Browsing Category

ଓଡିଶା

କାଠ ଫାଳିଆରେ ପିଟି ପିଟି ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା

କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକର ରାମନଗର ଅଞ୍ଚଳରେ ହତ୍ୟାକାଣ୍ଡ । ବିଜେପି ବୁଥ୍ ସଭାପତି ତପନ ଦ‌ାସଙ୍କୁ ହତ୍ୟା କରାଯାଇଛି । ପ୍ରାଥମିକ ସୂଚନାନୁସାରେ, ଦୁର୍ବୃତ୍ତମାନେ ତପନ ଦ‌ାସଙ୍କ ମୁଣ୍ଡକୁ କାଠ ଫାଳିଆରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା…

ଝାରପଡ଼ା ଜେଲ୍‌ର ୭ କଏଦୀ ଅସୁସ୍ଥ, ଡିଜିଙ୍କ ନିର୍ଦେଶରେ ତଦନ୍ତ କରୁଛନ୍ତି ଦୁଇ ଡିଆଇଜି

ଭୁବନେଶ୍ବର:ଝାରପଡ଼ାସ୍ଥିତ ସ୍ୱତନ୍ତ୍ର ଜେଲ୍‌ ରେ ହଠାତ୍ କିଛି କଏଦୀ ଅସୁସ୍ଥ ହୋଇପଡିଛନ୍ତି । ମଙ୍ଗଳବାର ରାତିରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା ସନ୍ଦେହ । ସୂଚନାଥାଉକି, ୭ଜଣ କଏଦୀ ଗୁରୁତର…

୬୫ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ…

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ : ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି। ଏଥିପାଇଁ ରଥ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କୁ ଶ୍ରମୀନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଓକାକ୍…

ପୁଅର ଛୁରାମାଡ଼ରେ ବାପା ମୃତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବାରସୁଆଁ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାବ୍ରିୟାଲ ସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପୁଅର ଛୁରୀ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ପୁଅ ଘଟଣା ପରେ ଫେରାର ହୋଇଯାଇଛି।ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ…

ତାମିଲନାଡୁରୁ ଭୁବନେଶ୍ବର ଆସିଲା ୫ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତଦେହ । ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ ଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଲା । ସ୍ୱତନ୍ତ୍ର ବିମାନ ଯୋଗେ ୫ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର…

ଲାଟିନରୁ ଗୋଟିଏ ବଡ଼ ନାଗ ୨୯ଟି ଛୋଟ ସାପ ଉଦ୍ଧାର

ଭଦ୍ରକ: ଲାଟିନ ଭିତରୁ ଉଦ୍ଧାର ହେଲା ମାଳ ମାଳ ନାଗ । ଗୋଟିଏ ବଡ଼ ନାଗ ସହିତ ୨୯ଟି ଛୋଟ ନାଗ ସାପ ଉଦ୍ଧାର । ଭଦ୍ରକ ବନ୍ତ ଥାନା ତରାଗ ନାୟକ ସାହିର ସୁରେନ୍ଦ୍ର ସାମଲଙ୍କ ଘରୁ ବାହାରିଛି ସାପ । ଘର ବାହାରେ ଥିବା ଲାଟିନ ଭିତରୁ ନାଗ ସାପକୁ ଉଦ୍ଧାର କରାଯାଇଛି । ସୁରେନ୍ଦ୍ର ଶୌଚ ହେବାକୁ…

ଆଡମିସନ ଓ ରି- ଆଡମିସନ ନାଁରେ କଲେଜ ଛାତ୍ର ଛାତ୍ରୀଙ୍କୁ ଠକୁଛନ୍ତି ସାଇବର ଠକ

ଜଗତସିଂହପୁର: ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ର ଛାତ୍ରୀ । ଆଡମିସନ, ରି- ଆଡମିସନ ପାଇଁ ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ କଲେଜରୁ ଏଭଳି ଅଭିଯୋଗ ଆସିବା ପରେ ବଡ଼ଧରଣର ସାଇବର ଠକେଇ ପଦାକୁ ଆସିଛି । ଗାଦିବ୍ରହ୍ମ ମହିଳା ଉଚ୍ଚ…

ଏଥର ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ସାରା ସହର

ପୁରୀ: ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ । ସିସିଟିଭି ନଜରରେ ରହିବ ସହର । ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁଷ୍ଠିତ ଦ୍ବିତୀୟ ସମନ୍ବୟ ବୈଠକରେ ନିଷ୍ପତ୍ତି । ବୈଠକରେ ରଥ ନିର୍ମାଣ,ସ୍ଵାସ୍ଥ୍ୟ ଓ ପରିମଳ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ ସୁରକ୍ଷା,ପରିବହନ…