Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା…
ପୁରୀ: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା । ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ବିଧର୍ମୀ ଗୋମାଂସ ଭକ୍ଷଣକାରୀ କାମିଆ ଜାନୀଙ୍କ ମହାପ୍ରସାଦ ସେବନ ସହ ପ୍ରଚାରପ୍ରସାର ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶକୁ ବିରୋଧ କରି…
କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ…
ସମ୍ବଲପୁର : କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ । ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ । ଗତ ୨୫ ତାରିଖରେ ହୀରାକୁଦ ଡ୍ୟାମ ରାସ୍ତାରେ ଡ୍ୟୁଟି କରୁଥିଲେ ଜଣେ କନେଷ୍ଟବଳ। ଏହି ସମୟରେ କିଛି ଯୁବକ ଡ୍ୟାମ ବୁଲିବାକୁ ଆସିଥିଲେ । ସେହିଦିନ ହୀରାକୁଦ…
ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଘନ କୁହୁଡ଼ି : ପାଣିପାଗ ବିଭାଗ…
ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଶୀତ ର ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଗତ ୫ ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟତରେ…
ମା ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ…
ସମ୍ବଲପୁର : ମାଆ ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ । ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ ସମ୍ବଲପୁର ଯାଇ ସମଲେଶ୍ବରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରତିନିଧି ଦଳକୁ ସମ୍ବଲପୁର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଏହି…
ଗଞ୍ଜାମରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ…
ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।
ନୂଆ…
ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ CMC ବୈଠକରେ ହୋହଲ୍ଲା…
କଟକ : କଟକ ମହାନଗର ନିଗମ ବୈଠକରେ ହୋହଲ୍ଲା । କମ୍ପିଲା ସିଏମସି ସମ୍ମିଳନୀ କକ୍ଷ। କଟକ ମହାନଗର ନିଗମର ୨୦ତମ ସାଧାରଣ ପରିଷଦ ବୈଠକ ଆରମ୍ଭରୁ ହୋ ହାଲ୍ଲା ଓ ପାଟିତୁଣ୍ଡ । ଶାସକ ଓ ବିରୋଧୀ ଦଳ କର୍ପୋରେଟର ମୁହାଁମୁହିଁ। ବୈଠକ ଅଧାରୁ ବାତିଲ କରି ଉଠି ଚାଲି ଗଲେ ମେୟର, ଡେପୁଟୀ ମେୟର ଓ…
ମା ବିରଜା ଓ ବରାହଙ୍କୁ ନିମନ୍ତ୍ରଣ…
ଯାଜପୁର: ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଦେଶର ବିଭିନ୍ନ ମନ୍ଦିର ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି । ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ପରିସରରେ…
ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…
ଭଦ୍ରକ : ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇଥିଲେ । ପରେ 5ଟି…
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ…
ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ…
ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି…
ଭୁବନେଶ୍ୱର : କମୁଛି ଶୀତ, ବଢୁଛି କୁହୁଡ଼ି । ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଲୋକମାନେ ଗାଡ଼ି ଲାଇଟ ଜଳାଇ ଯିବାଆସିବା କରୁଛନ୍ତି । ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଛି । ଘନ କୁହୁଡ଼ି…