Browsing Category

ଓଡିଶା

ଭୁବନେଶ୍ବର ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ, ଜଣେ ଅଟକ

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ ହୋଇଛି  । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ…

ପ୍ରଶାସନ ର ନାକ ତଳେ ଚାଲିଛି ଚୋରା ସୁନା ବ୍ୟବସାୟ…!ମୁଠା ମୁଠା ଟଙ୍କା ଦେଇ ସୁନା ବ୍ୟବସାୟୀ ମାନେ ଆଇଟି ବିଭାଗର ସୁନା…

କୋଟି କୋଟି ଟଙ୍କାର GST ଠକେଇ, ପ୍ରଶାସନ ନିରବ ଦ୍ରଷ୍ଟା ବ୍ରହ୍ମପୁର: ୩-୯ ଗଞ୍ଜାମ ଜିଲ୍ଲାରେ ଦୈନିକ କୋଟି କୋଟି ଟଙ୍କାର ସୁନା ବ୍ୟବସାୟ ହେଉଛି।ଅଧିକାଂଶ କରି ବ୍ରହ୍ମପୁର, ଆସିକା, ଭଞ୍ଜନଗର, ବୁଗୁଡ଼ା, ପୁରୁଷତ୍ତମପୁର ଓ ହିଞ୍ଜିଳି ରେ ରହିଛି,ମାଳ ମାଳ ସୁନା ଦୋକାନ କେତେକ ବ୍ୟବସାୟ

ବିଏସଏଫ ଓ ମାଲକାନଗିରି ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ମାଲକାନଗିରି,:୩।୯ ମାଲକାନଗିରି ବିଏସଏଫ କ୍ୟାମ୍ପ ରେ ଆଜି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲା ପୋଲିସ ଓ ବିଏସଏଫ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ମାଓ ଦମନ, ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା କୁ ନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।

ନବ ବିବାହିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦାରେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତତନ୍ତ ଜାରୀ ଜାରି ରହିଛି । ମହିଳା ଜଣଙ୍କ ନ’ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ସୂଚନା…

ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବଢିବ ବର୍ଷା, ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱର : ଆଗାମୀ ୨ଦିନ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ୭ତାରିଖରେ ଯାଏ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର-ପୂର୍ବ ବଙ୍ଗୋପସାରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆଭ୍ୟନ୍ତରୀଣ ଓଡ଼ିଶା ଉପର…

ପ୍ରିୟବ୍ରତ ମାଝୀଙ୍କୁ ବିଜେଡିର ନୂଆ ମିଡ଼ିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ନୂଆ ମିଡ଼ିଆ ସଂଯୋଜକଙ୍କ ନାମ। ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନିକଟରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ତେବେ ଆଜି ବିଜେଡି ସୁପ୍ରିମୋ ନବୀନ…

ଗୋରୁ ବୋଝେଇ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଜଳେଶ୍ୱର : ଥମୁନି ବେଆଇନ ଗୋଚାଲାଣ  । ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଜଳେଶ୍ବର କମର୍ଦ୍ଦା-ବାଲିଆପାଳ ମୁଖ୍ୟ ରାସ୍ତାର ତାରିଣୀ ଛକ ନିକଟରେ  । ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ୍ ଭ୍ୟାନରେ ୯୦ରୁ…

ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର…

ଭୁବନେଶ୍ବର/ବ୍ରହ୍ମପୁର/ଦିଗପହଣ୍ଡି: ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର(୭୪) ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଗଂଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ମଶାଣୀରେ ରବିବାର ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ରାଷ୍ଟ୍ରୀୟ…

ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଗଲା ଜୀବନ…

ବାଙ୍କୀ: ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ। ଅଧାରେ ରହିଗଲା ଭୋଜି ଖିଆ। ମହାନଦୀର ଦେବୀଦ୍ବାର ଘାଟରେ ଘଟିଛି ଏହି ଦୁଃଖଦ ଘଟଣା। ନଦୀରେ ବୁଡି ଯାଉଥିବା ବଡ ଭାଇକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ସାନ ଭାଇ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆକାଶ ରାଉତରାୟ ।…

୪ ବର୍ଷୀୟ ଝିଅକୁ ନେଇଗଲା କଲରାପତ୍ରିଆ; କ୍ଷତବିକ୍ଷତ ଶବ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଉଧମପୁର: ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଜଣେ ୪ ବର୍ଷୀୟ ବାଳିକାକୁ ଗୋଟାଏ କଲରାପତ୍ରିଆ ନେଇଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ପଞ୍ଚେରୀ ତହସିଲ୍‌ ଅନ୍ତର୍ଗତ ଉପର ଭଞ୍ଜାଲା ଗ୍ରାମଠାରୁ ପ୍ରାୟ ୨ କିଲୋମିଟର୍‌ ଦୂରରେ…