Browsing Category

ଓଡିଶା

ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର! ମାସକରେ ଗଲାଣି ୪ ଜଣଙ୍କ ଜୀବନ…

ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମାତ୍ର ସପ୍ତାହେ ତଳେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ଚତୁର୍ଥ ମାମଲା। ମୃତ ଛାତ୍ର…

ଓଡ଼ଗାଁ ବ୍ଲକ ଛାତ୍ର କଂଗେସ ସଭାପତିଙ୍କ ବହିସ୍କାର ନେଇ ଚର୍ଚ୍ଚା…

ନୟାଗଡ଼ : ଜିଲ୍ଲା ଓଡ଼ଗାଁ ବ୍ଲକ ଛାତ୍ର କଂଗେସ ସଭାପତି ଦିଲ୍ଲୀପ କୁମାର ବିଷୋୟୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଗଲା ବୋଲି ଜିଲ୍ଲା ଛାତ୍ର କଂଗେସ ସଭାପତି ଜ୍ୟୋତି ରଞ୍ଜନ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ଦିଲ୍ଲୀପଙ୍କ ବିରୋଧରେ ଲଗାତାର ଭାବେ

ନୂଆ ଅଞ୍ଚଳରେ ବାଘ ଚିହ୍ନଟ: ରିପୋର୍ଟ ଆସୁନି, ଉତ୍କଣ୍ଠା ବଢ଼ାଉଛି ଶିମିଳିପାଳ

ଭୁବନେଶ୍ବର: ଓଡ଼ିଶାରେ କେତେ ମହାବଳ ଅଛନ୍ତି? କେନ୍ଦ୍ର ସରକାରଙ୍କ ଗଣନାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସତ୍ୟ କି? ନା‌ ଅଧିକ ସଂଖ୍ୟକ ମହାବଳ ଓଡ଼ିଶା ଜଙ୍ଗଲରେ ରହିଛନ୍ତି? ଏଭଳି ଦ୍ବନ୍ଦ୍ବ ଉପରୁ ପରଦା ହଟାଇବାକୁ ରାଜ୍ୟ ସରକାର ନିଜସ୍ବ ବାଘ ଗଣନା କରିଛନ୍ତି। ନଭେମ୍ବର ଓ ଡିସେମ୍ବର

ଦୁଇଗୁଣ ବଢ଼ିଲା ଚିଲିକା ବୋଟ୍ ଭଡ଼ା: ଘରୋଇ ୧୦୦, ଓଟିଡିସିର ୨୦୦

ବାଲୁଗାଁ: ଚିଲିକାରେ ବଢ଼ିଲା ବୋଟ୍ ଭଡ଼ା। ଦୁଇ ମାସ ତଳେ ପର୍ଯ୍ୟଟକମାନେ ଯେଉଁଠି ୧୦୬ଟଙ୍କାର ଟିକେଟ୍‌ କାଟି ମା’ କାଳୀଜାଇଙ୍କ ଦର୍ଶନ କରିବାର ସୁଯୋଗ ପାଉଥିଲେ, ଆଜି ତାକୁ ଦ୍ବିଗୁଣିତ କରାଯାଇଛି। ପ୍ରାଇଭେଟ୍ ବୋଟ୍‌ ଚାଳକ ସଂଘ ନିଜର ବୋଟ୍ ଭଡ଼ା ଶହେ ଟଙ୍କାରେ ସୀମିତ ରଖିଥିବା ବେଳେ

ବଡ଼ଦାଣ୍ଡରେ ହଜିଗଲେ ବାଲେଶ୍ୱର ଜିଲ୍ଲାର ଦେବକୀ ଜେନା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଇଥିଲା ଜିଲ୍ଲା ପ୍ରଶାସନ। ହେଲେ ବଡ଼ଦାଣ୍ଡରେ ହଜିଗଲେ ବାଲେଶ୍ୱର ଜିଲ୍ଲାର ଦେବକୀ ଜେନା। ଇତି ମଧ୍ୟରେ ୫ ଦିନ ବିତିଲାଣି। ହେଲେ ଦେବକୀଙ୍କ ପତ୍ତା ମିଳୁନି। ସେପଟେ ଜିଲ୍ଲା ପ୍ରଶାସନ ଏନେଇ ମୁହଁ ଖୋଲୁନଥିବାରୁ ପରିବାର ଲୋକଙ୍କ ମଧ୍ୟରେ

୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବିଲ୍‌ଡର ଗିରଫ…

ଭୁବନେଶ୍ବର : ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଜଣେ ବିଲ୍‌ଡରଙ୍କୁ ଗିରଫ କରିଛି। ତାଙ୍କ ନାଁ ଦୀପକ କୁମାର ଛୋଟରାୟ। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗରେ।ଅନୀଲ କୁମାର ପଣ୍ଡା ଓ ଅନ୍ୟ ୩୪ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଦୀପକ କୁମାର ଛୋଟରାୟଙ୍କୁ ଗିରଫ

ଭୁବନେଶ୍ୱରରୁ ନିଖୋଜ ଦୁଇ ଛାତ୍ରୀ ପୁରୀରୁ ଉଦ୍ଧାର

ଭୁବନେଶ୍ବର :ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିବା ଦୁଇ ସ୍କୁଲ ଛାତ୍ରୀଙ୍କୁ ଆଜି ପୁରୀରୁ ଉଦ୍ଧାର କରାଯାଇଛି। ଦୁଇ ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରାଯାଇଥିବା ନେଇ ଭରତପୁର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିଖୋଜ ଦୁଇ ଛାତ୍ରୀ ନାବାଳିକା।ଗତକାଲି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଡାଇଲିସିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବଣାଇ: ବଣାଇ ଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣାଇ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୬ ଗୋଟି ଡାଇଲିସିସ ସେଣ୍ଟର ଉଦଘାଟନ କରିଛନ୍ତି। ବଣାଇଁ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବା…

ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା…

କଟକ : ହାଇକୋର୍ଟ ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହି ସୁରକ୍ଷା ମିଆଦ ଫେବୃଆରୀ ୧୩ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଫଳରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ…