖୁଲମଖୁଲା ନିର୍ବାଚନ କାର୍ଯ୍ୟ ଜାରି ରଖିଛନ୍ତି । ୧୯୭୧ ମସିହାରେ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତକାଳୀନ…

ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ୨ଟି ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ମାଲକାନଗିରି: ରାତି ପାହିଲେ ଦେଶର ବିଭିନ୍ନ ସ୍ଥାନ ସହିତ ଛତିଶଗଡ଼ରେ ମଧ୍ୟ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଏସଏଫ ଓ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବୋଡିଗାଟା ବିଏସଏଫ କ୍ୟାମ୍ପ, ଏମ୍ପିଭି-୨୧ ବିଏସଏଫ କ୍ୟାମ୍ପ ଏବଂ…

୩୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି , ସିପିଏମ୍ ଲଢ଼ିବ ଭୁବନେଶ୍ୱର ଲୋକସଭା

ଭୁବନେଶ୍ବର : ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି । ସିପିଆଇ(ଏମ୍ ) ମଧ୍ୟ ଆଜି ଭୁବନେଶ୍ୱର ଲୋକସଭା ସମେତ ୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।ସୂଚନା ଅନୁସାରେ, ସିପିଆଇଏମ୍ ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ନେତା ସୁରେଶ…