Browsing Category

ଓଡିଶା

ନଭେମ୍ବର ୧ରୁ ଆରମ୍ଭ ହେବ ମିଶନ ଅଲିଭ ରିଡ଼ଲେ…

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେ କରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ର ର ନୀଳ ଜଳରାଶିକୁ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ଏହି…

ଉତ୍କୋଚ ନେବୁନି କି ଦେବୁନି- ଏମିତି ଶପଥ ନେଲେ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ…

ଭୁବନେଶ୍ୱର:ଶପଥ ନେଲେ ସରକାରୀ କର୍ମଚାରୀ ଓ ଅଫିସର । ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବେ । ଉତ୍କୋଚ ନେବେ ନାହିଁ କିମ୍ବା ଦେବେ ନାହିଁ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ…

ବିପୁଳ ପରିମାଣର ବାଣ ଜବତ, ୨ ଅଭିଯୁକ୍ତ ଗିରଫ…

ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା…

ଆଜିଠାରୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ଆବଣ୍ଟନ…

କଟକ : ନଭେମ୍ବର ୨୭ରୁ ଡିସେମ୍ବର ୪ ଯାଏ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆଜିଠାରୁ ପ୍ଲଟ ଆବଣ୍ଟନ ଆରମ୍ଭ ହୋଇଛି। ଅଫଲାଇନ ମୋଡ଼ରେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ପ୍ରାଥମିକ ପର୍ଯ୍ୟାୟରେ ବଡ଼ ବଡ଼ ଏଜେନ୍ସି ବା…

ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଅଭିମାନପୁର ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ। ମୃତ ୨ ନାବାଳକ ହେଲେ ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର(୧୧) ଏବଂ କାର୍ତିକ କରଙ୍କ ପୁଅ ଲିଙ୍କୁନ କର(୧୨)। ସୂଚନା ଅନୁଯାୟୀ, ଆଜି ସକାଳ…

ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ…

କଲେକ୍ଟର ଅଫିସରୁ ଚୋରି…

ନବରଙ୍ଗପୁର : ଏ ଚୋର ମାନଙ୍କ ସାହସକୁ ମାନିବାକୁ ପଡିବ । ମଦ ନିଶା ଠୁ ବେଶି ନିଶା ଏ ଚୋରି ନିଶା । ଚୋରି ନିଶାରେ ଚୂର ହୋଇ ଚୋର ଚୋରିକଲା କଲେକ୍ଟର ଅଫିସରୁ । କଲେକ୍ଟର ଅଫିସର କମ୍ପ୍ୟୁଟର ମନିଟର ସିପିୟୁ ଚୋରି କରିନେଲା ଚୋର । ଚୋରି କଲା ତାହା ପୁଣି…

ଫାଶୀଦଣ୍ଡ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ଏସ୍‌. ଜୟଶଙ୍କର

କତାରରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ମୁକ୍ତ ସୁନିଶ୍ଚିତ କରିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି। ଏନେଇ…

ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ…

ପୁରୀ: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ତେଣୁ ତା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ…

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ…

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି…