Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜେଲ୍ରୁ ମୁକୁଳି ‘ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା
ଭୁବନେଶ୍ୱର,୧୨।୧୨: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ମଙ୍ଗଳବାର ଜେଲ୍ରୁ ମୁକୁଳିଛନ୍ତି । ସକାଳେ ଅର୍ଚ୍ଚନା ଝାରପଡ଼ା ଜେଲ୍ରୁ ବାହାରିଥିଲେ। ତାଙ୍କ ସହିତ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଥିଲେ । ପରେ ସେଠାରୁ ସେ ଘରକୁ ଯାଇ ପରେ କ୍ୟାପିଟାଲ ‘ଲ’ କଲେଜରେ…
ଜାନୁୟାରୀ ପହିଲାରୁ ଆରମ୍ଭ ହେବ ଖରିଫ୍ ମାଣ୍ଡିଆ ସଂଗ୍ରହ; ଚଳିତ ମାସ ୩୧ରେ ଶେଷ ହେବ ଚାଷୀ ପଞ୍ଜୀକରଣ…
ଭୁବନେଶ୍ୱର,୧୨।୧୨: ୨୦୨୩-୨୪ ଖରିଫ୍ ମାଣ୍ଡିଆ ସଂଗ୍ରହ ଆସନ୍ତା ଜାନୁୟାରୀ ପହିଲାରୁ ଆରମ୍ଭ ହେବ । ଏହି ପ୍ରକ୍ରିୟା ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରାଜ୍ୟର ସମସ୍ତ ମାଣ୍ଡିଆ ଚାଷୀ ସରକାରୀ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥାକୃଷକ ସଂଗଠନ,…
୩ ସଂସ୍ଥା ଗଣିଲେ ୫୦ ହଜାର ଲେଖାଏ ଜରିମାନା
ଭୁବନେଶ୍ୱର,୧୨।୧୨:ଭୁବନେଶ୍ୱରରେ ଟୁ-ଲେଟ୍ ଲଗାଉଥିଲେ ସାବଧାନ। କାନ୍ଥ କିମ୍ବା ବିଦ୍ୟୁତ୍ ଖୁଣ୍ଟରେ ମଧ୍ୟ ଟୁଲେଟ୍ ଲଗାଇ ପାରିବେ ନାହିଁ। କାରଣ ଏହି ଟୁ-ଲେଟ୍ ବିଜ୍ଞାପନ ଲଗାଇ ୩ ସଂସ୍ଥା ୫୦ ହଜାରଟଙ୍କା ଲେଖାଏ ଜରିମାନା ଦେଇଛନ୍ତି। ବିଏମ୍ସି ଏହି ଟଙ୍କା…
ଅରୁଣାଚଳରୁ ଆବିଷ୍କାର ହେଲା ବତକ ପରି ରାବୁଥିବା ବେଙ୍ଗ…
ଇଟାନଗର: ଇଂଲାଣ୍ଡର ଉଲ୍ଭରହାମ୍ପଟନ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଅରୁଣାଚଳ ପ୍ରଦେଶର ନାମ୍ଦଫା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ ଏକ ନୂତନ ପ୍ରଜାତିର ବେଙ୍ଗ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ‘ମ୍ୟୁଜିକ୍ ଫ୍ରଗ୍’ର ଆଖ୍ୟା ଦେଇଛନ୍ତି। ତାହାର ରଡ଼ିରେ…
‘ମୁଣ୍ଡକୁ ଗୁଳି ମାରିବି’, ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ଵାମୀଙ୍କୁ ମିଳିଲା ହତ୍ୟା ଧମକ
ୱାସିଂଟନ: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବାବେଳେ ଏବେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି | ସେ ଅଭିଯୋଗ କରିଛନ୍ତି ଯେ ସୋମବାର (ଡିସେମ୍ବର ୧୧) ଦିନ ଏକ…
କୁଳପତିଙ୍କୁ ହୃଦଘାତ ହେବାରୁ ବିଚାରପତିଙ୍କ କାର ଛଡାଇନେଲେ ଛାତ୍ର, ଏବେ ରୁଜୁ ହେଲା ମାମଲା
ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ନିଜ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଏବେ କିଛି ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଟ୍ରେନରେ ଯାତ୍ରା କରୁଥିବା ପି.କେ ବିଶ୍ୱବିଦ୍ୟାଳୟର…
ପୁଣି କଂଗ୍ରେସକୁ ଟାର୍ଗେଟ କଲେ ମୋଦି…
ନୂଆଦିଲ୍ଲୀ : ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ନେଇ ବିଜେପି ବିରୋଧୀ କଂଗ୍ରେସନକୁ…
ଓମାର ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନ ଖାରଜ; କହିଲେ ବ୍ୟକ୍ତିଗତ ଓ ବୃତ୍ତିଗତ ଭାବେ ନିରାଶ…
ଶ୍ରୀନଗର : ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଝଟକା। ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ପତ୍ନୀଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣ ନ କରିବାରୁ ତାଙ୍କ ଛାଡପତ୍ର ଆବେଦନ…
କାଶତଣ୍ଡି ଜଙ୍ଗଲରେ ପୋତି ହୋଇଗଲାଣି ଶଯ୍ୟା
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଜୀବନରେଖା ଲୋହରାଖଣ୍ଡି ନଦୀ ନିଜ ସତ୍ତା ହରାଇବାକୁ ଯାଉଛି। ପରିବେଶବିତ୍ମାନେ ଏହି ଆଶଙ୍କା ପ୍ରକଟ କରିଛନ୍ତି। କାରଣ ନଦୀରେ ପାଣି ନାହିଁ କି ନଦୀପଠାରେ ବାଲି ବି ଦେଖାଯାଉନି। ଦିନେ ପାଣିର ଧାର ବହିଯାଉଥିବା ସ୍ଥାନ ଉପରେ…
ଗୁଗଲ୍ ସର୍ଚ୍ଚ ହିଷ୍ଟ୍ରି; ସବୁଠୁ ଅଧିକା ଖୋଜା ହୋଇଥିବା କ୍ରିକେଟର୍ ବିରାଟ କୋହଲି
ନୂଆଦିଲ୍ଲୀ:ନିକଟରେ 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରିଛି ‘ଗୁଗଲ୍’, ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। କୋହଲି ସବୁଠୁ ଅଧିକ ଖୋଜା ହୋଇଥିବା କ୍ରିକେଟର ବୋଲି ଜଣାପଡିଛି। ଗୁଗଲ୍ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, 25 ବର୍ଷ ମଧ୍ୟରେ ବିରାଟ କୋହଲି…