Browsing Category

ଓଡିଶା

ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ, ସତର୍କତା ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସାବଧାନ! ସାଇବର ଠକଙ୍କ ନୂଆ ତରିକା। ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଏନେଇ ଓଡିଶା ପୋଲିସର ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସାବଧାନ ହେବାକୁ ଟ୍ବିଟର ଜରିଆରେ ଓଡ଼ିଶା ପୋଲିସ ସତର୍କ କରାଇଛି। ଓଡ଼ିଶା ପୋଲିସ କହିବା ଅନୁଯାୟୀ, ଯଦି କୌଣସି କୋରିଅର

ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ

ଏନଏସି ମନ୍ୟତା ଦାବିରେ ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ

ସୁବର୍ଣ୍ଣପୁର: ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଆଜି ସକାଳୁ ସକାଳୁ ଆମ୍ ଆଦମୀ ପାର୍ଟିର

ଆସ୍କା ରେ ବାଲି ମାଫିଆଙ୍କ ରାଜ୍– ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କୁ ତହସିଲଦାର ଙ୍କ ବେଖାତିର…!

ସରକାରୀ ରାଜସ୍ବ ବାବୁ ମାନଙ୍କ ପକେଟ ରେ...!! ବ୍ରହ୍ମପୁର:୧୯-୭ ଆସ୍କା ସହର ର ଉଭୟ ପାର୍ଶ୍ୱରେ ଋଷିକୁଲ୍ୟା ଓ ବଡ ନଦୀ ପ୍ରବାହିତ ହେଉଛି।ଏହି ଉଭୟ ନଦୀର ବାଲି ଗଞ୍ଜାମ ଜିଲ୍ଲା ସମେତ ବାହାର ରାଜ୍ୟ ରେ ଚାହିଦା ରହିଛି। ବାଲି ଘାଟ ରେ ଲକ୍ଷ ଲକ୍ଷ ଟଙ୍କା ଲାଭ ହେଉଥିବା ଯୋଗୁଁ ଏହାର ସୁଯୋଗ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଏହି ସୁବିଧା ରାଜ୍ୟର ୮୭୧୭ଜଣ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଳିବ

ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ଶିଶୁ ସମେତ ୧୪ ଗୁରୁତର

ଯାଜପୁର : ଓଲଟିଲା ଯାତ୍ରୀବାହୀ ବସ୍‌। ଜଣେ ଶିଶୁ ସମେତ ୧୪ ଗୁରୁତର। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା

୨୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା । ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତରପଶ୍ଚିମ ବଙ୍ଗୋପାସଗର ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ମାଲକାନଗିରି,

ବିଜେଡି ସରକାରରେ ଓଡିଶାର ସାମାଜିକ ଓ ଅର୍ଥନୈତିକ କରୁଣ ସ୍ଥିତି ଜାରୀ ରହିବା ଅତ୍ୟନ୍ତ ଲଜ୍ଜାଜନକ : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର : ପ୍ରଚାର, ପ୍ରସାର, ଷ୍ଟିକର୍ ଓ ଫଳକ ଜରିଆରେ ‘ଯୋଜନା’ର ସଫଳତା ହୁଏ ନାହିଁ । ଏଥି ପାଇଁ ଲୋକମାନଙ୍କ ପାଖକୁ ଯାଇ ଯୋଜନାର ସୁଫଳକୁ ପହଂଚାଇବାର ଆବଶ୍ୟକତା ରହିଛି । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତା ପରେ ମଧ୍ୟ ଗୋଟିଏ ହେଲେ ନିଜସ୍ୱ ଯୋଜନାର ଆରମ୍ଭ କରିବାରେ ବିଫଳ

ନଦୀରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ମାଛ

ପାରାଦୀପ: ନଦୀରେ ଭାସୁଛି କୁଢ କୁଢ ମାଛ । ରୋହି, ଭାକୁର,ବାଳିଆ… । କୁଇଣ୍ଟାଲ କୁଇଣ୍ଟାଲ ମାଛ ଭାସୁଛି । ହେଲେ କେହି ନେଉ ନାହାନ୍ତି । ଏମିତି ବଡ ବଡ ମାଛ ପାରାଦୀପ-ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ଭାସୁଛି । ନଦୀରେ ଯେମିତି ମାଛ ମଡକ ପଡିଛି । ଦୁଇ ଦିନ ହେଲା ଏହି ନଦୀରେ ପଡିଛି

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ

ବାଲେଶ୍ୱର: କେତେ ସୁରକ୍ଷିତ ଭାରତୀୟ ରେଳ ? ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ ନୀଳଗିରି ଷ୍ଟେସନ ଛାଡ଼ି ବାଲେଶ୍ୱର ଅଭିମୁଖେ ଯାଉଥିଲା ।