Browsing Category

ଓଡିଶା

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି; ରାଜ୍ୟସଭାରେ ପ୍ରସଂଗ ଉଠାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ବର: ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ଦାବି ଉଠିଛି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ମଙ୍ଗଳବାର ଏହି ଦାବି ଉଠାଇଛନ୍ତି। ବଜ୍ରପାତ ଯୋଗୁଁ କେମିତି ଲୋକଙ୍କ ଜୀବନ ଯାଉଛି, ଆଇଏମଡିର ତଥ୍ୟକୁ ଉପସ୍ଥାପନ କରି…

ରାଜ୍ୟସଭାରେ ରାଗି ଗଲେ ଜୟା ବଚ୍ଚନ, କହିଲେ – ଆମେ ସ୍କୁଲ ପିଲା ନୁହଁ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ। ଗୋଟିଏ ପ୍ରଶ୍ନକୁ ସରକାରୀ ଦଳ ବେଖାତିର କରିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ହୋହାଲ୍ଲା କରିଥିଲେ। ସେମାନଙ୍କୁ ରାଜ୍ୟସଭା…

ଦିଲ୍ଲୀ ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ, ନାଲି ଆଖି ଦେଖାଇଲା ଇଡି

ନୂଆଦିଲ୍ଲୀ : ଆପ୍‌ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ଆଜି ତଦନ୍ତକାରୀ ସଂସ୍ଥା ଇଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଇଡି ସମସ୍ତଙ୍କ ଉପରେ ଚାପ ପକାଇବା ସହ ପ୍ରମାଣରେ ହେରଫେର କରୁଥିବା ଆତିଶି ଅଭିଯୋଗ କରିଛନ୍ତି। ତେବେ ତାଙ୍କର ଏପରି…

କୃଷ୍ଣ ଜନ୍ମଭୂମିରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗିଥିଲେ ଔରଙ୍ଗଜେବ: ASI

ମଥୁରା : ମଥୁରାରେ କୃଷ୍ଣ ଜନ୍ମଭୂମି ମାମଲାରେ ASI ଟିମ୍ ଏକ ବଡ଼ ଖୁଲାସା କରିଛି। ଏକ ଆରଟିଆଇ (ସୂଚନା ଅଧିକାର) ଜବାବରେ ଉତ୍ତର ଦେଇ ଏଏସଆଇ କହିଛି ଯେ, ମୋଗଲ ଶାସକ ଔରଙ୍ଗଜେବ ମସଜିଦ ନିର୍ମାଣ ପାଇଁ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇଥିଲେ। ମଥୁରାର କୃଷ୍ଣ ଜନ୍ମଭୂମିରେ…

୫ କୋଟି ଟଙ୍କାର ଜନଜାତି ସାମଗ୍ରୀ ବିକ୍ରି…

ଭୁବନେଶ୍ୱର: ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ‘ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ସୋମବାର ସନ୍ଧ୍ୟାରେ ୨୦୨୪’ ଉଦଯାପିତ ହୋଇଯାଇଛି। ଜାନୁଆରି ୨୬ରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ମେଳାରେ ୧୨ ଲକ୍ଷରୁ ଅଧିକ ଲୋକଙ୍କ…

ଆସ୍ଥା ଭୋଟ୍‌ରେ ବିଜୟୀ ହେବାପରେ ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ…

ରାଞ୍ଚି: ନୂତନ ଭାବେ ଶପଥ ଗ୍ରହଣ କରିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ ସେ ଜିତିଥିବାବେଳେ ବିରୋଧୀ ଦଳକୁ…

୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା: ଫାଇଭ୍ ଟି ଅଧ୍ୟକ୍ଷ

ଭୁବନେଶ୍ୱର : ୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା । ବିଶ୍ବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ରେ ଯୋଗଦେଇ ଏହା କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା- ନବଦିଗନ୍ତର ସମ୍ଭାବନା ଶୀର୍ଷକ ଆଲୋଚନାରେ ଯୋଗଦେଇ ଆଗାମୀ ୧୦ ବର୍ଷର…

ଆଉ ଖାଇପାରିବେନି କୋବି ମାଞ୍ଚୁରିଆନ୍‌…

କୋବି ମାଞ୍ଚୁରିଆନ୍‌। ଏହାକୁ ଖାଇବା ପାଇଁ ଅନେକ ଲୋକେ ପସନ୍ଦ କରନ୍ତି। ଅନେକ ଭେଜିଟେରିଆନ୍‌ମାନଙ୍କ ଫେଭରେଟ୍‌ ହୋଇଥାଏ କୋବି ମାଞ୍ଚୁରିଆନ। ଏବେ କିନ୍ତୁ ଆଉ ଏହି ଖାଦ୍ୟ ମିଳିବ ନାହିଁ। ଫୁଡ୍‌ ପ୍ରେମୀ ଆଉ ଖାଇପାରିବେନି କୋବି ମାଞ୍ଚୁରିଆନ୍‌। ଏହି ଭାରତୀୟ ଡିସ୍‌…

ମୌଲାନା ମୁଫ୍‌ତି ସଲମାନଙ୍କୁ ଉଠାଇ ନେଲା ପୁଲିସ…

ହେଟ୍‌ ସ୍ପିଚ ମାମଲାରେ ଇସ୍‌ଲାମି ଉପେଦଶକ ମୁଫ୍‌ତି ସଲମାନ ଅଜହରୀଙ୍କୁ ଉଠାଇନେଲା ପୁଲିସ। ଗତକାଲି ଗୁଜରାଟ ପୁଲିସ ମୁମ୍ବାଇରୁ ଏହି ମୌଲାନାଙ୍କୁ ଗିରଫ କରିଛି। ଏହାକୁ ନେଇ ମହାରାଷ୍ଟ୍ରରୁ ଗୁଜରାଟ ଯାଏଁ ହଇଚଇ ସୃଷ୍ଟି ହୋଇଯାଇଛି। ଗୁଜରାଟ ଏଟିଏସ୍ ବିଳମ୍ବିତ ରାତିରେ…