Browsing Category

ଓଡିଶା

ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ : ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ପୁରୀ : ପରିକ୍ରମା ପ୍ରକଳ୍ପ , ଚାରିଦ୍ବାର ଖୋଲିବା , ଭିଡ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ପ୍ରତିଦିନ ପୁରୀକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି ।…

ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ…

ଭୁବନେଶ୍ୱର: ଜି.ଉଦୟଗିରିରୁ ଦୁଇ ଦୁଇ ଥରର ବିଧାୟକ ହୋଇଥିବା ସାଲୁଗା ପ୍ରଧାନ ହୋଇପାରନ୍ତି ଓଡ଼ିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ଶ୍ରୀ ପ୍ରଧାନ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସାଲୁଗାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରି ବିଜେଡି ଖେଳିଛି…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ । ସୂଚନା ଅନୁସାରେ ଦୁଇ ଜଣ ବାଘ ଛାଲ ବେପାରୀ ୧୦…

ଲମ୍ବା ଲାଇନରେ ଛିଡା ହୋଇ ଅଚେତ୍ ହେଲେ ଭକ୍ତ

ପୁରୀ: ଚାଲିଛି ଧର୍ମମାସ କାର୍ତ୍ତିକ । ଆଉ ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ଲମ୍ବା ଲାଇନରେ ଛିଡା ହୋଇ ମହାପ୍ରଭୂଙ୍କୁ ଦର୍ଶନ କରୁଛନ୍ତି…

ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ…

ଯାଜପୁର : କ୍ରିକେଟ ଖେଳ ନିଶା ହେଲା କାଳ। ଭାରତର ପରାଜୟ କୁ ସହ୍ୟ ନ କରି ପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି ଗାଁରେ । ମୃତକ ଗାଁର ନୀଳମଣି ଦାସ ଙ୍କ ସାନ ପୁଅ…

ପୋଲତଳୁ ମିଳିଲା ନବଜାତ ଶିଶୁ କନ୍ୟା ମୃତଦେହ

ବାଲେଶ୍ବର : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏମିତି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାରରୁ । ଲୁଣିଆ ଝୋଡି ପୋଲ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କିଏ ଓ କାହିଁକି ଏଠାରେ ମୃତଦେହ…

କଡା ସୁରକ୍ଷା ମଧ୍ୟରେ ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ବାରିପଦା: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଏଠାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ…

ବନ ବିଭାଗର ଗଜସାଥୀଙ୍କୁ କଚାଡିଲା ହାତୀ

ବଲାଙ୍ଗୀର: ଥମୁନି ହାତୀ ଆତଙ୍କ । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ବଲାଙ୍ଗୀରରୁ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ବନ ବିଭାଗର ଗଜସାଥୀ ଗୁରୁତର…

ରାୟଗଡ଼ାରେ ଡିସେମ୍ବର ୨୦ରୁ ଧାନ ମଣ୍ଡି ଆରମ୍ଭ…

ରାୟଗଡା: ରାୟଗଡାସ୍ଥିତ ଡିଆରଡିଏ ସଭାଗୃହରେ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ମୁଖ୍ୟ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଭୁବନେଶ୍ଵର; ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ଅବସରରରେ ସେ ନିଜ ଜିଲ୍ଲାରେ କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ,…