Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ ରାସ୍ତାରେ ଗର୍ଜିଲେ ହଜାର ହଜାର ଚାଷୀ :ଦାବି ପୂରଣ ନହେଲେ ଆଗାମୀ ଦିନରେ ମହା ଆନ୍ଦୋଳନର ଚେତାବନୀ…
୫ ଦଫା ଦାବି ନେଇ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷସଙ୍ଘଦେବଗଡ଼, ୨୩|୧୧, ପ୍ରତିବାଦ, ଦାବିପତ୍ର ଓ ଦରଖାସ୍ତ ଦେଇ ନିଜର ହକ ମାଗିଛନ୍ତି ଚାଷୀ । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ।!-->…
ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ଵ…
ଭୁବନେଶ୍ବର: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିର୍କେୟନଙ୍କୁ ଆଜି ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର…
ଆସନ୍ତା କାଲିଠୁ ପଞ୍ଚୁକ ବ୍ରତ, ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ : କାଲିଠୁ ପବିତ୍ର ପଞ୍ଚୁକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଗହଳିକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ…
ଜାନୁଆରି ୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା…
ବରଗଡ଼: ଆସନ୍ତା ଜାନୁଆରି ୧୫ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ। ଏଥି ସକାଶେ ବୁଧବାର ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି। ତେବେ…
ମେଡିକାଲ ପାଇଖାନାରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର…
କେନ୍ଦ୍ରାପଡ଼ା: ମେଡ଼ିକାଲ ପାଇଖାନାରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ଆଜି…
ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି : ରାଷ୍ଟ୍ରପତି
ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୨, ୨୦୨୩) ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ର ଶୁଭାରମ୍ଭ କରିଛନ୍ତି। ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ…
ସ୍କୁଲରେ ଉଠବସ୍ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ…
ଯାଜପୁର : ଛାତି ଫଟାଇ କାନ୍ଦି କାନ୍ଦି ସେଇ ଗୋଟିଏ କଥା ମୋ ପୁଅ ତ ଖାଇ ପିଇ ସକାଳୁ ସ୍କୁଲ ଗଲା । ମୋ ଭଲ ପୁଅଟା ବାହାରିକି ସ୍କୁଲ ଗଲା । ମରିଗଲା କେମିତି, ମୋ ପୁଅକୁ ମୋତେ ଫେରେଇ ପାରିବ କି? ମୋ କୋଳକୁ ମୋ ପୁଅକୁ ଆଣିଦିଅ ଲୋ । ୧୧ ବର୍ଷ ହେଲା କୋଳେଇ…
ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲେ ଯୁବକ…
ଭୁବନେଶ୍ବର: ପାରିବାରିକ କଳହର କୁପରିଣତି । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ । ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନ ।
ଏହି ଘଟଣାର ଏକ ସିସି ଟିଭି ଫୁଟେଜ…
କ୍ୟାମେରାରେ ଧରା ପଡ଼ିଲା ମହାବଳ ବାଘ, ଲୋକେ ଛାନିଆ…
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବୁଲୁଛି ବାଘ । କ୍ୟାମେରାରେ ଧରାପଡିଛି ବାଘର ଫଟୋ । ଫଟୋରୁ ଯାହା ଜଣାପଡୁଛି ଏହା ଏକ ମହାବାଳ ବାଘ । ଏହା ଜାଣିବା ପରେ ସାଧାରଣରେ ଆତଙ୍କ ଖେଳି ଯାଇଛି ।
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଞ୍ଚଳ ତଥା ସୀମାନ୍ତ ଆନ୍ଧ୍ର ପ୍ରଦେଶର…
୨୬ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ..!
ଭୁବନେଶ୍ୱର:ଓଡ଼ିଶାରେ ଆସନ୍ତା ତିନି ଦିନ ପାଇଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ପୂର୍ବାନୁମାନ କରିଛି । ବିଭାଗ ପକ୍ଷରୁ ସ୍ପଷ୍ଟ…