Browsing Category

ଓଡିଶା

କୋକେନ କାହାର : ଖିଅ ପାଉନି କଷ୍ଟମ୍ସ ବିଭାଗ

ପାରାଦୀପ : ପାରାଦୀପ ବନ୍ଦରରୁ ମିଳିଥିବା ୨୦୦ କୋଟି ଟଙ୍କାର କୋକେନ୍‌ କାହାର? ପାରାଦୀପକୁ ଆସିଲା ନା ଏଠାରୁ ବିଦେଶ ଯାଉଥିଲା? ତାହାର ଖିଅ ପାଉନି କଷ୍ଟମ୍ସ ବିଭାଗ। ଅନ୍ୟପକ୍ଷରେ କୋକେନ୍‌ ଜବତ ହୋଇଥିବା ଜାହାଜ MV DEBIର କ୍ର୍ୟୁ ମେମ୍ୱରଙ୍କ ଭାଷା ମଧ୍ୟ ବୁଝି…

ଓଡ଼ିଶାରୁ ଶହଶହ କୋଟି ମିଳିବା ଘଟଣା: କଡ଼ାଗଣ୍ଡା ଆଦାୟ ହେବ କହିଲେ ମୋଦି

ଝାରଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ ଠିକଣାରେ ଆୟକର ରେଡ ଜାରି ରହିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ରେଡ୍‌ କହି ଶହଶହ କୋଟି ଟଙ୍କା ଜବତ କରି ସାରିଲାଣି। ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ ଓ…

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ…

ସୌରୀନ ଭଟଙ୍କ ବିରୋଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ

କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରବାନା। ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଯେ.ଏମ…

ବିଜେଡି ଶାସନରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବର୍ଷିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ…

ଗାଡି ଚଢ଼ାଇ ହତ୍ୟା ଅଭିଯୋଗରେ ସରପଞ୍ଚଙ୍କ ସମେତ ୩ ଗିରଫ…

ସମ୍ବଲପୁର : ଗାଡି ଚଢ଼ାଇ ହତ୍ୟା ଅଭିଯୋଗରେ ସରପଞ୍ଚଙ୍କ ସମେତ ୩ ଗିରଫ। ଏପରି ବୀଭତ୍ସ ଘଟଣା ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସରପଞ୍ଚଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଡିସେମ୍ୱର ୧ ତାରିଖ ସନ୍ଧ୍ୟା ବେଳେ ବାଟଗାଁର…

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ, କଡ଼ାକଡି ହେବ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ ରହିବ। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ହେବ। ୩୧ ତାରିଖ ରାତିରେ ଆବଶ୍ୟକ ହେଲେ ରାତ୍ର ପହୁଡ଼ ହେବନି। ଶ୍ରୀମନ୍ଦିର…

ବ୍ୟାଙ୍କ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା EOW…

ଭୁବନେଶ୍ବର: ୩ କୋଟି ୩୩ଲକ୍ଷ ଟଙ୍କାରେ ବ୍ୟାଙ୍କ ଠକେଇ ମାମଲାରେ ଦୁଇ ଗିରଫ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନେତିକ ଅପରାଧ ଶାଖା। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ଭଦ୍ରେଶ୍ବର ଶାଖାର…

ଫସଲ ଅମଳ ପରେ ଚାଷ ଜମିରେ ପାଳ ପୋଡନ୍ତୁ ନାହିଁ: ଏନସିନଏଫ୍

ଭୁବନେଶ୍ବର: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ଚାଷ ଜମିରେ ହ୍ରାସ ପାଉଥିବା ଉର୍ବରତା କୁ ଦୃଷ୍ଟିରେ ରଖି ଓଡିଶାରେ ଯେପରି ଏହି ଅବସ୍ଥା ସୃଷ୍ଟି ନହୁଏ ସେନେଇ ଚାଷ ବିଶେଷଜ୍ଞ ମାନେ ତତ୍ପରତା ଦେଖାଇଛନ୍ତି । ରାଜ୍ୟରେ ଏବେ ଧାନ ଫସଲ କାଟି ଅମଳ କରିବାର ସମୟ…

ପ୍ରତିବାଦ ସଭା ପୂର୍ବରୁ ଭଦ୍ରକ ମଦିନା ମୈଦାନରେ ୧୪୪ ଧାରା ଜାରି…

ଭଦ୍ରକ: ପ୍ରତିବାଦ ସଭା ପୂର୍ବରୁ ୧୪୪ ଧାରା ଜାରି। ଭଦ୍ରକ ପୁରୁଣା ବଜାର ଥାନାର ମଦିନା ମୈଦାନ ନିକଟରେ ଜାରି ହୋଇଛି ୧୪୪ ଧାରା। ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ। ଆଜି ସକାଳ ୧୧ଟା ଠାରୁ ଆସନ୍ତା କାଲି ସକାଳ ୬ଟା…