Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ…
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି…
ରାଉରକେଲାରୁ କୋଲାକତା ଉଡ଼ିବ ବିମାନ
ଭୁବନେଶ୍ବର: ଏଣିକି ରାଉରକେଲାବାସୀଙ୍କ ପାଇଁ ସହଜ ହେବ କୋଲକତା ଯାତ୍ରା । କାରଣ ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧…
ବରଗଡ଼ରେ ରାଜ୍ୟପାଳ ରଘୁବର ଦାସ, ଚାଷୀ, ଗ୍ରାମବାସୀ ଓ ବିଦ୍ୟାର୍ଥୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ
ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ। ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି…
ଭାଇରାଲ ହେଉଛି ସରପଞ୍ଚ ଓ ଇଞ୍ଜିନିୟରଙ୍କ ମଧ୍ୟରେ ଲଢ଼େଇ…
ବଲାଙ୍ଗୀର : ଭାଇରାଲ ହେଉଛି ସରପଞ୍ଚ ଓ ଇଞ୍ଜିନିୟରଙ୍କ ମଧ୍ୟରେ ଲଢ଼େଇ । ଆଜି ଏହି ଖବର ରହିଛି ସବୁଠି ଭାରି ଚର୍ଚ୍ଚାରେ । ପ୍ରଥମେ ଯୁକ୍ତି ତର୍କ ଆଉ ପରେ ଧସ୍ତାଧସ୍ତି । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ପକେଟରୁ ନିଜ ମୋବାଇଲ ବାହାର…
୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ
ବ୍ରହ୍ମପୁର : ୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ । ବ୍ରହ୍ମପୁରର ଅଭିଯୁକ୍ତ ହରିହର ପାଟ୍ଟଯୋଶୀକୁ ଗୋଷାଣୀ ନୂଆଗାଁ ଥାନା ପୋଲିସ ସହାୟତାରେ ଗିରଫ କଲା ଚେନ୍ନାଇ ପୋଲିସ । ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁରର ହରିହର ପାଟ୍ଟଯୋଶୀ ୧୯୯୫ ମସିହାରେ ଚେନ୍ନାଇରେ ରହୁଥିବା…
ନୂଆ ବର୍ଷରେ ରାଜଧାନୀରେ ରାତି ସାଢେ ୧୨ଟା ଯାଏ ହୋଟେଲ,ବାର୍ ଖୋଲା ରହିବ…
ବାର୍ ଓ ହୋଟେଲ ଗୁଡ଼ିକ ପାଇଁ ନ୍ୟୁ ଇୟର୍ ଗାଇଡ୍ଲାଇନ୍ ଜାରି। ରାତି ୧୨.୩୦ ଯାଏ ହୋଟେଲ୍ ଓ ବାର୍ ଖୋଲିପାରିବେ। ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର। ଅତ୍ୟଧିକ ମଦ୍ୟପାନ ରୋକିବାକୁ ନଜର ରଖାଯିବ।
ଏଥର ନୂଆ ବର୍ଷରେ ରାଜଧାନିରେ ଅଧିକ…
ଜାନୁଆରୀ ୨ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ…
ଭୁବନେଶ୍ବର : ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିବସ । ସମସ୍ତ ଜିଲ୍ଲା ଓ ସହରରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟ୍ ପ୍ରାର୍ଥନା କରାଯିବ । ସରକାରଙ୍କ ଆଦିବାସୀ…
କାର୍ଡ ବାଣ୍ଟିବା ପାଇଁ ବାହାରିଲେ ୩୦ଟି ଦଳ…
ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ନିମନ୍ତ୍ରଣ ପତ୍ର ଦେବାକୁ ୩୦ ପ୍ରତିନିଧି ଦଳ ବାହାରିଛନ୍ତି। ରାଜ୍ୟ ଭିତରେ କାର୍ଡ ବାଣ୍ଟିବା ପାଇଁ ୧୩ଟି ଦଳ ଓ ରାଜ୍ୟ ବାହାରକୁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ୧୭ଟି…
ଆଜି ୧୦ ଡିଗ୍ରୀ ତଳେ ୩ ସହର…
ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର । ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର । ସେହିପରି ଦାରିଙ୍ଗବାଡ଼ି…
ତହସିଲଦାରଙ୍କ ବିରୋଧରେ ଆମରଣ ଅନଶନ
ବୋଲଗଡ : ବୋଲଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲଦାରଙ୍କ ମନମୂଖୀ କାର୍ଯ୍ୟକଳାପ ବିରୋଧ କରି ଆମରଣ ଅନଶନରେ ବସିଛନ୍ତି ବୋଲଗଡର ନରେନ୍ଦ୍ର କୁମାର ସାହୁ। ନରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ପୂର୍ବପୁରୁଷ ଯାଗାରେ ସେ ଘର କରି ରହି ଆସୁଥିବା ବେଳେ…