Browsing Category

ଓଡିଶା

ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଦୈତନଗରୀ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆରକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ଏହି ଡିପିଆରକୁ ଅନୁମତି ଦେଇଥିବାବେଳେ ଆଗାମୀ ପ୍ରକ୍ରିୟା ସ୍ବରୂପ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ ‘ଟର୍ଣ୍ଣ କି’…

ଏସସିବି ଆଇସିୟୁରେ ମ୍ୟୁଜିକ୍ ଥେରାପି, ଭକ୍ତି ଆରାଧନାର ବାଜିବ ଧୂନ୍

କଟକ: ଆଇସିୟୁରେ ମ୍ୟୁଜିକ । କଟକ ଏସସିବି ବଡ଼ ମେଡିକାଲର ସମସ୍ତ ଆସିଇୟୁରେ ଉପଲବ୍ଧ ହେବ ମ୍ୟୁଜିକ ସିଷ୍ଟମ। ଏକଦମ ସ୍ଲୋ-ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିଜ ଅହରାତ୍ର ଆଇସିୟୁରେ ବାଜିବ।  ଯାହାଦ୍ୱାରା ରୋଗୀ ମଧ୍ୟ…

ଚନ୍ଦ୍ରରେ ଆରମ୍ଭ ହେଲା ଅନ୍ଧାରର ରାଜୁତି; ସବୁଦିନ ପାଇଁ ଶୋଇଲା ଚନ୍ଦ୍ରଯାନ-୩!

ନୂଆଦିଲ୍ଲୀ: ଭାରତର ମହତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ ସେପ୍ଟେମ୍ବର ପ୍ରାରମ୍ଭରୁ ଚନ୍ଦ୍ରରେ ନିଦ୍ରାହୀନ ଅବସ୍ଥାରେ ରହଥିଲା। ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସମେତ ଏହି ମିଶନକୁ ଏହାର କାର୍ଯ୍ୟ ଶେଷ କରିବା ପରେ (ସ୍ଲିପ୍‌ ମୋଡ୍‌) ନିଦ୍ରା ମୋଡରେ ରଖାଯାଇଥିଲା।…

ଜାରି ହେଲା ମାର୍ଗଦର୍ଶିକା; ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ…

ଭୁବନେଶ୍ବର: ଦୁର୍ଗା ପୂଜା ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କାରିଗରମାନେ ମା’ଙ୍କ ମୂର୍ତ୍ତି ନିର୍ମାଣ, ପୂଜା ମଣ୍ଡପ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ସେହିପରି ଦୁର୍ଗାପୂଜା ଆୟୋଜକ କମିଟି ପ୍ରସ୍ତୁତ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ଦିନରାତି ରିହରସଲ…

ଛଟେଇ କରିଥିବା ସୁରକ୍ଷାକର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଏବଂ ସମସ୍ତ ହସ୍ପିଟାଲରେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମୀ ମାନଙ୍କୁ ନିଯୁକ୍ତି ଦେଉଥିବା ବିମଳା ଇଣ୍ଟର୍ରପ୍ରାଇଜେସ୍ ଏଜେନ୍ସି ର କନ୍ଧମାଳ ଜିଲ୍ଲାର ଗରିବ ନିରୀହ ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ନାଁରେ ଚାଲିଛି ଅର୍ଥ ଆଦାୟର

ମେସ୍‌ର ବନ୍ଦ ରୁମ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଉଦଳା: ମେସ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ଏକ ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ…

ସୁନ୍ଦରଗଡ଼ //ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ…

ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ…

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ। ଏଥିରେ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଅଭିଯୁକ୍ତ ସତ ଓଗାଳିଛି। ସେ କହିଛି ଯେ ଗୁପ୍ତ ସୂଚନା ଦେବାକୁ…

ଗଣେଶ ଭସାଣି ବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ; କ୍ଷତିପୂରଣ ଦାବିରେ ରାସ୍ତାରୋକ…

କଟକ : ନାଚୁଥିବାବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ। ଆଠଗଡ଼ ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଗଣେଶ ଭସାଣି ବେଳେ ଏହି ଅଘଟଣ ଘଟିଛି। ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁର ବଜାର ନିକଟରେ ଗଣେଶଙ୍କ…