Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ଜାମୁଘାଟ ପୋଲ, ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ
ଉଦଳା: ଲଗାଣ ବର୍ଷାରେ ଧୋଇଲା ଅସ୍ଥାୟୀ ପୋଲ । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ଜାମୁଘାଟ ପୋଲ ଧୋଇଯାଇଛି । ତେଣୁ ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବିଳମ୍ବିତ ରାତିରେ ପୋଲଟି ଭାସିଯାଇଛି । ଶିମିଳିପାଳ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଦେଓ ନଦୀର!-->!-->!-->…
ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ରତ୍ନଭଣ୍ଡାର ପ୍ରସଙ୍ଗରେ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି । ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି । ରତ୍ନଭଣ୍ଡାରୁ ଖୋଲିବାକୁ ସରକାରଙ୍କୁ କମିଟି ନିବେଦନ କରୁ କହିଲେ!-->…
ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ସକ୍ରିୟ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ୨ ଟି ସ୍ଥାନରେ ଅତିପ୍ରବଳ, ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତଥ୍ୟ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ!-->…
ନୟାଗଡ ଦଶପଲ୍ଲା ଟାକରା ଛକରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲେ ଗ୍ରାମବାସୀ
ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଟାକରା ଛକରେ ବୋମାମାଡ଼ । ଗୋପାଳପୁର ଗାଁର ଶ୍ରୀନିବାସ ବେହେରା ଏହି ବୋମାମାଡ଼ କରିଥିବା ଜଣାପଡିଛି । କାବୁ ଟାକରା ଛକରେ ଥିବା ଶକ୍ତିକାନ୍ତ ଷଡଙ୍ଗୀଙ୍କ ଚା ଦୋକାନ ଓ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘର ଆଗରେ ବୋମାମାଡ କରିଛି ଶ୍ରୀନିବାସ । ତେବେ!-->…
ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା
ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ପରାମର୍ଶ । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ଆହ୍ଵାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଭବିଷ୍ୟତ ପିଢ଼ି!-->…
ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲା ଏସଆରସି
ଭୁବନେଶ୍ୱର: ରାଜ୍ୟରେ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନ ବା ଏସଆରସି ସୂଚନା ଜାରି କରିଛନ୍ତି । ଏସଆରସିଙ୍କ ସୂଚନା ମୁତାବକ ଆସନ୍ତ ୨୬ କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଲଘୁଚାପ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି କ୍ରମରେ!-->…
ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ
ପୁରୀ: ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର ଚାରିଦିନ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ ହୋଇଛି । ମିଳିଥିବା ସୂଚନା ମୁତାବକ ୨୦୧୮ ପରିଚାଳନା କମିଟି!-->…
ଆଉ ଜଣେ ନକଲି ଡାକ୍ତରକୁ ଖୋଜୁଛି ପୋଲିସ
କଟକ: ନିକଟରେ ନକଲି ଡାକ୍ତରଙ୍କ ଖୁଲାସା ପରେ କଟକରେ ଦ୍ୱିତୀୟ ନକଲି ଡାକ୍ତରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ଡାକ୍ତର ଜଣକ ଫେରାର ଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରିନାହିଁ। ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ଡାକ୍ତର ବିଭିନ୍ନ ସ୍ଥାନରେ!-->…
ଶିକ୍ଷୟତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିଯୁକ୍ତ ମହିଳା ଗିରଫ
ବସ୍ତା: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସଗଡାଶୁଳା ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଜଣେ ମହିଳା ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ମାଡ଼ ମାରିବା ଅଭିଯୋଗରେ ହରପ୍ରିୟା ମହାନ୍ତି ନାମକ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ଏହି ହିଂସାତ୍ମକ ଘଟଣା ସେତେବେଳେ ସାମ୍ନାକୁ!-->…
ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ
ସମ୍ବଲପୁର : ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ବନ୍ଦ କରାଯାଇଛି। ଶାନ୍ତି କମିଟି ବୈଠକରେ ହୋଇଛି ଏହି ନିଷ୍ପତ୍ତି। ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି। ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଓ ମହରମ ଅବସରରେ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଥାଏ।!-->…