Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ଲାଗି ପ୍ରଯୋଜକ ସଂଘ ରାଜି
କଟକ: ରାଜ୍ୟରେ ସିନେ-କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା କଳି ବଡ଼ ଆକାର ଧାରଣ କରିବା ପରେ ଆପାତତଃ ଏ ନେଇ ଏକ ସମାଧାନର ସୂତ୍ର ବାହାରିଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ…
ନରସିଂହ ମିଶ୍ରଙ୍କୁ କଡ଼ା ଜବାବ ଦେଲେ କଳିକେଶ ସିଂହଦେଓ
ବଲାଙ୍ଗିର : ଅଭିନେତା ମନୋଜ ମିଶ୍ର ବ୍ୟାନ୍କୁ ନେଇ ବାରମ୍ୱାର ବୟାନ୍ ଦେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ତାଙ୍କର ସେହି ବୟାନ୍କୁ ଜୋରଦାର ଢ଼ଙ୍ଗରେ ଜବାବ ଦେଇଛନ୍ତି ବିଜେଡି ନେତା ତଥା…
ମାର୍ଟ ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ, ଜଣେ ଗିରଫ
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ (ବାଣିଜ୍ୟିକ କେନ୍ଦ୍ର) ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ବୁଧବାର ଅର୍ଥନୈତିକ ଅପରାଧିକ ଶାଖା (EOW) ଏମ୍/ଏସ୍ ଅମର୍ଦା ବଜାର…
ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ
ଭୁବନେଶ୍ବର : ଅକ୍ଟୋବର ୩୦ ତାରିଖରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ରାଜ୍ୟରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ ଅଧିକାରୀ। ସେମାନଙ୍କ ମଧ୍ୟରୁ ଜଣେ ରାଜସ୍ୱ…
ଲାଞ୍ଚ ମାଗି ଗିରଫ ହେଲେ ଦୁଇ ଇଡି ଅଧିକାରୀ
ନୂଆଦିଲ୍ଲୀ : ଲାଞ୍ଚ ନେଇ ବନ୍ଧା ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇ ଅଧିକାରୀ। ରାଜସ୍ଥାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ଏହାପରେ…
ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଚୋରା ବାଲି ଘାଟ ଉପରେ ଲଗାମ ନାହିଁ : ନେତା, ଅଧିକାରୀ ଙ୍କ ମିଲି ଭଗତ ରେ…
ହିଞ୍ଜିଳି // ବ୍ରହ୍ମପୁର:୨-୧୧ ଗଞ୍ଜାମ ଜିଲ୍ଲାର ଚୋରା ବାଲି ର ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ସମ୍ରାଟ ର ଇଶାରା ରେ ଚାଲିଥିବା ବାଲି ଘାଟ କେତେକ ସ୍ଥାନରେ ବନ୍ଦ ରହିଛି। ସବୁ ବାଲି ମାଫିଆ ସତର୍କତା ଅବଲମ୍ବନ କରୁଥିବା ବେଳେ ଏବେ ଖୋଦ ମୁଖ୍ୟମନ୍ତ୍ରୀ!-->…
IFS ସ୍ତରରେ ଅଦଳବଦଳ: ସୁଶାନ୍ତ ନନ୍ଦ ହେଲେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ…
ଭୁବନେଶ୍ୱର: ଆଇଏଫଏସ୍ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର। ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ (ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ…
ଘର ଭିତରେ ଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ…
ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଦିନ ଦ୍ୱିପ୍ରହର ହେଉ କିମ୍ବା ବିଳମ୍ବିତ ରାତି ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଲୁଟ୍, ଛିନତାଇ, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟାଇବାରେ ଅପରାଧୀମାନେ ପଛଘୁଞ୍ଚା ଦେଉନାହାନ୍ତି। ଅପରାଧକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ଘଟଣା…
ପିଆଜ ଦରରେ ଲାଗିଛି ନିଆଁ, ସରକାର ଶୀତଳ ଭଣ୍ଡାରରେ- କଂଗ୍ରେସ
ଭୁବନେଶ୍ୱର: ହୁହୁ ବଢୁଛି ପିଆଜ ଦର । ଗତ ଦୁଇ ସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା ହେଲେ ହଠାତ କାହିଁକି ବଢିଗଲା…
୧କୋଟିରୁ ଅଧିକ ମୁଲ୍ୟର ବ୍ରାଉନସୁଗାର ଜବତ…
କଟକ: ଦିନକୁ ଦିନ ରାଜ୍ୟରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ମିଳିଛି ବଡ ସଫଳତା । କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ…