Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ
ଭୁବନେଶ୍ୱର:ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ।…
ପୁରୀରେ ଡକାୟତି ଯୋଜନା ପଣ୍ଡ, ୫ଜଣ ଗିରଫ…
ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ ।
ସୂଚନା ଅନୁସାରେ,…
ବିଶ୍ୱବାସୀଙ୍କୁ ମିଲେଟ ମିଶନର ସଫଳତା କହିବେ ଦୁଇ ଆଦିବାସୀ ମହିଳା
ଜି-୨୦ ସମ୍ମିଳନୀରେ ଓଡ଼ିଶାର ମିଲେଟ ମିଶନର ସଫଳତାର କଥା କହିବେ ଦୁଇ ଆଦିବାସୀ ମହିଳା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ଆଦିବାସୀ ମହିଳା ଦିଲ୍ଲୀ ଶିଖର ସମ୍ମିଳନୀରେ ମାଣ୍ଡିଆ, ବିଭିନ୍ନ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ମିଲେଟ ମିଶନର ସଫଳତାର…
ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା…
କଟକ : କଟକ କନ୍ଦରପୁର ନିକଟ ମତ୍ତଗଜପୁର ଠାରେ ଅଘଟଣ । ଡକାୟତି ପାଇଁ ଗୁଳିମାଡ ହୋଇଛି । ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ୨୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।…
ପୁରୀ କେନାଲରେ ବୁଡ଼ି ଛାତ୍ର ନିଖୋଜ
ଭୁବନେଶ୍ଵର: ପୁରୀ ମୁଖ୍ୟ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମୁଖ୍ୟ କେନାଲରେ ଜଣେ ୧୭ବର୍ଷୀୟ ନାବାଳକ ଭାସିଯାଇ ନିଖୋଜଥିବା ଜଣାପଡିଛି । ନିଖୋଜ ଥିବା ନାବାଳକଜଣଙ୍କ ହେଉଛନ୍ତି ଝାରପଡା ଅଞ୍ଚଳର ଜୟଦେବ ପ୍ରସାଦ ।ଗତକାଲି ପୁରୀ…
୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି ଆଜି (ବୁଧବାର) ଦୁର୍ବଳ ହୋଇ…
କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ…
ମାର୍ଶାଘାଇ: ରାଜନଗର ପରେ ମାର୍ଶାଘାଇରେ କୁମ୍ଭୀର ଆତଙ୍କ। ଲୁଣା ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ ଆକ୍ରମଣ କରିବାକୁ ମାଡ଼ି ଆସିଲା ୮ ଫୁଟ ଲମ୍ବର କୁମ୍ଭୀର । ସତର୍କ ଥିବାରୁ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ମାର୍ଶାଘାଇ ବ୍ଲକ…
ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଠକେଇ, ଇଓଡବ୍ଲୁ ହାତରେ ଆଉ ଏକ ଅଭିଯୁକ୍ତ
ଭୁବନେଶ୍ଵର: ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାତରେ ସମବାୟ ବ୍ୟାଙ୍କରୁ ଋଣ ଠକେଇ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ । ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଅଭିଯୋଗରେ ଏମଡି. ସରଫରାଜ ଜେଭେଦକୁ ଗିରଫ କରିଛି ଇଓଡବ୍ଲ୍ୟୁ…
ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍ଘାଟିତ…
ଭୁବନେଶ୍ୱର : ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଉଦ୍ଘାଟିତ ହେଲା ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର…
ପୁରୀରେ ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ, ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି
ପୁରୀ: ପୁରୀ ମାର୍କଣ୍ଡେଶ୍ୱର ସାହି ସ୍ଥିତ ରେବେସା ମଠର ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ମଠର ଜଣେ ବାବାଜୀ ଏହି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ଆହତ ପୂଜକ ହେଉଛନ୍ତି ଲକ୍ଷ୍ମୀଧର ଦାସ।ସେ ୩୦ ବର୍ଷ ହେବ ପରିବାର ସହ ମଠରେ ରହୁଛନ୍ତି। ଠାକୁର ପୂଜା କରି…