Browsing Category

ଓଡିଶା

ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ

ଭୁବନେଶ୍ୱର: ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏଣିକି ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର

ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍: ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ

‘ଝିଅକୁ କେମିତି ମାରିଛି, ହତ୍ୟାକାରୀ ଫୋନ କରି ବଖାଣିବା ପରେ ମୁଁ ଅଚେତ ହୋଇପଡ଼ିଥିଲି’: ବାପା

ନୂଆଦିଲ୍ଲୀ: ଲିଭ୍-ଇନ୍ ସଂଗିନୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ବି‌ରୋଧରେ ୩୦୦୦ ପୃଷ୍ଠାର ଚାର୍ଜସିଟ ଲେଖିଥିଲା।ଶ୍ରଦ୍ଧାଙ୍କ ବାପା ବିକାଶ ସଦନ ୱାକର ଅଦାଲତରେ ସାକ୍ଷୀ ଦେବାକୁ ଆସିଥିବା ବେଳେ କହିଛନ୍ତି, ‘ଗତବର୍ଷ ମେ ୧୮ ତାରିଖରେ

ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥାର ସଂପୂର୍ଣ୍ଣ ବିପର୍ଯ୍ୟୟ ହୋଇଯାଇଛି: ଡିଜିପିଙ୍କୁ ସମନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ତଦନ୍ତର ଅସ୍ଥିରତାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛନ୍ତି। ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତଦନ୍ତରେ ଅଗ୍ରଗତି ହୋଇ

ସେକେଣ୍ଡ ରେଙ୍କରେ ଓଏଏସ ପାଇଲେ ସୁଚିସ୍ମିତା ପାଣିଗ୍ରାହୀ

ଫୁଲବାଣୀ-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ଆଖଣ୍ଡଳମଣି ସାହିର ପ୍ରଫୁଲ୍ଲ ପାଣିଗ୍ରାହୀ ଓ ମା ସୁପ୍ରଭା ପାତ୍ରଙ୍କ ଝିଅ ସୁଚିସ୍ମିତା ପାଣିଗ୍ରାହୀ ଓ ଏସ ରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି l ଏହି ପରୀକ୍ଷା

ଆକାଶ କୁମାର ଦିଗାଲ ୩୧୯ ନଂରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ ଖେଳି

ଅଗଷ୍ଟ ୩ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ୍ ଅବଧି

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ

ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା, ଷ୍ଟାଫ ସିଲେକ୍ସନ କମିସନ ଅଧ୍ୟକ୍ଷଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓଏସ୍ଏସସି) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ସୋମବାର ଶତାଧିକ ଚାକିରି ଆଶାୟୀ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଶୋଭାଯାତ୍ରା କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ନେଇ ହୋଇଥିବା

ବାଲେଶ୍ୱରରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ଫିଙ୍ଗି ନାବାଳକ ଗିରଫ

ବାଲେଶ୍ୱର: ପଥର ଫିଙ୍ଗି ବନ୍ଧା ହେଲେ ନାବାଳକ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍ ଜଣେ ନାବାଳଙ୍କୁ ଗିରଫ କରିଛି । ପଥର ଫିଙ୍ଗିବା ପରେ ଆଉ ୨ ଜଣ ଯୁବକ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱରର ହରିପୁର ଲେବଲ୍

ଏଏସଓ ନିଯୁକ୍ତି ପରୀକ୍ଷା: ରିଭ୍ୟୁ ପିଟିସନ ଖାରଜ, ପୂର୍ବ ରାୟ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କିତ ରିଭ୍ୟୁ ଓ ରିଟ୍ ପିଟିସନ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ନୂଆ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ପୂର୍ବରୁ