Browsing Category

ଓଡିଶା

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ…

ରାଉରକେଲା //ବଣାଇ : ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ବଇଦପାଲି ଆଦିବାସୀ ସେବାଶ୍ରମରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବଇଦପାଲିର ଆଦିବାସୀ ବାଳିକା ଉଚ୍ଚ…

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ…

ସମ୍ବଲପୁର : ଆଜି ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ। ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି…

ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ…

ଯାଜପୁର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି। ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଯାଜପୁର…

ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ସ୍ଥାନିତ କରିବା ନେଇ ଯୁବ-ଛାତ୍ର ବିଜେଡିର ଦାବି

ଆଠଗଡ଼: ଆଠଗଡ଼ ବିଜୁ ଯୁବ -ଛାତ୍ର ଜନତା ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ…

ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଶ୍ରମ ବିଭାଗର ପ୍ରାଥମିକତା; ମିଳିଲା ୧,୧୩,୩୧,୦୦୦/- ଟଙ୍କାର ସହାୟତା

ଭୁବନେଶ୍ବର : ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ୟ୍ୟାଳୟ, ଭୁବନେଶ୍ୱର ଦ୍ବାରା ପରିଚାଳିତ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ,ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧିନରେ ପଞ୍ଜୀକୃତ ନିର୍ମାଣ…

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଦଂପତିଙ୍କ ମୃତ୍ୟୁ

ରାଉରକେଲା: ବାଇକ୍‌ ଆରୋହୀ ଦଂପତିଙ୍କ ଉପରେ ଦ୍ରୁତଗାମୀ ଟ୍ରକ୍‌ ଚଢ଼ିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଧୀନ ଉପରବାହାଲ ନିକଟରେ ଆଜି ଅପରାହ୍‌ଣରେ ଏଭଳି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ…

ଆରମ୍ଭ ହେଲା ଆଦିବାସୀ ମେଳା; ପଡ଼ିଛି ୧୦୯ ଷ୍ଟଲ୍

ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ ମାଧ୍ୟମରେ ଉଦଘାଟନ କରିଥିଲେ। ଆଦିବାସୀ ମେଳାରେ ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ…

କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା; ୨ମହିଳାଙ୍କୁ କଚାଡି ମାରିଲା

ଦେବଗଡ଼ : ଅନ୍ଧାର ରାତିରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା। ଶୁଣ୍ଢରେ ଉଠାଇ ମହିଳା ଦୁଇ ଜଣଙ୍କୁ କଚାଡି ମାରିଲା। ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ…

ଧରା ପଡ଼ିଲେ ନକଲି ଶିକ୍ଷକ, ବହିଷ୍କାର କଲେ ବିଇଓ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରୁ ନକଲି ଶିକ୍ଷକ ଧରାପଡ଼ିବାର ଧାରା ଜାରି ରହିଛି। ଜାଲ ସାର୍ଟିଫିକେଟର କାରଖାନା ବଲାଙ୍ଗିରରୁ ବାହାରିବ ପରେ ସାର୍ଟିଫିକେଟ ଯାଞ୍ଚକୁ ଜୋରଦାର କରାଯାଇଛି। ଜାଲ ସାର୍ଟିଫିକେଟ ଦେଇ…

ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଜୀବନ ହାରିଲେ ବାଇକ୍‌ ଆରୋହୀ

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ…