Browsing Category

ଓଡିଶା

୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା: ଫାଇଭ୍ ଟି ଅଧ୍ୟକ୍ଷ

ଭୁବନେଶ୍ୱର : ୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା । ବିଶ୍ବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ରେ ଯୋଗଦେଇ ଏହା କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା- ନବଦିଗନ୍ତର ସମ୍ଭାବନା ଶୀର୍ଷକ ଆଲୋଚନାରେ ଯୋଗଦେଇ ଆଗାମୀ ୧୦ ବର୍ଷର…

ଆଉ ଖାଇପାରିବେନି କୋବି ମାଞ୍ଚୁରିଆନ୍‌…

କୋବି ମାଞ୍ଚୁରିଆନ୍‌। ଏହାକୁ ଖାଇବା ପାଇଁ ଅନେକ ଲୋକେ ପସନ୍ଦ କରନ୍ତି। ଅନେକ ଭେଜିଟେରିଆନ୍‌ମାନଙ୍କ ଫେଭରେଟ୍‌ ହୋଇଥାଏ କୋବି ମାଞ୍ଚୁରିଆନ। ଏବେ କିନ୍ତୁ ଆଉ ଏହି ଖାଦ୍ୟ ମିଳିବ ନାହିଁ। ଫୁଡ୍‌ ପ୍ରେମୀ ଆଉ ଖାଇପାରିବେନି କୋବି ମାଞ୍ଚୁରିଆନ୍‌। ଏହି ଭାରତୀୟ ଡିସ୍‌…

ମୌଲାନା ମୁଫ୍‌ତି ସଲମାନଙ୍କୁ ଉଠାଇ ନେଲା ପୁଲିସ…

ହେଟ୍‌ ସ୍ପିଚ ମାମଲାରେ ଇସ୍‌ଲାମି ଉପେଦଶକ ମୁଫ୍‌ତି ସଲମାନ ଅଜହରୀଙ୍କୁ ଉଠାଇନେଲା ପୁଲିସ। ଗତକାଲି ଗୁଜରାଟ ପୁଲିସ ମୁମ୍ବାଇରୁ ଏହି ମୌଲାନାଙ୍କୁ ଗିରଫ କରିଛି। ଏହାକୁ ନେଇ ମହାରାଷ୍ଟ୍ରରୁ ଗୁଜରାଟ ଯାଏଁ ହଇଚଇ ସୃଷ୍ଟି ହୋଇଯାଇଛି। ଗୁଜରାଟ ଏଟିଏସ୍ ବିଳମ୍ବିତ ରାତିରେ…

ଦୋଷ ପ୍ରମାଣିତ ହେଲେ ରାଜନୀତି ଛାଡିଦେବି – ହେମନ୍ତ ସୋରେନ୍‌…

ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଏଥିସହ ଆଦିବାସୀ ହୋଇଥିବାରୁ ତାଙ୍କୁ…

୫୫ ନମ୍ବର ଜାତୀୟ ରାଜପଥରେ ଓଲଟିଲା ବସ୍: ୮ ଗୁରୁତର

ରେଢ଼ାଖୋଲ: ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ୧୫ରୁ…

କର୍ମୀଙ୍କୁ କୁକୁର କହିବା ନେଇ ଖଡ଼ଗେଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ…

ନୂଆଦିଲ୍ଲୀ: କଂଗ୍ରେସର ‘ନ୍ୟାୟ ସଂକଳ୍ପ ରାଲି’ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କର୍ମୀଙ୍କୁ କୁକୁର ଭଳି ଭୁକିବା ବୟାନକୁ ନେଇ ବିଜେପି ପରେ ଏବେ କଂଗ୍ରେସ ନେତା ଘେରିଛନ୍ତି | କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଚିଲିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ୧୧୨ ମୃତ…

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଳ ନିଆଁ। ହୁତୁହୁତ ହୋଇ ଜଳି ଚାଲିଛି ଜଙ୍ଗଲଠୁ କୋଠାବାଡି। ଦୁଇ ଦିନ ତଳେ ଲାଗିଥିବା ନିଆଁ ଧିରେ ଧୀରେ ଜନବସତିକୁ ବ୍ୟାପିବାରେ ଲାଗିଛି। ଏଥିରେ ପାଖାପାଖି ୧୧୨ ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହ ଶହ ଶହ ଜଙ୍ଗଲ ଜୀବଜନ୍ତୁ…

ଉଦଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍…

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ । ଜିଏମ୍ ସାୟନ୍ତନ ଦାସ ସର୍ବାଧିକ ପଏଣ୍ଟ ରଖି ଚାମ୍ପିଅନ ହୋଇଥିବା ବେଳେ ଜିଏମ୍ ଦୀପ୍ତାୟନ ଘୋଷ ରନର୍ସ ଅପ୍ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ…

ଓଡ଼ିଆ ଭାଷା ଆଇନ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଭାଷା ଆଇନ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥଙ୍କ ସମ୍ପାଦିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୮ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଆଇନର ଇତିହାସକୁ…

ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ପ୍ରସ୍ତୁତ ହେଲା ଖିରି, ଖିଛୁଡ଼ି ଓ କାନିକା…

ପୁରୀ: ଅର୍ପଣ ରଥରୁ ସଂଗୃହୀତ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଏହି ଖେଚୁଡ଼ିକୁ ଭକ୍ତମାନଙ୍କୁ ବଂଟାଯାଉଛି। ଶହେଟି କୁଡୁଆରେ ପ୍ରସାଦ ପ୍ରସ୍ତୁତ କରାଯାଇଛି। ଆଜି ଅପରାହ୍‌ଣ ଠାରୁ ରାତି ୮ଟା ପର୍ଯ୍ୟନ୍ତ…