Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କାଲିଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କରିବାକୁ ନିର୍ଦ୍ଦେଶ…
ପୁରୀ : ଆସନ୍ତାକାଲି ଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଏ ଏସ ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏ ଏସ ଆଇ, ମାତ୍ର ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି।…
ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ
ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ୱବିଦ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ । ମଙ୍ଗଳବାର ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…
ନିଅଣ୍ଟିଆ ବର୍ଷା ଯୋଗୁ ଉଜୁଡ଼ି ଗଲା ଧାନ ଫସଲ, ବିଲରେ ନିଆଁ ଲଗେଇଦେଲେ ଚାଷୀ…
ଗଜପତି: ନିଅଣ୍ଟିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ । ବାଟ ପାଇଲେନି ଚାଷୀ । ଶେଷରେ ଧାନ ଫସଲରେ ନିଆଁ ଲଗେଇଦେଲେ ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ।
ସୂଚନା ଅନୁସାରେ, ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ…
ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫ସି ଯୋଜନା…
ଭୁବନେଶ୍ବର: ସରକାରଙ୍କ ୫ଟି ପରେ ଏବେ ୫ସି ଯୋଜନା। ମୋ ସ୍କୁଲ ଅଭିଯାନର ୫ସି ହେଉଛି ଏକ ଅଂଶବିଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଅଶ୍ବଥୀ. ଏସ। ଏହା କୌଣସି ନୂଆ ସ୍କିମ୍ ହୋଇନଥିବା ବେଳେ ଏହା ଏକ ନୂତନ ଚିନ୍ତାଧାରା, ଯାହା ମାଧ୍ୟମରେ…
ଅଙ୍ଗନବାଡି କର୍ମୀଙ୍କୁ ରାଜ୍ୟ ସରକାର ଦେଲେ ଚେତାବନୀ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଙ୍ଗନବାଡୀ କର୍ମୀଙ୍କୁ ଚେତାବନୀ ଦେଇଛି। ବୁଧବାର ଭୁବନେଶ୍ୱରରେ ଏକ ବିକ୍ଷୋଭ ସମାବେଶ ଆରମ୍ଭ କରିବା ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସରକାର। ଜରୁରୀ ସେବାରେ କୌଣସି ପ୍ରକାର…
ଶରୀର ଦାନ ପାଇଁ ପଦ୍ମଶ୍ରୀ ବାବା ବଳିଆଙ୍କ ଘୋଷଣା…
ତିର୍ତ୍ତୋଲ : ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ନିକଟ ବୀଣାପାଣି ମଣ୍ଡପ ପରିସରରେ ପଦ୍ମଶ୍ରୀ ବାବା ବଳିଆ ସୋମବାର ଏକ ଖବରଦାତା ସମ୍ମିଳନୀ ଡାକି ଶରୀର ଦାନ କରିବା ପାଇଁ ଘୋଷଣା କରିଛନ୍ତି।
ଏହି ଅବସରରେ ସେ କହିଥିଲେ, ଜୀବନରେ ପାରିବାରିକ ପ୍ରୀତି ନ ରହିଲେ…
ମହଲତ ପାଇଁ ବିଧାୟକଙ୍କୁ ୧୦ ହଜାର ଜରିମାନା…
କଟକ : ବାରବାଟୀ-କଟକ ନିର୍ବାଚନୀ ମାମଲାର ବିଧାୟକ ମହମ୍ମଦ ମୋକିମ୍ଙ୍କ ପକ୍ଷରୁ ଯୁକ୍ତି ବାଢ଼ିବାକୁ ଓକିଲ ମହଲତ ମାଗିବାରୁ ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ସୋମବାର ଶୁଣାଣିରେ ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ…
ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା…
ଖୋର୍ଦ୍ଧା : ସ୍ବାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ। ମୃତକ ଜଣକ ହେଲେ ଅନିନ୍ଦିତା ସୁବୁଦ୍ଧି। ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧା ମେଡିକାଲରେ…
୫ଟି, ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ…
ଭୁବେନଶ୍ବର : ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି ସାଲୁଗା ପ୍ରଧାନଙ୍କ ସମେତ ବାଲିଗୁଡା ବିଧାୟକ ଚନ୍ଦ୍ରମଣୀ କଂହର ଓ…
କାଠଯୋଡ଼ି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ, ୪ ଦିନ ହେଲା ନିଖୋଜ ଥିଲେ…
କଟକ : ନିଖୋଜ ହେବାର ୪ ଦିନ ପରେ ଉଦ୍ଧାର ହେଲା ଦଶମ ଛାତ୍ରଙ୍କ ମୃତଦେହ। ଛାତ୍ରଙ୍କ ମୃତଦେହ ନଦୀ ପଠାରେ ପଡ଼ିଥିବା ବେଳେ ନିକଟରୁ ତାଙ୍କ ସାଇକେଲ, ଚପଲ ବି ମିଳିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି କଟକରେ ଘଟିଛି।
କଟକ ସହରର କାଠଯୋଡି ନଦୀପଠାରେ ଏକ ମୃତଦେହ ପଡ଼ିଥିବା…