Browsing Category

ଓଡିଶା

ଅ‍ବସର ନେବାକୁ ସୁନୀଲ ବଂଶଲଙ୍କୁ ଅନୁମତି, ନୂଆ ବର୍ଷରେ ନୂଆ ଡିଜିପି…

ଭୁବନେଶ୍ବର : ନୂଆବର୍ଷରେ ଓଡ଼ିଶା ଦେଖିବ ନୂଆ ପୁଲିସ ଡିଜି ବା ଡିଜିପି। କାରଣ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି ମିଳିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ତାଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଗୃହ…

ଝାରଖଣ୍ଡ ରାଜ୍ୟର ବାସିନ୍ଦା ହେବା ପାଇଁ ବାଧ୍ୟ ହେବେ ରୋଚାକନା ଗ୍ରାମ ବାସୀ : ଦାଇ ରହିବେ ଜିଲ୍ଲା ପ୍ରଶାସନ ଏବଂ ଓଡିଶା…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ମୋଝାପଡ଼ା ପଞ୍ଚାୟତ ଅନ୍ତର୍ଗତ ରୋଚାକୋନା ଗ୍ରାମ ଦେଇ ଝାରଖଣ୍ଡ ରାଜ୍ୟର ଛିଡାନଦୀ ବହୁଛି ! ଏହି ଗ୍ରାମରେ ବସ ବାସ କରୁଥିବା ୧୦୦ ପରିବାର ଲୋକଙ୍କ ଜୀବନ ମରଣ ଜନ୍ତ୍ରା ପାଲଟିଛି !ସ୍ଥାନୀୟ ଲୋକଙ୍କର ସୂତ୍ରରୁ

ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ବର: ରାଜ୍ୟ ସରକାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇ୍‌ଆରସି) ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କୁ ଓଇ୍‌ଆରସି ଅଧ୍ୟକ୍ଷ ପଦବିରୁ ଅବ୍ୟାହତି ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର…

ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ, ୩୮୬.୨୫ କୋଟି ଟଙ୍କା ମଞ୍ଜୁର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି–ଇବ୍‌ ନଦୀରେ ଭଷ୍ମା…

ଦିନ ଦ୍ବିପ୍ରହରରେ ବୃଦ୍ଧଙ୍କଠାରୁ ୧ଲକ୍ଷ ୯୯ହଜାର ଟଙ୍କା ଲୁଟ୍‌…

କଣ୍ଟାବାଞ୍ଝି : ଥମୁନି ଲୁଟେରାଙ୍କ ପ୍ରାର୍ଦୁଭାବ । ଦୀର୍ଘ ଦିନର ନୀରବତା ପରେ କଣ୍ଟାବାଞ୍ଝି ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା । ଦିନ ଦ୍ବିପ୍ରହରରେ ଜଣେ ବୃଦ୍ଧଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଲୁଟ୍‌ର ଶିକାର…

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ, ଥାନାରେ ଭଙ୍ଗାରୁଜା ଓ ଅଧିକାରୀଙ୍କୁ ମାଡ଼…

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ଘାଘରବେଡ଼ା ଥାନାରେ ଭଙ୍ଗାରୁଜା । ଘାଘରବେଡ଼ା ଥାନା OIC ଓ ASIଙ୍କୁ ମାଡ଼ ମାରିଲେ । ଗତକାଲି ସନ୍ଧ୍ୟାରେ ନରଷଣ୍ଢ ଗାଁରୁ ଜଣେ ଲୋକ ବାଇକ ଚୋରି କରି ପଳାଉଥିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ…

ତ୍ରିପୁରାରେ ପୁଣି ସହୀଦ ହେଲେ ଆଉ ଜଣେ ଓଡିଆ ଯବାନ…

କଳାହାଣ୍ଡି: ତ୍ରିପୁରାରୁ ଆସିଲା ଦୁଃଖଦ ଖବର । ମାତୃଭୂମି ପାଇଁ ପୁଣି ସହିଦ ହେଲେ ଆଉ ଜଣେ ଓଡ଼ିଆ ଯବାନ । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା…

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ , ୧୮ ତାରିଖରୁ ଏହାର ମଜା ନେଇ ପାରିବେ ପର୍ଯ୍ୟଟକ…

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଲା ନୂଆରୂପ। ଆଜି ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି। ୧୮ ତାରିଖ ଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇ…

କଟକ ମେୟର ଏବଂ କମିଶନରଙ୍କ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର…

କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର । ଆଜି ସକାଳେ ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ ମହାନଗର ନିଗମରେ ଦୁର୍ନୀତି…