Browsing Category

ଓଡିଶା

’ଅର୍ଣ୍ଣବ’ ପ୍ରଭାବରେ ଚନ୍ଦ୍ରଶେଖରପୁରରେ ଭୁଶୁଡିଲା ୮୦ ଫୁଟର ତୋରଣ

ଭୁବନେଶ୍ବର : ଭୁଶୁଡ଼ିଲା ୮୦ଫୁଟ ତୋରଣ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ତୋରଣ । ଭୁବନେଶ୍ବର ଚନ୍ଦ୍ରଶେଖରପୁର କ୍ଲବ ଟାଉନରେ ଗଜଲକ୍ଷ୍ମୀଙ୍କ ତୋରଣ ଭୁଶୁଡିଲା । ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଛାଡ଼ି ଗଳିପଡିଲା ଟେଣ୍ଟ । ୮୦ଫୁଟ ତୋରଣ କରି ଚର୍ଚ୍ଚାରେ ଥିଲା କ୍ଲବ । ଏଥିରେ…

୪ ମହିଳାଙ୍କୁ ବିବାହ କରି ନିର୍ଯାତନା ଅଭିଯୋଗ, ରସିକିଆ ସ୍ବାମୀକୁ ବାନ୍ଧିଲା ମହିଳା ଥାନା ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ରସିକିଆ ସ୍ୱାମୀ ଗିରଫ ହୋଇଛି, ଯିଏ ଜଣେ କି ଦୁଇ ଜଣ ନୁହେଁ ବରଂ ୪ ଜଣ ମହିଳାଙ୍କୁ ବିବାହ କରି ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋଠସାହି । ଦୁଷ୍କର୍ମ ଅଭିଯୋଗରେ କୈଳାସକୁ ଗିରଫ କଲା ଭୁବନେଶ୍ୱର…

ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ, ଚିଲିକା କୂଳରେ ଫସି ରହିଛନ୍ତି ୬ ଯାତ୍ରୀ

ଚିଲିକା : ବାତ୍ୟା ଅର୍ଣ୍ଣବ ପାଇଁ ଚିଲିକା କୂଳରେ ଫସି ରହିଛନ୍ତି ୬ ଜଣ ଶ୍ରମିକ । ପ୍ରଶାସନ ତରଫରୁ ୨୬ ରୁ ୨୯ ଯାଏ ୪ ଦିନ ଦିନ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ କରିଦିଆ ଯାଇଛି । ମୁରସିଦାବାଦରୁ କାମକରିବା ପାଇ ଆସିଥିବା ୬ ଜଣ ଶ୍ରମିକ ଚିଲିକା ପାରି ପାଇଁ କାଲି ସନ୍ଧ୍ୟାରୁ…

ପୁରୁଣା ତେଲ ଟାଙ୍କିକୁ କାଟିବା ବେଳେ ବିସ୍ଫୋରଣ, ଜଣେ ମୃତ

ନୀଳଗିରି: ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ । ପେଟ୍ରୋଲ ଟାଙ୍କି ମାଲିକ, ମ୍ୟାନେଜର ଓ ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ । ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ୭ନମ୍ବର ୱାର୍ଡ ବାଳିଗୋହିରୀ ସ୍ଥିତ ସତ୍ୟସାଇ ଫିଲିଙ୍ଗି ଷ୍ଟେସନରେ ଅଘଟଣ । ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍…

’ଅର୍ଣ୍ଣବ’ ପାଇଁ ୫୩ ଟ୍ରେନ୍ ବାତିଲ୍, ବିମାନ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଅର୍ଣ୍ଣବ’ | ପୂର୍ବ ଆକଳନଠାରୁ ଆଗୁଆ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ବାତ୍ୟା । ରାତି ପ୍ରାୟ ୧ଟା ୧୦ ମିନିଟରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ଉପକୂଳରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି ।…

ଅର୍ଣ୍ଣବ’ ପ୍ରଭାବରେ ଧସିଲା ବିଜୁ ସେତୁର ଗାର୍ଡୱାଲ୍‌, ୩ ଗାଁକୁ ଯାତାୟତ ପ୍ରଭାବିତ

ମୋହନା:ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୮ଟା ୩୦ ସୁଦ୍ଧା ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏପଟେ ଗଜପତି…

ତାଣ୍ଡବ ରଚିଲା ‘ଅର୍ଣ୍ଣବ’; ଘର ଉପରେ ଗଛ ପଡ଼ି ମହିଳା ମୃତ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ବର୍ଷା ସହ ପ୍ରବଳ ବର୍ଷା, ପବନ ଫଳରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଜେନାପୁର ଗାଁରେ…

କୁଲାଙ୍ଗୀଙ୍କ ବଡ଼ ପଦବୀ ରେ ଗଞ୍ଜାମ ବାହୁଡା଼ କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ ବାବୁ ମାନଙ୍କ ପାଇଁ ବରଦାନ ସଦୃଶ୍ୟ ପାଲଟିଛି। ଯେଉଁ ବାବୁ ଥରେ ଗଞ୍ଜାମ ଜିଲ୍ଲା କୁ ଆସିଲେ ଜିଲ୍ଲାର ମୋହ ଭୁଲୁ ନାହାନ୍ତି। ଆର.ଡ଼ି.ସି ଭାବେ ପୁଣି ଗଞ୍ଜାମ ଜିଲ୍ଲା କୁ କୁଲାଙ୍ଗୀ ସାରଙ୍କୁ ରାଜ୍ୟ ସରକାର ନିଯୁକ୍ତି କରିଛନ୍ତି। ସାର ଗଞ୍ଜାମ ଜିଲ୍ଲାପାଳ…

ରାତି ୨ରୁ ଭୋର୍‌ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ’ଅର୍ଣ୍ଣବ’

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ଆଶା କରାଯାଉଥିବା ସମୟ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୨୮ (ବୁଧବାର) ବିଳମ୍ବିତ ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ରହିଛି‌।…

ବାତ୍ୟା ପରିଚାଳନା ପାଇଁ ସଜାଗ ରାଜ୍ୟ ସରକାର: ରିଲିଫ୍ ପାଇଁ ୧୯ କୋଟି ମଞ୍ଜୁର, ୧୭୩୫ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଭୁବନେଶ୍ୱର: ବୁଧବାର ଦିନ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ ବାତ୍ୟା ‘ଅର୍ଣ୍ଣବ’ । ବାତ୍ୟା ଆନ୍ଧ୍ରରେ ମାଡ଼ ହେଉଥିଲେ ମଧ୍ୟ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଜୋରଦାର ପବନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ସଜାଗ ହୋଇପଡ଼ିଛନ୍ତି ରାଜ୍ୟ…