Browsing Category

ଓଡିଶା

ଲୁଟ୍‌ ଟଙ୍କାକୁ କ୍ଲବ୍‌ରେ ଉଡ଼ାଉଥିଲେ କ୍ରାଇମ୍‌ କୁଇନ୍‌ ମୁସ୍କାନ

ଭୁବନେଶ୍ୱର : ରୂପ ଦେଖାଇ ଟ୍ରେନ୍‌ ଯାତ୍ରୀ ଓ ଯବାନଙ୍କୁ ଫସାଇ ନିଶା ଦେଇ ଲୁଟ୍‌ ଘଟଣାରେ ଗିରଫ ହୋଇଥିବା କ୍ରାଇମ୍‌ କୁଇନ୍‌ ମୁସ୍କାନ ଓରଫ ସାରିଫ ଖାନ୍‌ଙ୍କ ସହ ୩ ସହଯୋଗୀ ଏବେ ଜେଲ୍‌ରେ ଅଛନ୍ତି। ମୁସ୍କାନ ଓ ତାଙ୍କ ଗ୍ୟାଙ୍ଗ୍‌ର ଗୋଟିକ ପରେ ଗୋଟିଏ ଅପରାଧ ସାମ୍ନାକୁ…

ଚିଲିକାରେ ଚାଲିବ ସୌରଚାଳିତ ବୋଟ୍‌

ଭୁବନେଶ୍ୱର : ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରିଚାଳିତ ବୋଟ୍‌। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘଦିନର…

୨୯ରୁ ଭୁବନେଶ୍ୱରରୁ ଗୌହାଟୀକୁ ପ୍ରତିଦିନ ଉଡ଼ିବ ବିମାନ

ଭୁବନେଶ୍ବର : ନର୍ଥ ଇଷ୍ଟ ସହ ଆକାଶ ମାର୍ଗରେ ଯୋଡ଼ିହେବ ଓଡ଼ିଶା । କମିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତାୟାତ ସମୟ। ୨୧ତମ ସ୍ଥାନ ଭାବେ ଭୁବନେଶ୍ଵରରୁ ଆସାମର ଗୌହାଟୀକୁ ଉଡ଼ିବ ବିମାନ । ଅକ୍ଟୋବର ୨୯ରୁ ପ୍ରତିଦିନ ଭୁବନେଶ୍ଵର-ଗୌହାଟୀ ମଧ୍ୟରେ ବିମାନ ଚଳାଚଳ କରାଇବ…

ବିବାହ ବିଚ୍ଛେଦ ମାମଲା; ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ବର୍ଷାଙ୍କୁ ନୋଟିସ୍‌

କଟକ : ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଆଜି ବର୍ଷାଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷାଙ୍କୁ ନୋଟିସ୍‌ ହୋଇଛି । ଅର୍ଥାତ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ। ପୂର୍ବରୁ ଫ୍ୟାମିଲି…

ଡିସେମ୍ବର ପହିଲାରୁ ୧୨ ଦିନିଆ ନ୍ୟାସନାଲ ରୋଡ଼ ସେପ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ନେଇ ସଚେତନତା କରାଯାଉଥିବା କାର୍ଯ୍ୟକ୍ରମ ଭିତରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ନ୍ୟାସନାଲ ରୋଡ଼ ସେପ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ। ଡ଼ିସେମ୍ବର ୧ ତାରିଖ ଠାରୁ ଏହା ଆରମ୍ଭ ବେ। ଦୀର୍ଘ ୧୨ ଦିନ ଏହି କାର୍ଯ୍ୟକ୍ରମ ଚାଲିଲା…

‘ମୁକ୍ତା’ ଯୋଜନାରେ ୧୬୧ଟି କାର୍ଯ୍ୟାଦେଶ ବଣ୍ଟନ

ରାଉରକେଲା: ସହରାଞ୍ଚଳ ରୂପାନ୍ତରଣ ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ମୁକ୍ତା ଯୋଜନାରେ ଆଜି ୧୬୧ଟି ପ୍ରକଳ୍ପ ପାଇଁ…

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଦଳିଲେ ୧୬୦ଜଣ ଅତିରିକ୍ତ ତହସିଲଦାର

ଭୁବନେଶ୍ବର : ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୬୦ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବଦଳି ଓ ନିଯୁକ୍ତି ନୀତି ଆଧାରରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଓଡ଼ିଶା ରାଜସ୍ୱ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଗଠନ ହୋଇନି କମିଟି-ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର:ତାତିଲା ରତ୍ନଭଣ୍ଡାର ରାଜନୀତି । ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଏ ନେଇ ଆଜି ପୁରୀରେ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବାବେଳେ ବିଜେପି ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ବିଜେପିର ପୂର୍ବତନ…

ରାସ୍ତା ଉପରେ ଆଣ୍ଠେଇଲେ, ନିଜ କାନ ନିଜେ ମୋଡିଲେ, ଚାପୁଡା ଖାଇଲେ ‘ଗାଁ ସାଥୀ’

ଭୁବନେଶ୍ବର:ରାସ୍ତା ମଝିରେ ଧାରଣା ଦେଲେ । ଚପଲ ଖୋଲି ଆଣ୍ଠେଇ ବସିଲେ। ନିଜ କାନକୁ ନିଜେ ମୋଡିଲେ, ଚାପୁଡା ବି ଖାଇଲେ । ତା ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ । ଦେଖିଲେ ତ ଲାଗୁଥିଲା ସତେ ଯେମିତି କିଛି ଗୋଟାଏ ବଡ…