Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ, ବାପା ପୁଅ ଗୁରୁତର…
ବ୍ରହ୍ମଗିରି : ଏସିଡ୍ ମାଡରେ ବାପା ପୁଅ ଗୁରୁତର । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଳକ ଗୋମୁଣ୍ଡିଆ ଉଆସପଦର ଗାଁରେ ଅଭାବନୀୟ ଘଟଣା । ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ…
ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର, ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ଵାଟର୍ସରୁ କଲେ ଚୋରି
ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ । ସୂଚନା ଅନୁସାରେ…
ଧାରଣାରେ ଏମ୍ସ ସଫେଇ କର୍ମଚାରୀ: ଡାକ୍ତରଖାନା ପରିସରରେ ବାଜିଲାନି ଝାଡୁ
ଭୁବନେଶ୍ୱର:ଭୁବନେଶ୍ୱର ଏମ୍ସରେ ଶ୍ରମିକ ଛଟେଇକୁ ନେଇ ପ୍ରତିବାଦ ତୀବ୍ର ରୂପ ଆଜି ନେଇଛି । ଶ୍ରମିକ ଛଟେଇ ଓ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଶତାଧିକ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସଫେଇ କର୍ମଚାରୀମାନେ ଏମ୍ସ…
ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ
ଯାଜପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି ।
ସୂଚନା…
ଜି.ଉଦୟଗିରି ସବୁଠୁ ଥଣ୍ଡା ସହର
ଭୁବନେଶ୍ୱର: ଖସୁଛି ପାରଦ , ବଢୁଛି ଶୀତ । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି । ଶୀତରେ ଥରୁଛି ସାରା କନ୍ଧମାଳ ।…
ଦାଦନ ଖଟିବାକୁ ଯାଇ ଦୁଇ ଭାଈ ମୃତ…
ରାୟଗଡା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସି-ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟରୁ କାମ ସାରି ଘରକୁ ଫେରିବା ବେଳେ ଦୁଇ ନାବାଳକ ଭାଇ ଗଙ୍ଗାଧର ମାଝୀ ଓ ମହେଶ୍ୱର ମାଝୀଙ୍କ ମୃତ୍ୟୁ ପରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାକପଦର ଗାଁରେ ଶୋକର ଛାୟା ଖେଳିଯାଇଛି।
ଦୁଇ ଭାଇ…
ଭିଣ୍ଟେଜ କାର୍ ପ୍ରଦର୍ଶନୀରେ ଠେଲାପେଲା, ଗାଳି ଗୁଲଜ ସହ ପୋଲିସକୁ ଧକ୍କା ମାରିଲେ ଦୁଇ ମହିଳା
ଭୁବନେଶ୍ବର : ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହୋଇଯାଇଛି ଭିଣ୍ଟେଜ କାର୍ ମେଳା ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ । ଆଜି ଏହାର ଦ୍ବିତୀୟ ଦିନ ଥିବାବେଳେ ଏଠାରେ ଜନ ସାଧାରଣ ପ୍ରବେଶ ନିଷେଧ ରହିଛି । କିନ୍ତୁ ବହୁ ଲୋକ ଜମା ହୋଇଥିଲେ । ପରେ ଗେଟ ନିକଟରେ…
ଡିସେମ୍ବର ୧୭ ରେ ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ…
ଭୁବନେଶ୍ୱର: ଡିସେମ୍ବର ୧୭ ତାରିଖରେ ଆୟୋଜିତ ହେବାକୁ ଯାଉଛି ବିଜେବି କଲେଜ ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ’ ର ବନ୍ଧୁ ମିଳନ । ଏନେଇ ଆଜି (ରବିବାର) ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼…
ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ: ବିଜେଡି
ଭୁବନେଶ୍ୱର: ମହିଳା ନିର୍ଯାତନା ନେଇ କେନ୍ଦ୍ରମନ୍ତ୍ରୀ ରଖିଥିବା ମନ୍ତବ୍ଯର ଜାବାବ ଦେଲା ବିଜେଡି। ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ମହିଳା…
ଦ୍ବିତୀୟ ବିବାହ କରିବାକୁ ଯାଇ ସ୍ତ୍ରୀ ଓ ଝିଅଠୁଁ ଛେଚା ଖାଇଲା ବାପା…
ଭୁବନେଶ୍ବର : ବାହା ବେଦୀରେ ହଙ୍ଗାମା । ଲୁଚି ଲୁଚି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡିଛି । ଦୁଇ ଝିଅଙ୍କ ସହ ବାହାବେଦୀରେ ପହଁଞ୍ଚି ଯାଇଛନ୍ତି ସ୍ତ୍ରୀ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ ।…