Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୋଲିସ ଡିଜି ଭାବେ ଦାୟିତ୍ଵ ନେଲେ ଅରୁଣ ଷଡଙ୍ଗୀ
ଭୁବନେଶ୍ଵର: ନୂଆବର୍ଷରେ ମିଳିଲା ନୂତନ ଦାୟିତ୍ଵ । ପୋଲିସ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ ଅରୁଣ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର IPS ଅରୁଣ ଷଡ଼ଙ୍ଗୀ ଆଜି ବିଦ୍ଧିବଦ୍ଧ ଭାବରେ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି । BPSPAର ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ…
ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍
ବାଲେଶ୍ଵର : ବାଲେଶ୍ଵର ରେମୁଣା ଥାନା ସପ୍ତସରା ନାଳ ନିକଟ ଘାସିମରା ପୋଲ ନିକଟରେ ଘଟିଛି ଏହି ଘଟଣା । ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ୮ଲକ୍ଷର ଅଳଙ୍କାର ଲୁଟ୍ ହୋଇଛି । ବନ୍ଧୁକମୁନ ଓ ଫାଙ୍କା ଗୁଳିମାଡ଼ କରି ଏହି ସୁନା ଦୋକାନୀଙ୍କ ଠାରୁ ଅଳଙ୍କାର ଓ…
ଓଡ଼ିଶା ମଧ୍ୟ ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍…
ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍। ଆଜି ଏହାକୁ ଭୁବନେଶ୍ବର ରେଳ ଷ୍ଟେସନରେ ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି। ଏଠାରେ…
୨୦୨୩ରେ ଭିଜିଲାନ୍ସକୁ ମିଳିଛି ଅଭୂତପୂର୍ବ ସଫଳତା, ଆସିଲା ୨୦୨୩ର ରିପୋର୍ଟ କାର୍ଡ…
ଭୁବନେଶ୍ଵର: ୨୦୨୩ରେ ଭିଜିଲାନ୍ସ ବିଭାଗକୁ ମିଳିଛି ଅଭୂତପୂର୍ବ ସଫଳତା । ଚଳିତବର୍ଷ ୨୬୫ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୧୬୬ଜଣଙ୍କୁ ଗିରଫ କରି ୧୨୪କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।…
ଲିଙ୍ଗରାଜ ମନ୍ଦିରରେ ନୂଆବର୍ଷରୁ ନୂଆ ନିୟମ…
ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ଓମ୍ଫେଡ ଘିଅରେ ଶ୍ରୀଲିଙ୍ଗରାଜଙ୍କ କୋଠ ଭୋଗ ରନ୍ଧା ହେବ। ୧୫ଦିନ ମଧ୍ୟରେ ସେବାୟତଙ୍କ ପରିଚୟପତ୍ର ପାଇଁ ମନ୍ଦିର ପ୍ରଶାସନକୁ ତାଲିକା ପ୍ରଦାନ କରାଯିବ। ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍ଖା ସେବନକାରୀଙ୍କୁ ପ୍ରବେଶ ନିଷେଧ…
ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼
ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି ତନ୍ମୟ ।
ଆଜି ସକାଳୁ…
ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀ ହାଣିଦେଲେ ଦୁର୍ବୃତ୍ତ…
କେନ୍ଦ୍ରାପଡା: ଦାଦାବାଟି ଦେବାକୁ ମନା କରିବାରୁ ବ୍ୟବସାୟୀଙ୍କୁ ହାଣିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାରେ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ଜଣକ ମିର ଖାଦୀମ ବକ୍ସ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ…
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ…
ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଆଖିବୁଜିଲେ ଜଣେ ଆହତ । ୪ଜଣ ଆହତଙ୍କ ମଧ୍ୟରୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନି। ଏନେଇ ସୂଚନା ଦେଇଛନ୍ତି ଜୋନ୍-୨ ଏସିପି ଗୌତମ କିଶାନ…
କ୍ରୁଟ୍ ମୋ’ ବସ୍ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍…
ଭୁବନେଶ୍ୱର : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍ ସହିତ ୫୫ ମିଡି ବସ୍ (୨୫ ନୂତନ ଏବଂ ୩୦ ପୁରୁଣା)କୁ…
ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ୍; ଦାୟିତ୍ୱରେ ରହିବେ ମୋଦି, ଶାହ ଓ ରାଜନାଥ
ଭୁବନେଶ୍ୱର:ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ପ୍ଲାନ୍। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଦାୟିତ୍ୱରେ ରହିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଲୋକସଭା ନୁହେଁ, ଫୋକସରେ ରହିବ…