Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳ ବିରୋଧରେ ଧାରଣାରେ ବସିଲେ ଘରୋଇ ବସ ମାଲିକ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଲାକମୀ ବା ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳର ପ୍ରକ୍ରିୟା ବିରୋଧରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ରଣ ହୁଙ୍କାର ଦେଇଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର ସଦସ୍ୟଗଣ। ରାଜ୍ୟ ସରକାରଙ୍କ ବିରୋଧରେ…
ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ…
ଭୁବନେଶ୍ବର: ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା। ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ପରେ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ…
ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି…
ଭୁବନେଶ୍ୱର : ରାଜରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର ସାଲିଆସାହି ବାସିନ୍ଦା। ପୋଲିସ ସହ ମୁହାମୁହିଁ। ବିଧାନସଭା ଘେରାଉ ପାଇଁ ସାଲିଆସାହି ବାସିନ୍ଦାମାନେ ଶୋଭାଯାତ୍ରାରେ ଯିବା ବେଳେ ବିଜୁ ପଟ୍ଟନାୟକ ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ସହ…
୪୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ…
ଯାଜପୁର: ଥମିବାର ନାଁ ନେଉନାହିଁ ରାଜ୍ୟରେ ଧଳା ଜହର କାରବାର । ଯାଜପୁର ସହରରେ ବୃଦ୍ଧି ପାଉଥିବା ଧଳା ଜହର କାରବାର ପୋଲିସ ଓ ଅବକାରୀ ବିଭାଗର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଆଜି ପୁଣି ଯାଜପୁରରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଯାଜପୁର…
ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରା ମାଡରେ ୧୦ମ ଛାତ୍ର ଆହତ
ପୁରୀ: ଛାତ୍ରକୁ ଛୁରୀ ଭୁଷିଲା ଛାତ୍ର । ପୁରୀ ପୋଲିସ ହାଇସ୍କୁଲରେ ଅଭାବନୀୟ ଘଟଣା । ଆହତ ଛାତ୍ର ହେଉଛନ୍ତି ପୋଲିସ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମୁନା ସାହୁ । ରେଡକ୍ରସ୍ ରୋଡରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଛୁରା ମାଡ କରିଥିବା ସୂଚନା ମିଳିଛି । ଆହତ…
ମୁମ୍ବାଇରୁ ଗିରଫ ହେଲେ ଓଡ଼ିଆ ଯୁବକ…
ମୁମ୍ବାଇ/ଭୁବନେଶ୍ୱର:ମୁମ୍ବାଇ କ୍ରାଇମବ୍ରାଞ୍ଚ ଓଡ଼ିଶାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ତାଙ୍କ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିବା ପରେ ରବିବାର ମୃତ ଦେହକୁ ଏକ…
ଭିଜିଲାନ୍ସ ଜାଲରେ ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀ…
ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ହଠାତ୍ ମାଡିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, ଗତ କିଛି…
ଖୁଲାମ ଖୁଲା ଚାଲିଛି ଗୁଟକା ତମ୍ବାଖୁ ବେପାର:ସାଲିସ ନା ଟେର ପାଉନି ପ୍ରଶାସନ…
ବ୍ରହ୍ମପୁର : ୨୨-୧୧ ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣରେ ଗୁଟଖା ଓ ତମ୍ବାଖୁ ବେପାର ଖୁଲାମ ଖୁଲା ଚାଲିଛି। ଆମ ଦେଶରେ ତମ୍ବାଖୁ ଓ ଗୁଟଖା ସେବନ କରି କର୍କଟ ରୋଗ ରେ ଅନାୟାସରେ ମୃତ୍ୟୁ ବରଣ ଘଟଣା ବଢ଼ିବା ଯୋଗୁଁ ଏହା ପାଇଁ ସରକାର କିଛି ନିୟମ କରିଛନ୍ତି। ୨୦୦୩ ମସିହାରେ ଭାରତ ସରକାର ଏକ ଆଇନ!-->…
ମାଓଦମନ କ୍ଷେତ୍ରରେ ମାଲକାନଗିରି ପୋଲିସ କୁ ବଡ଼ ସଫଳତା…
ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ସହ ମାଓ ବ୍ୟବହୃତ ସାମଗ୍ରୀ ଜବତ...
ଆଲୁରୀ ସୀତାରାମରାଜ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲାର ୫ ମାଓବାଦୀଙ୍କ ଆତ୍ମସମର୍ପଣ…
ମାଲକାନଗିରି : ମାଲକାନଗିରି ସୀମାନ୍ତ ଆଜି ଅଲୁରୀ ସୀତାରାମା ରାଜୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ନନ୍ଦୁ ଶ୍ରୀ ତୁହିନ୍ ସିଂନ୍ହାଙ୍କ ନିକଟରେ ସ୍ବେଚ୍ଛାକୃତ ଭାବେ ମାଲକାନଗିରି ଜିଲ୍ଲାର ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ ଦୁଇଟି ମାଓ ଦଳର ପାର୍ଟି ମେମ୍ବର ତଥା!-->!-->!-->…