Browsing Category

ଓଡିଶା

ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଲା

ଭୁବନେଶ୍ୱର : ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । କୋଭିଡର ନୂଆ ଭାରିଆଣ୍ଟ JN.1ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଓଡିଶାରୁ…

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ ଘଟଣାରେ ୪ ଗିରଫ

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ୨ଟି ବାଇକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଦେବଗଡ଼ ଥାନା ନୂଆଗାଁର ହିମାଂଶୁ…

୧୦ ଡିଗ୍ରୀ ତଳେ ୮ ସହର, ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର…

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ରାତିର ତାପମାତ୍ରା ରେ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ…

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା: କରାଗଲା ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା । ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ୧ ଘଣ୍ଟା ଲାଗି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ । କେହି ଜଣେ ଶ୍ରଦ୍ଧାଳୁ ଆହତ…

ଦରଦର ସାଥୀ ସଞ୍ଜୟ….

ସୁନ୍ଦରଗଡ - ଅସମ୍ଭାଳ ଶୀତରେ ଥରୁଛି ସୁନ୍ଦରଗଡ ସହର। ଏହି ସହରରେ ରହିଛନ୍ତି ଅନେକ ବ୍ୟକ୍ତି ଯିଏ ଏହି ଅସହ୍ୟ ଶୀତରେ ମଧ୍ୟ ରହୁଛନ୍ତି ବାହାରେ। ଏଭଳି କିଛି ଦୃଶ୍ୟ ଆସିଥିଲା ସୁନ୍ଦରଗଡର ବିଶିଷ୍ଟ ବ୍ୟବସାୟୀ ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ…

ଯୋରନ୍ଦା ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୀଠର ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଓଡିଶାର ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦାପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି । ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ…

ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ ପାଇଁ ଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ…

ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗତକାଲି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବାପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ…

ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବରଗୁଡିପଡ଼ାରେ ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରହ୍ଲାଦ ଦାସ। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ପ୍ରହ୍ଲାଦ ଘରେ ଥିବା ବେଳେ ନିକଟସ୍ଥ ନାରଦିଆ ଗ୍ରାମର ବାନା ଦାସ ତାଙ୍କୁ…

ବେଲପାହାଡ ରେଞ୍ଜ ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ଏହି ବାଘର ଫଟୋ । କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖରେ ପିକୋଲ…

୧୦ଡିଗ୍ରୀ ତଳେ ୧୬ ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ । ଶୀତରୁ ରକ୍ଷା ପାଇବା ପାଇଁ କିଏ ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି । ଏହାରି ମଧ୍ୟରେ ଆଜି ଜି. ଉଦୟଗିରି ରାଜ୍ୟର…