Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ତିନି ଦିନ ପାଇଁ ସଟଡାଉନ ହେବ ଦିଲ୍ଲୀ…
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମରେଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀ ସମୟରେ ଯାତ୍ରା ପାଇଁ ମେଟ୍ରୋ ବ୍ୟବହାର…
ଓଡ଼ିଶାରେ ସଡ଼କ ଦୁର୍ଘଟଣା ୭.୫୬ % ଥିବାବେଳେ ମୃତ୍ୟୁ ହାର ୬.୨୪%କୁ ହ୍ରାସ
ରାଜ୍ୟରେ ସଡକ ଦୁର୍ଘଟଣା ମୃତ୍ୟୁ ହାର ହ୍ରାସ ପାଇଛି। ୨୦୨୨ର ଦ୍ୱିତୀୟ ତିନି ମାସ ତୁଳନାରେ ୨୦୨୩ ଦ୍ୱିତୀୟାର୍ଦ୍ଧରେ ସଡକ ଦୁର୍ଘଟଣା ମୃତ୍ୟୁ କମିଛି। ୨୦୨୨ ଦ୍ୱିତୀୟ ତିନି ମାସରେ ସଡକ ଦୁର୍ଘଟଣା ୭.୫୬ ପ୍ରତିଶତ କମ ହୋଇଥିବା ବେଳେ ଏହା ୨୦୨୩ର ଏହି ସମୟରେ ଏହା…
୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ
ଯାଜପୁର: ଦିନକୁ ଦିନ ବଢିଚାଲିଛି ଗଞ୍ଜେଇ କାରବାର। ଯାଜପୁରରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବା ବୋଲି କୁହାଯାଉଛି।…
ପାଣ୍ଡିଆନ ପ୍ରୋଜେକ୍ଟ ପାଇଁ ତାମିଲ ମହିଳା କରୁଛନ୍ତି ଜମି ହଡପ : ସାଂସଦ ଅପରାଜିତା ଷଡଙ୍ଗୀ…
ଭୁବନେଶ୍ୱର: ସରକାରୀ ଅନାବାଦୀ ଜମି ଜବରଦଖଲ କରିନେଲେ । ଏଥିସହିତ ଛୋଟ ଜଙ୍ଗଲ ଜମି, ଗରିବ, ଅସହାୟଙ୍କ ଜମିକୁ ବି ଜବରଦଖଲ କରିନେଲେ । ଏହି ଜମିକୁ ନିଜ କବ୍ଜାକୁ ନେଇ ତାରବାଡ ଘେରାଇ ଦେଲେ । ଖାଲି ସେତିକି ନୁହେଁ, ତାରବାଡ ଘେରାଇ ରାସ୍ତା ଅବରୋଧ କରିଦେଲେ । ଫଳରେ ଘରୋଇ ଜମି…
ଟୁଇଟରେ ବିଜେଡିକୁ ଜବାବ ମାଗିଲା ବିଜେପି
ଭୁବନେଶ୍ୱର:ଟୁଇଟରେ ଟାର୍ଗେଟ । ବିଜେଡିକୁ ଜବାବ ମାଗିଲା ବିଜେପି । ବିଜେପି ଓଡ଼ିଶା ମୁଖପାତ୍ର ତେଜେଶ୍ୱର ପରିଡା ବିଜେଡି ସାଂସଦଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦ ସସ୍ମିତ ପାତ୍ର ଗତକାଲି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ଆକ୍ଷେପ କରିଥିଲେ । ଏହାକୁ ଟାଗ କରି …
ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା…
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖା ଯାଇଛି। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବଦ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି…
ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
ଯାଜପୁର: ପ୍ରକଳ୍ପ କାମ କରୁଥିବାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । କାମ କରୁଥିବାବେଳେ ବିଦ୍ୟୁତ ଆଘାତ ଯୋଗୁ ଉଭଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା ଅଞ୍ଚଳରେ ।
ପଶ୍ଚିମବଙ୍ଗ ରାଜ୍ୟ ମାଲଦାରୁ କିଛି ଶ୍ରମିକ ଆସି ଏଠାରେ ରହି ପ୍ରକଳ୍ପ…
ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ…
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି । ଜଣେ…
ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ, ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି…
ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ ସେ ବିଧାୟକ ପଦବୀରେ ଅଛନ୍ତି । ତେଣୁ ସେ ସରକାରୀ…
ଗୋପାଳପୁର ବିଜେଡି ଦୁଇ ଫାଳ : ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅଣ୍ଡା ମାଡ଼, ବର୍ତିଲେନି ସାମ୍ବାଦିକ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଖୋଲା ଚ୍ୟାଲେଞ୍ଜ କୁ ଭୟ କରି ଶେଷରେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିବାରେ ସଫଳ ହେଲେ ବିରୋଧୀ। ବର୍ତ୍ତମାନ ଶାସକ ଦଳ ଏବେ ଗଞ୍ଜାମ ଜିଲ୍ଲାରେ ଦୁଇ ଭାଗରେ ବିଭକ୍ତ ହୋଇଥିବାର ଉଦାହରଣ ଆଜିର ଅଣ୍ଡା ମାଡ଼ ବୋଲି!-->!-->!-->…