Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜମି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ, ଅଭିଯୁକ୍ତ ମାଲିକ ଗିରଫ
ଭୁବନେଶ୍ୱର : ଠକି ହୋଇଗଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ । ସେ ଜଣେ ଅତିରିକ୍ତ ଆଇଜି ।…
ହାଇଓ୍ବା-କାର ମୁହାଁମୁହିଁ ଧକ୍କା, ୪ ଗୁରୁତର…
କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ଟିମାଝଲା ଛକ ନିକଟ ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥରେ ଏହି…
ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁ ମାମଲା : ୧୦ଲକ୍ଷ କ୍ଷତିପୂରଣ ପାଇଁ ପୌରପାଳିକାଙ୍କୁ ନିର୍ଦ୍ଦେଶ
କଟକ: ବୁଲା କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା। ମୃତ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁରୀ ମ୍ୟୁନିସପାଲିଟିକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ ।
୨୦୧୬ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି…
ବୋରଓ୍ୱଲରୁ ନବଜାତ ଶିଶୁ ଉଦ୍ଧାର ପରେ ବୁର୍ଲାରେ ଚାଲିଛି ଚିକିତ୍ସା…
ସମ୍ବଲପୁର: ଦୀର୍ଘ ୭ ଘଣ୍ଟାର କସରତ ପରେ ବୋରଓ୍ବେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ବୁର୍ଲା ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଶିଶୁ ଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଡାକ୍ତର । ତେବେ ଉଦ୍ଧାର ହୋଇଥିବା ନବଜାତ ଟି ଶିଶୁ କନ୍ୟା…
ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କଲା ମୁମ୍ବାଇ…
ମୁମ୍ବାଇ ମାଫିଆ ଓଡ଼ିଶାରୁ ଗିରଫ। ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଲକ୍ଷ୍ମୀଧର ମୁମ୍ବାଇ ପୋଲିସ ତାଲିକାରେ ମୋଷ୍ଟ ୱାଣ୍ଟେଡ ନିଶା ମାଫିଆ ଥିଲା। ୨୦୨୧ ଫେବୃୟାରୀରେ ୧୮୨୦ କେଜି…
ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍
ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି…
ରାୟଗଡାରେ ବାଛୁରୀ ମାରି ଖାଇଲା ମହାବଳ ବାଘ…
ରାୟଗଡା: ପ୍ରଥମେ ଗଜପତି ଆଉ ଏବେ ରାୟଗଡାରେ ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଦିନରେ ବାଘ ଟି ଲୁଚି ରହିଥିବାବେଳେ, ରାତି ହେଲେ ବାହାରକୁ ବାହାରୁଛି । ଗତ ଦୁଇ ସପ୍ତାହ ହେବ ଜିଲ୍ଲାର ଗୁଡାରୀ, ପଦ୍ମପୁର ଏବଂ ଗୁଣୁପୁର ଜଙ୍ଗଲରେ ବାଘ…
ଏକକାଳୀନ ୩ହଜାର ବ୍ୟକ୍ତିଙ୍କ ପାଇଁ ଧ୍ୟାନ ଯୋଗ କେନ୍ଦ୍ର
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସର୍ବାଧିକ ବଜେଟ୍ରେ ନିର୍ମିତ ହେଉଛି ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର। ବୃହତ୍ତର ପାର୍କିଂ ସମସ୍ୟା ଦୂର କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ତେବେ ଯୋଗ, ପ୍ରାଣାୟମ ଓ ଧ୍ୟାନର ବିଶାଳ କ୍ଷେତ୍ର ପାଲଟିବ ଏହି…
ପୁଲିସ କମିସନର କହିଲେ- ଅପରାଧୀଙ୍କୁ ଧରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ : କମିସନର ପୁଲିସ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଆପର୍ଟମେଣ୍ଟଗୁଡ଼ିକରେ ଚୋରି ଲଗାତାର ଚୋରି ହେଉଛି। ଆପାର୍ଟମେଣ୍ଟରୁ ଚୋରି ଆମ ପାଇଁ ଚାଲେଞ୍ଜ ହୋଇପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି…
ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ: ଓକିଲ
ଭୁବନେଶ୍ବର: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। କିନ୍ତୁ ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ ବୋଲି ତାଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି। ଅର୍ଚ୍ଚନା ନାଗ…