Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୂଅରେ ଖସି ପଡ଼ିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ୨ ଓଡ଼ିଆ ଶ୍ରମିକ
ଦିଗପହଣ୍ଡି: ପେଟ ପାଳିବା ପାଇଁ ଭିଟାମାଟି ଛାଡ଼ିଥିଲେ। ରାଜ୍ୟ ବାହାରେ ଭଲ ରୋଜଗାର କରୁଥିଲେ। ପରିବାର ଲୋକଙ୍କୁ ଟଙ୍କା ପଠାଉଥିଲେ। ସେମାନଙ୍କର ପରିବାର ଖୁସିରେ ଚାଲିଥିଲା। ଏହି ଖୁସି ଭିତରେ ଆସନ୍ତା ୧୯ ତାରିଖ ଦିନ ଭିଟାମାଟି ଅଭିମୁଖେ ଫେରିଥାନ୍ତେ। କିନ୍ତୁ ସେମାନେ ଆଉ ଜୀବିତ ଫେରିଲେ!-->…
ସ୍କୁଟି ଡିକି ଭାଙ୍ଗି ୧୦ ଭରି ସୁନା ଅଳଙ୍କାର ଲୁଟ୍
ରାୟଗଡା : ରାୟଗଡା ସହରରେ ପୁଣି ପୁଲିସର ଚିନ୍ତା ବଢାଇଲେ ଲୁଟେରା ଗ୍ଯାଙ୍ଗ୍ । ସହରର ସ୍ବାଗତ ଲେନ୍ ର ଏକ ହୋଟେଲ୍ ରେ ଖାଉଥିବା ବେଳେ ସୁନା ବ୍ଯବସାୟୀ ସନ୍ତୋଷ ମହାପାତ୍ରଙ୍କ ସ୍କୁଟି ଡିକି ଭାଙ୍ଗି ପ୍ରାୟ ୧୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଛି । ଆଜି ମଧ୍ଯହ୍ନରେ!-->…
ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଉଡ଼ିବ ବିମାନ
ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ବିମାନ ବନ୍ଦର ଗସ୍ତ କରି ସ୍ଥିତି!-->…
ଆଗାମୀ ୫ ଦିନ କାଳବୈଶାଖୀ, ପ୍ରବଳ ବର୍ଷା ନେଇ ୨୪ ଜିଲ୍ଲାରେ ସତର୍କ ସୂଚନା
ଭୁବନେଶ୍ୱର : ଆଗାମୀ ୫ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀର ପ୍ରଭାବ । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୦ ତାରିଖରେ ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି!-->…
SCB ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
କଟକ: କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ଅପାରଗତାରୁ ନିଆଁ ଲାଗିଥିବା କହିଛନ୍ତି ନବୀନ । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏସସିବି ଅଗ୍ନିକାଣ୍ଡ ନେଇ!-->…
ଏସସିବି ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
କଟକ : କଟକ ଏସସିବି ଟ୍ରମା କାଜୁଆଲିଟିରେ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଦ୍ବନ୍ଦ୍ବରେ ଅଛନ୍ତି । କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡକୁ ୨୪ ଘଣ୍ଟା ବିତିଥିଲେ ବି ଏସସିବି କର୍ତ୍ତୃପକ୍ଷ ସୂଚନା ଦେଉନଥିବା ଅଭିଯୋଗ କରିଛନ୍ତି ।!-->…
ବାପାଙ୍କ ଶବଦାହ ସାରି ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ପୁଅ
ଢେଙ୍କାନାଳ: ବାପାଙ୍କ ଶବଦାହ ସାରି ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ପୁଅ । ଢେଙ୍କାନାଳ ଜିଲ୍ଲା କୋରିଆଁ ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ କୋରିଆ ଗାଁର ସୁଶାନ୍ତ ସାହୁ। ସୁଶାନ୍ତଙ୍କ ବାପା ବୁଲା ସାହୁଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଲା । ତେବେ ବନ୍ଧୁ , ବାନ୍ଧବ ,!-->…
ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ: ୩ ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସର ୩ ବିଧାୟକ ନିଲମ୍ବିତ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ସସପେଣ୍ଡ କରାଯାଇଛି । ଏହି ୩ ବିଧାୟକ ହ୍ବିପ ଉଲଂଘନ କରି!-->…
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ପଶୁ ପକ୍ଷୀଙ୍କ ପାଖରେ ଲାଗିବ କୁଲର ଓ ଫ୍ୟାନ
ବାରଙ୍ଗ : ହିଟ ୱେଭ୍କୁ ନେଇ ପ୍ରସ୍ତୁତ ନନ୍ଦନକାନନ । ଆଗକୁ ମାଡ଼ି ଆସୁଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଫେବୁଆରୀ ମାସରୁ ଅସହ୍ୟ ଗରମ ଅନୁଭୂତ ହେଲାଣି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ଦେଇଛନ୍ତି ।!-->…
ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ, ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ରାଜନଗର : ଗହୀରମଥା ପାଇଁ ଖୁସି ଖବର। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ । ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନେକ କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରୁଛନ୍ତି । ବିକ୍ଷିପ୍ତ ଭାବେ ଅଲିଭରିଡଲେ ଦେଇଥିବା ଅଣ୍ଡାକୁ!-->…