Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିର୍ବାଚନ ଲଢ଼ିବେନି କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର
ଭୁବନେଶ୍ୱର : ୨୪ ନିର୍ବାଚନ ଲଢ଼ିବେ କିଛି ଭେଟରାନଙ୍କ ପୁଅ । ବାପାଙ୍କ ସ୍ଥାନରେ ସେମାନେ ମଇଦାନକୁ ଓହ୍ଲାଇବେ । ଏନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । …
ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା…
ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ ‘ଏକ୍ସ’ ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ମୁତାବକ, ୭୭ ଟି…
୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି…
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା କରିଛି । ସୁଜିତ୍ କୁମାର ଦାସଙ୍କୁ ଦଳର ଗଣମାଧ୍ୟମ ସେଲ୍ ସହସଂଯୋଜକରୁ ସଂଯୋଜକକୁ…
ମାଲକାନଗିରି ସୀମାନ୍ତ ରେ ମାଓ ହାମଲାରେ ୩ ସହୀଦ ୨ ଗୁରୁତର…
ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଓ ବିଜାପୁର ଜିଲ୍ଲାର ସୀମାନ୍ତ ଟେକାଲଗୁଡା ଗ୍ରାମରେ ଠାରେ ୨୦୪ କୋବ୍ରା ଡ଼ିଆରଜି ଯବାନ ଙ୍କ ନୂତନ କ୍ୟାମ୍ପ ସ୍ଥାପନ ବେଳେ କ୍ୟାମ୍ପ ଠାରୁ କିଛିଦୂରରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୩ଜଣ!-->!-->!-->…
କୋମାରେ ପ୍ରାଣୀ ସମ୍ପଦ ବିଭାଗ ୧୩ ଦିନ ହେଲା ପ୍ରାଣୀ ଚିକିତ୍ସା ଠପ…
ସରକାର ନିରବ ଦ୍ରଷ୍ଟା...!!
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସିଡି ଭି ଓ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ମାସ ୧୮ ତାରିଖରୁ ୪ ଦଫା ଦାବି ନେଇ ସମୂହ ଛୁଟି ସହ ଆନ୍ଦୋଳନ ଜାରି ରଖଛନ୍ତି ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ!-->!-->!-->…
ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲେ ଗ୍ରାମବାସୀ…
ସ୍ଵାସ୍ତ୍ୟ କେନ୍ଦ୍ର ନା ସ୍ୱାସ୍ଥ୍ୟ କର୍ମୀଙ୍କ ତେଜରାତି ଦୋକାନ...!
ଉମରକୋଟ (୩୦/୦୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତ ଏ ଏନ ଏମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଗତ ୧୬ ବର୍ଷ ହେବ ଦେବକୀ ପଲେଇ କାର୍ଯ୍ୟରତ ଅଛନ୍ତି ।କିନ୍ତୁ ଦିଦି ଜଣକ ନିଜ!-->!-->!-->…
ମୁହଁରେ ଅସ୍ୱାଭାବିକ ଭାବେ ବଢ଼ିଚାଲିଛି ମାଂସ ପିଣ୍ଡୁଳା : ଚିନ୍ତାରେ ପରିବାର, ଚିକିତ୍ସା ରେ ଅର୍ଥ ସାଜିଛି…
ଫୁଲବାଣୀ : ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୋଡାପଡ଼ା ଗ୍ରାମର ବିଜୟ ପ୍ରଧାନଙ୍କ ବଡ଼ ଝିଅ ଗାୟତ୍ରୀ ପ୍ରଧାନ ବୟସ ୨୩ବର୍ଷ । ଜନ୍ମରୁ ତାଙ୍କ ବାମ ଆଖି ପତା ଉପରେ ଏକ ମାଂସ ପିଣ୍ଡୁଳା ବାହାରିଥିଲା । ଗାୟତ୍ରୀଙ୍କ ପିତାମାତା ସମୟ କ୍ରମେ ଏହି ମାଂସ ପିଣ୍ଡୁଳା ବସିଯିବ!-->!-->!-->!-->!-->…
କନ୍ଧମାଳ ନିବାସୀ କୁଇ ଲିପି ସୃଷ୍ଟିକର୍ତ୍ତା ଦୀନବନ୍ଧୁ କହଁରଙ୍କୁ “ଆଦିବାସୀ ପ୍ରତିଭା ସମ୍ମାନ”-୨୦୨୪
ଫୁଲବାଣୀ:କନ୍ଧମାଳର ଗର୍ଵ ଓ ଗୌରଵ ଶ୍ରୀ ଦୀନବନ୍ଧୁ କହଁର କୁଇ ଭାଷା ସାହିତ୍ୟ କୁ ସମୃଦ୍ଧ କରିବା ସହିତ କୁଇ ଲିପି ଉଦ୍ଭାବନ କରିଥିଲେ। ଓଡ଼ିଶାରେ ଏକମାତ୍ର କୁଇ ଭାଷାକୁ ନେଇ ଗଠିତ କୁଇ ଭାଷା ସାହିତ୍ୟ ସମିତିର ସଭାପତି ଦାୟୀତ୍ଵ ତୁଲାଇବା ସଙ୍ଗେ ସଙ୍ଗେ କୁଇ ଭାଷାରେ ଅନେକ ପୁସ୍ତକ ଲେଖି!-->!-->!-->…
ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କଲେ ଖଡ଼ଗେ
ଭୁବନେଶ୍ୱର: ରାଜ୍ୟ ଅତିଥି ଭବନରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କରିଛନ୍ତି | ୨୦୨୪ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହୋଇଥିବାବେଳେ ବୈଠକରେ ସିପିଆଇ ନେତା ଅଭୟ ସାହୁ, ସିପିଆଇଏମର ନେତା ସୁରେଶ ପାଣିଗ୍ରାହୀ,!-->…
କାର୍ଯ୍ୟରେ ଅନୁପସ୍ଥିତି ଅଭିଯୋଗ, ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା ପକାଇଲା ଶ୍ରମିକ ସଂଘ
ନବରଙ୍ଗପୁର: ନବରଙ୍ଗପୂର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା । ଶ୍ରମ ଅଧିକାରୀଙ୍କ ଦୀର୍ଘଦିନ ଧରି ଅନୁପସ୍ଥିତି ଥିବାକୁ ବିରୋଧ କରି ତାଲା ପକାଇଛନ୍ତି ନବରଙ୍ଗପୂର ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଘ ।
ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରା ଗୋଟିଏ!-->!-->!-->…