Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା…
ଭୁବନେଶ୍ୱର : ବିଜେଡିର ପରିବାର ସମ୍ପର୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା ଓ କର୍ମକର୍ତ୍ତା…
ଗୁଳି ବିନିମୟ ପରେ ନକ୍ସଲଙ୍କ ଛତ୍ରଭଙ୍ଗ; ବିପୁଳ ବିସ୍ଫୋରକ ଜବତ…
ବୌଦ୍ଧ : ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ କିଛି ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପୁଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।…
ବାଇକ୍ରେ ଆସି ମହିଳାଙ୍କ ଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା…
କେନ୍ଦ୍ରାପଡ଼ା : ଦୁଇ ଜଣ ଲୁଟେରା ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଝାମ୍ପି ନେଇଗଲେ ୫୦ହଜାର ଟଙ୍କା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଛକ ନିକଟସ୍ଥ ବେହେରା ଗଳିରେ ଘଟିଛି ଏହି ଘଟଣା।
ଆଜି ଦିନ ପ୍ରାୟ ୧୧ଟା ବେଳେ ଲୋକାପଡ଼ା ଗାଁର ରଶ୍ମିତା ରାୟ ଆଳି ଷ୍ଟେଟ ବ୍ୟାଙ୍କ…
ଶୁଆ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ ୨ ଗିରଫ…
ରାଉରକେଲା : ବେଆଇନ୍ ପକ୍ଷୀ କାରବାର ପଡ଼ିଲା ମହଙ୍ଗା। ରାଉରକେଲା ଏବଂ ଝାଡ଼ଖଣ୍ଡ ସୀମାରୁ ବହୁ ପରିମାଣର ଶୁଆ ଉଦ୍ଧାର କରିଛି ବନ ବିଭାଗ। ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି।
ବେଆଇନ ଶୁଆ ଚୋରା ଚାଲାଣା ହେଉଥିବା ଖବର ପାଇ…
ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମର ଆୟୋଜନ : ୫ଟି ଅଧ୍ୟକ୍ଷ
ପାରଳାଖେମୁଣ୍ଡି: ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ…
ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଉମରକୋଟ ରାମମନ୍ଦିରରେ ବିଶାଳ ସମାରୋହ…
ଉମରକୋଟ : ଦୀର୍ଘ ୫୦୦ବର୍ଷ ପ୍ରତୀକ୍ଷାର ସମସ୍ତ ପ୍ରକାର ଜଳ୍ପନା କଳ୍ପନାର ସମାପ୍ତ ଘଟିଛି | ସମଗ୍ର ଭାରତ ବର୍ଷ ଜୟଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ | ଏହି ଉପଲକ୍ଷେ ଆଜି ସକାଳ ଠାରୁ ଉମରକୋଟର ସମଗ୍ର ଅଞ୍ଚଳବାସୀ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟମ ପ୍ରହର ନାମ କୀର୍ତ୍ତନ କରିବା ସହ!-->…
୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର
ଭୁବନେଶ୍ୱର: ୧୨ ବିଭାଗର ୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର। ଆଉ ଗୋଟାଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ଅଧିକ ଆଲୋଚନା ପାଇଁ ରଖା ଯାଇଛି। ଓଡ଼ିଶାରେ ଜିନ୍ଦଲ କରିବ ଇଲେକ୍ଟ୍ରିକ୍ ଭେଇକିଲ ମାନୁ ଫାକଚରିଁ ୟୁନିଟ। ଏହି ପ୍ରସ୍ତାବ ଉପରେ…
କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମୋକିମ ଓ ଚିରଞ୍ଜିବ…
ଭୁବନେଶ୍ୱର: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ହୋଇଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଖୁବଶୀଘ୍ର ଦଳକୁ ଫେରିପାରନ୍ତି । ଆଜି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍…
କେନାଲରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର…
ଅନୁଗୁଳ : କେନାଲରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଜନ୍ମପରେ କେହି ନାଳରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।
ନାଲକୋ ଥାନା ଅନ୍ତର୍ଗତ ହଟିଙ୍ଗ ନିକଟ କେନାଲରେ ନବଜାତ ଶିଶୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ…
ମର୍ମନ୍ତୁଦ ଦୁର୍ଘଟଣା, ଆଖିବୁଜିଲେ ଦମ୍ପତି…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଆଖିବୁଜିଲେ ଦମ୍ପତି । ମୃତ ଦମ୍ପତି ହେଲେ ଆୟତପୁର ଗାଁର ବାବୁଲା ପ୍ରଧାନ ଓ ବାଟୁରୀ ପ୍ରଧାନ । ଆଜି ସକାଳେ ଉଭୟ ବାଇକରେ ନିଜ ଗାଁରୁ ବାହାରି…