Browsing Category

ଓଡିଶା

ଭୁବନେଶ୍ବରରେ ଭୟଙ୍କର ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା, ଜନଜୀବନ ପୁରା ଅସ୍ତବ୍ୟସ୍ତ

ଭୁବନେଶ୍ୱର : ପ୍ରଚଣ୍ଡ ଘଡ଼ଘଡ଼ିରେ ଥରିଲା ରାଜଧାନୀ । ଭୁବନେଶ୍ବରରେ ଭୟଙ୍କର ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା । ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ଲାଗି ରହିଛି । ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଥିଲା । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇଯାଇଥିଲା।  ସେପଟେ ଆସୁଛି

ବିଶୃଙ୍ଖଳିତ ଆଚରଣ ପାଇଁ ୬ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା ଇଷ୍ଟ ହଷ୍ଟେଲ ଆଗରେ ବିକ୍ଷୋଭ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି  । ଯାହାକୁ ବିରୋଧ କରି ଇଷ୍ଟ ହଷ୍ଟେଲ ଗେଟ ଆଗରେ ଅନ୍ତେବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି  ।  କ୍ୟାମ୍ପସରେ ବିଶୃଙ୍ଖଳା ପାଇଁ ବିଶ୍ୱବିଦ୍ୟାଳୟ

OSSC ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ : ହାଇକୋର୍ଟ

କଟକ: OSSC ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଓଡିଶା ଷ୍ଟାଫ ସିଲେକ୍ସନ କମିସନ ଦ୍ୱାରା ପରିଚାଳିତ ଜୁନିଅର ଇଂଜିନିୟର (ସିଭିଲ)ନିଯୁକ୍ତି ସ୍କାମ ସମ୍ପର୍କୀତ ମାମଲାର ଶୁଣାଣି କରି କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ

ଆମ୍ବୁଲାନ୍ସ-ଭ୍ୟାନ୍ ଧକ୍କା: ୪ ଗୁରୁତର, ବାଲେଶ୍ବର ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଏନଏଚ୍ ୧୬ ରୁପସା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଆମ୍ବୁଲାନ୍ସ ପିକଅପ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଛି । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ

ରାଜଧାନୀରେ ସୁନା ଦୋକାନ ସଟର ତାଡ଼ି ଲୁଟି ନେଲେ ଅଳଙ୍କାର

ଭୁବନେଶ୍ୱର: ରାଜଧାନୀରେ ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା। ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀ ଦୋକାନରୁ ଲୁଟ ହୋଇଛି। ସଟର ତାଡ଼ି ସୁନା ଦୋକାନରୁ ଲୁଟପାଟ କରିଛନ୍ତି ଲୁଟେରା। ତେବେ କେତେ ପରିମାଣରରେ ସୁନା ଅଳଙ୍କାର ଲୁଟ ହୋଇଛି ସେ ନେଇ କିଛି ସ୍ପଷ୍ଟ

ରାଉରକେଲାରେ ଜୁଆ ଆଡ୍ଡାରେ ଚଢ଼ାଉ, ନଗଦ ଟଙ୍କା ସହ ଆଠ ଜଣ ଗିରଫ

ରାଉରକେଲା: ରାଉରକେଲାରେ ଏକ ବଡ଼ ଜୁଆ ଆଡ୍ଡା ଠାବ। ଆଠ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଟଙ୍କା ଜବତ କରିଛି ପୋଲିସ। ଇସ୍ପାତ ସହରର ଏକ ଜୁଆ ଆଡ୍ଡାରେ ଚାଲିଥିବା ବେଆଇନ କାମ ସମ୍ପର୍କରେ ସୂଚନା ପାଇ ରଘୁନାଥପଲ୍ଲୀ ଥାନା ଅଧିନରେ ଥିବା ଏହି ସ୍ଥାନରେ ପୁଲିସ ଚଢ଼ଉ କରିଥିଲା ବୋଲି

ନୟାଗଡ଼ର ‘କଣ୍ଟେଇମୁଣ୍ଡି’ ବାଇଗଣକୁ ଜିଆଇ ଟ୍ୟାଗ୍‌

ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ବା ଜିଆଇ ଟ୍ୟାଗ ପ୍ରଦାନ କରିଛି । ନୀଳମାଧବ କୃଷି ସଙ୍ଗଠନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସହାୟତାରେ ୨୦୨୧ରେ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ନୟାଗଡ଼ କଣ୍ଟେଇମୁଣ୍ଡି

ଶବ ସତ୍କାର କରିବାକୁ ଯାଇ ନିଜେ ପାଲଟି ଗଲେ ଶବ

ଉମେରକୋଟ // ଝରୀଗାଁ : ଆସିଲା ଅକାଳ ମୃତ୍ୟୁ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଆଉ ଜଣେ ଜୀବିତ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଯାଇଥିବା ସମୟରେ ସେଠାରେ ନିଜେ ଶବ

ପଦାରେ ପଡିଲା ବିଜେଡିର ଗୋଷ୍ଠି କନ୍ଦଳ: ମହେଶ୍ୱର ଓ ଶୁଭାଶିଷ ଗୋଷ୍ଠି ମୁହାଁମୁହିଁ

ପୁରୀ : ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ବିଜୁ ଜନତା ଦଳର ଦୁଇ ଗୋଷ୍ଟିର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ମିଳୁଥିବା ସୂଚନା ଅନୁଯାୟୀ, ପୁରୀ ପୈାରସଂସ୍ଥା ଅନ୍ତର୍ଗତ ୨୧ ନମ୍ବର ୱାର୍ଡର କିଛି ବିଜେଡି କର୍ମୀ ଓ ସମର୍ଥକଙ୍କୁ ନେଇ

ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫି’ ଦେବେ ସରକାର

ଭୁବନେଶ୍ୱର: SC\ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢିପାରିବେ SC\ST ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ସମସ୍ତ ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ମେଧାବୀ