Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନୂଆଁଖାଇ ପାଇଁ ବାହାରିଲା ଲଗ୍ନ; ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନ…
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା <ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ…
କନ୍ଧମାଳ ଚାଇଲଡ ଲାଇନବନ୍ଦ ନେଇ କର୍ମଚାରୀଙ୍କ ସାମ୍ବାଦିକ ସମ୍ମିଳନୀ…
ଫୁଲବାଣୀ : ଅଗଷ୍ଟ ୩୧ତାରିଖରେ କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ ବନ୍ଦ ହୋଇଯାଇଥିବାରୁ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପକ୍ଷରୁ ବନାନୀ କଳାସଙ୍ଗମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।କନ୍ଧମାଳ ଚାଇଲ୍ଡ ଲାଇନ ବିପଦରେ ପଡିଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷା!-->!-->!-->…
ଟିପିଏସ୍ଓଡିଏଲ୍ ଦ୍ଵାରା ଭଞ୍ଜନଗରରେ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ…
ବ୍ରହ୍ମପୁର ୦୭/୦୯: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭଞ୍ଜନଗରଠାରେ ନୂତନ ଅଭିଯୋଗ ସମାଧାନ ଫୋରମ୍ (ଜିଆରଏଫ୍) ଉଦଘାଟିତ ହୋଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଜିଆରଏଫ୍ ଉଦଘାଟନ!-->!-->!-->…
ସରକାରୀ ଜମି ହଡ଼ପ ମହଙ୍ଗା ପଡ଼ିଲା ମହାବୀର ଫେରୋ କୁ : କୁଆଁରମୁଣ୍ଡା ନାଗରିକ କମିଟିର ପକ୍ଷରୁ ରାସ୍ତା ରୋକ…
କୁଆଁରମୁଣ୍ଡା: ୭-୯ ଆଜି କୁଆଁରମୁଣ୍ଡା ନାଗରିକ କମିଟିର ଆହ୍ୱାନ ରେ ରାସ୍ତାରୋକ କରାଯାଇଛି। ନାଗରିକ କମିଟିର ଆବାହକ ତଥା ଯୁବ ନେତା ରାଜେଶ କେର୍କେଟା ଓ ବିଜେପି ର କର୍ମକର୍ତ୍ତା ସଂଜୀବ ପ୍ରତାପ ସିଂଦେଓ(ଲାଲୁ),ଶଙ୍କର ପୁଜାରିଙ୍କ ନେତୄତ ରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୁଆଁରମୁଣ୍ଡା!-->…
ଆସିକା ସହର ରେ ଅସୁରକ୍ଷିତ ଭାବେ ନିର୍ମାଣ ଚାଲିଛି ସୁରକ୍ଷା ପାଚେରୀ…!
ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ...ସରକାରୀ ନିୟମ କୁ ଫୁ
ବ୍ରହ୍ମପୁର : ୭-୯ ଆସିକା ସହର କୁ ବନ୍ୟା ଦାଉରୁ ରକ୍ଷା ପାଇଁ ନିର୍ମାଣ ଚାଲିଛି ସୁରକ୍ଷା ପାଚେରୀ। ଆସିକା ପୁଡୁଗେଶ୍ୱର ପଲ୍ଲୀ ଠାରେ ଥିବା ଋଷିକୂଲ୍ୟା ନଦୀ ର ବାମ ପାର୍ଶ୍ଵ ନଦୀ ବନ୍ଧର ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟ!-->!-->!-->…
ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ…
ବେତନଟୀ : ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବ୍ୟାଘାତ ଦେଖା ଦେଇଛି | ସୂଚନା ଅନୁଯାୟୀ ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ…
ଦାଦାର ଛୁରାମାଡରେ ପୁତୁରା ଗୁରୁତର, ଅଭିଯୁକ୍ତ ଅଟକ…
ପୁରୀ : ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ନାଲି ପଡିଆରେ ଅଭାବନୀୟ ଘଟଣା ଘଟିଛି । ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତ ପୁତୁରା ଗଞ୍ଜାମ ଜିଲ୍ଲାର ଶିବ ବେହେରା ବୋଲି ଜଣାପଡିଛି ।…
ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ବଡ ମାଛ କେବେ…??
କଟକ : ଭିଜିଲାନ୍ସ ପଞ୍ଝାରେ ଏଏସଆଇ । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ନୟାଗଡ଼ ଘର ଓ ବାଲୁଗାଁର ଭଡା ଘରେ ଭିଜିଲାନ୍ସ ରେଡ୍ କରୁଛି । ବାଲୁଗାଁ ସର୍କଲ…
ଆଜି ବି ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ…
ଭୁବନେଶ୍ୱର: ଆଜି ବି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ପାଣିପାଗର…
ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ…
ସୋର: ଅଧା ରହିଲା ଜଗା ଦର୍ଶନ । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା । ଫଳରେ ଦୁର୍ଘଟଣାରେ ୫ ଜଣ…