Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଗଷ୍ଟ ୧୬ରୁ ଗଡ଼ିବନି ବସ୍
କଟକ: ଅଗଷ୍ଟ ୧୬ ତାରିଖ ସକାଳୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବ। ଜିଲ୍ଲା-ଜିଲ୍ଲା ଭିତରେ ଚାଲୁଥିବା ମୋ’ ବସ୍ ଏବଂ ଗାଁରୁ ରାଜଧାନୀ ଯାଏ ଚାଲିବାକୁ ଯାଉଥିବା ‘ଲାକମି’ ଯୋଜନାରେ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏଭଳି ସରକାରୀ!-->…
ମରଣ ମୁହଁରୁ ବର୍ତ୍ତିଗଲେ ଯାତ୍ରୀ: ବଞ୍ଚେଇଦେଲେ RPF କର୍ମଚାରୀ
ଖୋର୍ଦ୍ଧା: ସାହାସିକତା ଦେଖାଇଲେ ଆରପିଏଫ ଷ୍ଟାଫ୍। ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ ଫେରାଇ ଆଣିଲେ। ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ।
ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ୪ ନଂମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ!-->!-->!-->…
କୂଳ ଖାଉଛି ମଙ୍ଗଳା ନଈ, ବଦଳୁଛି ଗତିପଥ
ପୁରୀ: ପୁଣି ଅସ୍ବାଭାବିକ ରୂପ ନେଉଛି ମଙ୍ଗଳା ମୁହାଣ। ଗତିପଥ ବଦଳାଇଲାଣି। ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ। ନା ଏହାର ପ୍ରତିକାର ବ୍ୟବସ୍ଥା କରାଯାଉଛି, ନା ମୁହାଣରୁ ବାଲି ହଟାଯାଉଛି। ଫଳରେ ମଙ୍ଗଳା ନଈର ଜଳ ସମୁଦ୍ର ଜଳରାଶି ସହ ମିଶି କୂଳ ଲଂଘିବା!-->…
ଭ୍ୟାନ୍ ଓଲଟି ୧୨ କାଉଡ଼ିଆ ଆହତ, ଜଣେ ଗୁରୁତର
ଆନନ୍ଦପୁର: ପୁଣି ଦୁର୍ଘଟଣାର ଶିକାର ହେଲା କାଉଡ଼ିଆଙ୍କ ଗାଡି଼। ଘଷିପୁରା ଥାନା ଗୋହିରା ନିକଟରେ ଓଲଟିଲା କାଉଡ଼ିଆଙ୍କ ଭ୍ୟାନ୍। ଘଟଣାରେ ୧୨ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି। ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ!-->…
ରାଜ୍ୟର ବିଭିନ୍ନ କାରାଗାରରେ କଏଦୀ ପଢୁଛନ୍ତି ପାଠ, ଅଢ଼େଇ ବର୍ଷରେ ନାମ ଲେଖାଇଲେଣି ୨୪୫
ଭୁବନେଶ୍ବର: ରାଜ୍ୟର ବିଭିନ୍ନ କାରାଗାରରେ ବନ୍ଦ ଥିବା କଏଦୀଙ୍କୁ ପାଠ ପଢିବାକୁ ପ୍ରୋତ୍ସାହିତ କରାଯାଉଛି। ସେମାନଙ୍କୁ ମାଗଣାରେ ନାମଲେଖା ସହ ସମସ୍ତ ପ୍ରକାରର ପାଠ୍ୟ ଉପକରଣ ପ୍ରଦାନ କରାଯାଉଛି। ଦିନକୁ ଦିନ ପାଠପଢା ପ୍ରତି ସେମାନଙ୍କ ଆଗ୍ରହ ବଢିବାରେ ଲାଗିଛି। ବିଗତ ଅଢେଇ ବର୍ଷ ମଧ୍ୟରେ!-->…
ଲଘୁଚାପ ପ୍ରଭାବରେ ଅଗଷ୍ଟ ୨ ପର୍ଯ୍ୟନ୍ତ ବର୍ଷା
ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି!-->…
ଉନ୍ନତ ଗବେଷଣା ଲକ୍ଷ୍ୟ – ୫ ବର୍ଷରେ ଖର୍ଚ୍ଚ ହେବ ୨୧୬ କୋଟି
ଭୁବନେଶ୍ବର: ରାଜ୍ୟରେ ଗବେଷଣା ପରିଦୃଶ୍ୟକୁ ମଜଭୁତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ଚିଫ୍ ମିନିଷ୍ଟର ରିସର୍ଚ୍ଚ ଇନୋଭେସନ୍ ଫେଲୋସିପ୍ ପ୍ରୋଗ୍ରାମ (ସିଏମ୍ଆରଆଇଏଫ୍ପି)। ବିଶ୍ବବିଦ୍ୟାଳୟରେ ଗବେଷଣାକୁ ଆହୁରି ଉନ୍ନତଧରଣର!-->…
ହୀରାକୁଦ ରେଳ ଷ୍ଟେସନର ହେବ ପୁନଃ ବିକାଶ
ସମ୍ବଲପୁର: ଭାରତୀୟ ରେଳବାଇ ଅର୍ନ୍ତଗତ ପୁର୍ବତଟ ରେଳବାଇର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ଗସ୍ତରେ ଆସି ମଣ୍ଡଳ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଶୀ ଶର୍ମା ସରଲା ଷ୍ଟେସନରେ ମାଲବାହୀ ରେଳ ୱାଗନ ଗୁଡିକର ରୁଟିନ ଓଭର ହାଉଲିଂ ସୁବିଧା ସହିତ ମାଲବାହୀ ରେଳଗାଡି!-->…
ଓଡ଼ିଶା ଆସିବ ଗ୍ଲୋବାଲ କମ୍ପାନୀ ସିନପସିସ୍, ୩୦୦ ଚିପ୍ ଡିଜାଇନ ଇଞ୍ଜିନିୟରଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଡିଜାଇନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଆସୁଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଆଉ ଏକ ସଫଳତା ଯୋଡି ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ(ଇଡିଏ) କ୍ଷେତ୍ରରେ ଗ୍ଲୋବାଲ ଲିଡର ସିନପସିସ୍ ଭୁବନେଶ୍ୱରରେ ଏହାର ଡିଜାଇନ!-->…
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍
ଭୁବନେଶ୍ୱର :କିଛିଦିନର ନିରବତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ରତ୍ନଭଣ୍ଡାରର ନକଲି ଚାବି ହଜିବାର ତଦନ୍ତ ପାଇଁ ଟିମ୍ ଗଠନ କରିଥିବା ରାଜ୍ୟ ସରକାର ଅସଲି ଚାବି ଖୋଜିବା ଦିଗରେ କ’ଣ!-->…