Browsing Category

ଓଡିଶା

ଦୋଷ ପ୍ରମାଣିତ ହେଲେ ରାଜନୀତି ଛାଡିଦେବି – ହେମନ୍ତ ସୋରେନ୍‌…

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଏଥିସହ ଆଦିବାସୀ ହୋଇଥିବାରୁ ତାଙ୍କୁ…

୫୫ ନମ୍ବର ଜାତୀୟ ରାଜପଥରେ ଓଲଟିଲା ବସ୍: ୮ ଗୁରୁତର

ରେଢ଼ାଖୋଲ: ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ୧୫ରୁ…

କର୍ମୀଙ୍କୁ କୁକୁର କହିବା ନେଇ ଖଡ଼ଗେଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ…

ନୂଆଦିଲ୍ଲୀ: କଂଗ୍ରେସର ‘ନ୍ୟାୟ ସଂକଳ୍ପ ରାଲି’ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କର୍ମୀଙ୍କୁ କୁକୁର ଭଳି ଭୁକିବା ବୟାନକୁ ନେଇ ବିଜେପି ପରେ ଏବେ କଂଗ୍ରେସ ନେତା ଘେରିଛନ୍ତି | କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଚିଲିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ୧୧୨ ମୃତ…

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଳ ନିଆଁ। ହୁତୁହୁତ ହୋଇ ଜଳି ଚାଲିଛି ଜଙ୍ଗଲଠୁ କୋଠାବାଡି। ଦୁଇ ଦିନ ତଳେ ଲାଗିଥିବା ନିଆଁ ଧିରେ ଧୀରେ ଜନବସତିକୁ ବ୍ୟାପିବାରେ ଲାଗିଛି। ଏଥିରେ ପାଖାପାଖି ୧୧୨ ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହ ଶହ ଶହ ଜଙ୍ଗଲ ଜୀବଜନ୍ତୁ…

ଉଦଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍…

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ । ଜିଏମ୍ ସାୟନ୍ତନ ଦାସ ସର୍ବାଧିକ ପଏଣ୍ଟ ରଖି ଚାମ୍ପିଅନ ହୋଇଥିବା ବେଳେ ଜିଏମ୍ ଦୀପ୍ତାୟନ ଘୋଷ ରନର୍ସ ଅପ୍ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ…

ଓଡ଼ିଆ ଭାଷା ଆଇନ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଭାଷା ଆଇନ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥଙ୍କ ସମ୍ପାଦିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୮ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଆଇନର ଇତିହାସକୁ

ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ପ୍ରସ୍ତୁତ ହେଲା ଖିରି, ଖିଛୁଡ଼ି ଓ କାନିକା…

ପୁରୀ: ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଏହି ଖେଚୁଡ଼ିକୁ ଭକ୍ତମାନଙ୍କୁ ବଂଟାଯାଉଛି। ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି। ଆଜି ଅପରାହ୍‌ଣ ଠାରୁ ରାତି ୮ଟା ପର୍ଯ୍ୟନ୍ତ…

ଛତିଶଗଡକୁ ରପ୍ତାନି ହେବ କୋରାପୁଟର ଅଦା ଓ ହଳଦୀ…

କୋରାପୁଟ : କୋରାପୁଟର ଚାଷୀଙ୍କ ପାଇ ଭଲ ଖବର । ଛତିଶଗଡକୁ ରପ୍ତାନି ହେବ କୋରାପୁଟର ଅଦା ଓ ହଳଦୀ। କୋରାପୁଟ ଜିଲ୍ଲାର କୃଷି ଉତ୍ପାଦକ ଗୋଷ୍ଠୀଙ୍କ ସହ ରାୟପୁରର ସନଫ୍ଲାଗ ଆଗ୍ରୋଟେକ କରିଛି ଚୁକ୍ତିନାମା । କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ସହଯୋଗରେ…

ପଦ୍ମଶ୍ରୀ ବିଜେତାଙ୍କୁ ଭେଟିଲେ ମୋଦି

ସମ୍ବଲପୁର : ସମ୍ବଲପୁରରେ ପଦ୍ମଶ୍ରୀ ବିଜେତାମାନଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଏହି ବ୍ୟକ୍ତିବିଶେଷଙ୍କ ଦେଶ ପ୍ରତି ବହୁ ଅବାଦନ ରହିଛି । ଏନେଇ ସେ ସୋସିଆଲ ମିଡିଆ Xରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି । ରଙ୍ଗବତୀର…

ଓଡ଼ିଶା ସରକାର ଓ JNU ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ…

ନୂଆଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବ। ସେଥିପାଇଁ ଆଜି ଓଡ଼ିଶା ସରକାର ଓ ଜେଏନ୍‌ୟୁ କର୍ତ୍ତୃପକ୍ଷ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର…