Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ
ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ ତନୟା ପଟ୍ଟନାୟକଙ୍କୁ ଦେଇଛନ୍ତି ।
ଏବେ…
ସୁନ୍ଦରଗଡ଼ରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩୦୪ ଛୁଇଁଲା…
ସୁନ୍ଦରଗଡ଼:୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ। ୩୪ ରକ୍ତ ନମୁନାରୁ ୯ ପଜିଟିଭ ଚିହ୍ନଟ। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଲା। ଏନେଇ ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁଚରଣ…
ସ୍କୁଟିକୁ ପଛ ପଟରୁ ପିଟି ଶହେ ମିଟର ଘୋଷାଡି ନେଲା କାର୍, ୨ ଜଣ ଗୁରୁତର
ଭୁବନେଶ୍ବର: ଭୟଙ୍କର ଦୁର୍ଘଟଣା । ସ୍କୁଟିକୁ ପଛ ପଟରୁ ପିଟିଲା କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ସ୍କୁଟି ଚାଳକଙ୍କୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା କାର୍ । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ…
ନବରଙ୍ଗପୁରରେ ୨୪ଘଣ୍ଟିଆ ବସ୍ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ
ନବରଙ୍ଗପୁର: ବିନା ଆଲୋଚନା ରେ ସରକାର ଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଘରୋଇ ବସ...
Source
ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର…
ସୁନ୍ଦରଗଡ଼: ବନ୍ଦ ଘରେ ମହିଳାଙ୍କ ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ସମରଦରି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ଘର ବାହାରେ କବାଟ ବନ୍ଦ ରହିଥିଲା । ଝରକା ପଟେ…
ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର…
ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି…
ସୌରୀନ ଭଟ୍ଟଙ୍କ ବିରୋଧରେ ଜାରି ହେବ NBW…
କଟକ:ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ । ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ତାଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ। ସୌରୀନ ଦୀର୍ଘ ଦିନ ହେବ ତଦନ୍ତରେ ସହଯୋଗ ନ କରିବାରୁ…
ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ..
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ…
ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ…
ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବଡଗଡ଼ ବ୍ରିଟ୍ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ପଦଯାତ୍ରାରେ ସାମିଲ…
ସମସ୍ୟା ବହୁଳ SCB: ବିଜୁଳି ପରେ ପାଣି ସମସ୍ୟା…
କଟକ: ବଡ଼ ମେଡିକାଲ ତଥା ଏସସିବିକୁ ଏମ୍ସ ପ୍ଲସ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଯେଉଁଭଳି ବିଜୁଳି ପରେ ପାଣି ସମସ୍ୟା ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ତାହା ରାଜ୍ୟ ସରକାର କେବେଳ ଘୋଷଣା କରିଦେଇ ନିଜ ପ୍ରତିଶ୍ରୁତି ପାଳନ କରିବା ପ୍ରତି ସେତେଚା…