Browsing Category

ଓଡିଶା

ଧକ୍କା ଦେଲା ଅଜଣା ଗାଡି: ବାପା ମୃତ, ପୁଅ ଗୁରୁତର…

ବଲାଙ୍ଗୀର :  ଚାଲିଛି ପାର୍ବଣ  । ସବୁଆଡେ ଉତ୍ସବର ମାହୋଲ  । ଚଳଚଞ୍ଚଳ ଗାଁଠୁ ସହର  । ଚାରିଆଡେ ଭକ୍ତମୟ ପରିବେଶ  । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ନିକଟରେ ଅଭାବନୀୟ ଘଟଣା ଘଟିଛି  । ଦୁର୍ଗା ପୂଜା ଦେଖି…

ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା…

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ…

ଟ୍ରକ୍ ଧକ୍କାରେ ବାପ ଆଗରେ ଚାଲିଗଲା ଝିଅର ଜୀବନ…

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ମେଡିକାଲ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ୍ୟୁ ନାବାଳିକା ଜଣଙ୍କ ହେଲେ ତାଳଚେର ଅଞ୍ଚଳର ଖାଲୁଆ ଗ୍ରାମର ସତ୍ୟ ନାରାୟଣ ପଣ୍ଡାଙ୍କ ଝିଅ ଶତାବ୍ଦୀ ସୁମନ ପଣ୍ଡା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ…

ମେଡିକାଲ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରୁଷିକୁଲ୍ୟା ନଦୀରେ ରବିବାର ଜଣେ ମେଡିକାଲ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ବ୍ରହ୍ମପୁର ଗୋଷାଣୀନୂଆଗାଁର ରାକେଶ କୁମର ପାଢ଼ୀ ନାମକ ଏହି ଜୁନିୟର ଡାକ୍ତର ଓ ତାଙ୍କ ଦୁଇ ସାଙ୍ଗ ସୋରଡ଼ାକୁ ବଣଭୋଜି କରିବାକୁ ଯାଇଥିଲେ। ପିକନିକ…

ଜଙ୍ଗଲରେ ଅସୁସ୍ଥ ହାତୀ ଶାବକର ମୃତ୍ୟୁ…

ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଶାବକର ମୃତ ଦେହକୁ ଉଦ୍ଧାର କରିଛି ବନ ବିଭାଗ। ଅସୁସ୍ଥ ଦନ୍ତା ହାତୀ ଶାବକକୁ ୱାଇଲ୍ଡ ଲାଇଫର ଡାକ୍ତର ବ୍ରଜ ରାଜ ଯାଦବଙ୍କ ସହିତ ଏକ ୨ ଜଣିଆ ଟିମ ଓ ବାଂଶପାଳ ଗୋଷ୍ଠି ପ୍ରାଣୀ…

ଦଶହରା ଭିଡ ପାଇଁ କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ଭାରିଯାନ ଚଳାଚଳ ବନ୍ଦ…

ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, ଦଶହରା ସମୟରେ ସାଧାରଣ ଜନତାଙ୍କ…

ନକଲି ୱାଇ-ଫର୍ମରେ ହେଉଛି ବାଲି ଚାଲାଣ : ପୋଲିସ କବ୍ଜା ରେ ବାଲି ମାଫିଆ…

ଭୁବନେଶ୍ୱର : ୨୩-୧୦ ଗଞ୍ଜାମ ଜିଲ୍ଲାର ମାଷ୍ଟେର ମାଇଣ୍ଡ ବାଲି ମାଫିଆ ଙ୍କ ସମେତ ରାୟଗଡ଼ା ଓ ପୁରୁଷୋତ୍ତମପୁର ବାଲି ମାଫିଆ ଏବେ ଜେଲ ରେ। ଅଧିକାଂଶ କରି ବାଲି ମାଫିଆ ଙ୍କ ହାତ ତୃତୀୟ ମୋହଲା ପର୍ଯ୍ୟନ୍ତ ରହିଥିବା ନେଇ ଚର୍ଚ୍ଚା ହେଉଛି। କୋଦଳା ପୋଲିସ ପେଟ୍ରୋଲିଂ ବେଳେ ବଡ଼ମାଧପୁର ବାଲି ଘାଟ

ରାଜ୍ୟରେ ପହିଲି ଶୀତ, ଚିଲିକାରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ…

ବାଲୁଗାଁ: ରାଜ୍ୟରୁ ଫେରିଛି ମୌସୁମୀ । ଏବେ ଓଡିଶାକୁ ଧୀରେ ଧୀରେ ସ୍ପର୍ଶ କଲାଣି ଶୀତର ପହିଲି ଛୁଆଁ । ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ନେଇ ଖୁସିବ୍ୟକ୍ତ…