Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାମ ମନ୍ଦିରର ପୂଜାରୀ ହେବେ ମୋହିତ ପାଣ୍ଡେ…
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ…
ଡିସେମ୍ବର ୧୬ରୁ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର
ପୁରୀ : ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର। ଏଥିସହ ଅନ୍ୟନ୍ୟ ନୀତିକୁ ଶୃଙ୍ଖଳିତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ…
ପାକିସ୍ତାନ ସେନା ପୋଷ୍ଟ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ
ଇସ୍ଲାମାବାଦ: ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଅଂଚଳରେ ଥିବା ସୁରକ୍ଷା ବାହିନୀର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ୨୩ ଜଣ ଯବାନ ସହିଦ ହୋଇଛନ୍ତି।…
୧୪୪୪ କୋଟି ଟଙ୍କା ଦେଇ ବଙ୍ଗଳା କିଣିଲେ କୋଭିସିଲଡ଼ ଟିକା ଉତ୍ପାଦନ କରିଥିବା କମ୍ପାନୀର ମାଲିକ
ନୂଆଦିଲ୍ଲୀ : କରୋନା ଠାରୁ ଆରମ୍ଭ କରି ବିଭିନ୍ନ ମହାମାରୀ ରୋଗର ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି।
ସେ ଲଣ୍ଡନରେ କିଣିଛନ୍ତି ଗୋଟିଏ ଅତ୍ୟାଧୁନିକ ବଙ୍ଗଳା। ୨୫ ହଜାର…
ଫେବୃଆରୀ ୧୫ରୁ ସିବିଏସ୍ଇ ବୋର୍ଡ ପରୀକ୍ଷା, ଘୋଷଣା ହେଲା ସୂଚୀ…
ନୂଆଦିଲ୍ଲୀ : ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଆଜି ସିବିଏସ୍ଇ ପକ୍ଷରୁ ଡାଟା ସିଟ୍ ବା ପରୀକ୍ଷା ସୂଚୀ ଜାରି କରାଯାଇଛି। ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ।
ପ୍ରଥମ…
ବାପା ଉପରକୁ ଗରମ ପାଣି ଫିଙ୍ଗି ଆଖି ନଷ୍ଟ କରିଦେଲା ଝିଅ
ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି। ବାପା ଉପରକୁ ଗରମ ପାଣି ଫିଙ୍ଗି ଗୋଟିଏ ଆଖି ନଷ୍ଟ କରିଦେଲା ନୃଶଂସ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଭରତପୁର ବସ୍ତିରେ। ପୁ଼ଲିସ ଝିଅ…
ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ…
ଜୟପୁର : ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି।
ବୈଠକରେ…
ମଦ ମାଫିଆ ଙ୍କ କବ୍ଜାରେ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ… !
ବାଲେଶ୍ୱର ରୁ ବାହାର ରାଜ୍ୟର ବିଦେଶୀ ମଦ ଜବତ ଗଞ୍ଜାମ ଜିଲ୍ଲାରୁ କେବେ…. ?
ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ପୁରୀରେ ବିଜେପିର ବିକ୍ଷୋଭ…
ପୁରୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଦ ଦୁର୍ନୀତି ଓ କଳା ଟଙ୍କା ଜବତ ଘଟଣା । ଆଜି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆୟକର ବିଭାଗ ତରଫରୁ ଲଗାତାର ୫ଦିନ…
ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଗଲେ ନାବାଳକ, ମୃତ ଦେହ ଉଦ୍ଧାର…
ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଇ ନାବାଳକ ନିଖୋଜ। ନିଖୋଜ ନାବାଳକ ବିହାର ବକ୍ସର ଜିଲ୍ଲା ଅନ୍ତର୍ଗତ ଅମିରପୁରର। ଲାଇଫଗାର୍ଡଙ୍କ ଦ୍ଵାରା ଜେଟ ସ୍କି ମାଧ୍ୟମରେ ଖୋଜାଖୋଜି ଜାରୀ ରହିଥିଲା । ପେଣ୍ଠକଟା ପେଟ୍ରୋଲ ପମ୍ପ ସମ୍ମୁଖ ବେଳାଭୂମିରୁ…