Browsing Category

ଓଡିଶା

ଦୁର୍ଘଟଣା ପୀଡିତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ଗଞ୍ଜାମ ଏସପି

ଗଞ୍ଜାମ: ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମୀନା। ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଉଦ୍ଧାର କରି ନିଜ ଗାଡିରେ ନେଇ ଡାକ୍ତରଖାନାରେ କଲେ ଭର୍ତ୍ତି। ସରକାରୀ କାର୍ଯ୍ୟରେ ଭଞ୍ଜାନଗରରୁ ଆସିକା ଯାଉଥିବାବେଳେ ରାସ୍ତାରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ଏସପି

ଆକାଉଣ୍ଟ ଅଫିସରଙ୍କ ସଂପତ୍ତି ୮ କୋଟି

ଭୁବନେଶ୍ୱର: ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟଓ ଅଫିସରଙ୍କ କୁବେର ସଂପତ୍ତି । ପୂର୍ବତନ ଆକାଉଣ୍ଟଓ ଅଫିସର ରାଜେନ୍ଦ୍ର ଦାସଙ୍କ ୮ କୋଟିର ସଂପତ୍ତି । ମୋଟ ୮ କୋଟି ୪ ଲକ୍ଷର ସଂପତ୍ତି ଠାବ କଲା ଭିଜିଲାନ୍ତ୍ର ଟିମ । ରାଜେନ୍ଦ୍ରଙ୍କ ୮ଟି କୋଠା, ୩ଟି ପ୍ଲଟ, ୧.୭କୋଟିର ବ୍ୟାଙ୍କ ଜମା ଠାବ

ଶିଶୁ ପୁତ୍ର ସହ କୂଅକୁ ଡେଇଁପଡ଼ିଲା ମା’

କଟକ: ଅସହ୍ୟ ହେଲା ପାରିବାରିକ କଳହ । ଏପଟେ ଜୀବନ ବୋଝ ସେପଟେ ସନ୍ତାନର ମୋହ । ତା ଭିତରେ ପେଶି ହୋଇ ନେଲେ ଚରମ ନିଷ୍ପତ୍ତି । ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡିଲା ମା’ । ହେଲେ ଭାଗ୍ୟର ବିଡମ୍ବନା ! ସେ ଦୁଃଖଠାରୁ ଏ ଦୁଃଖ ଆହୁରି ବଳି ପଡିଲା । ଏମିତି ଦୁଃଖଦଘଟଣା ଘଟିଛି କଟକ

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍, ଯାତାୟାତ ବଧାପ୍ରାପ୍ତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ନିକଟ NH-୧୬ରେ ଥିବା ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି

ଭୁଲ ଇଞ୍ଜେକସନ ନେଲା ଛୋଟ ଛୁଆର ଜୀବନ

ଯାଜପୁର: ମଙ୍ଗଳବାର ଜଣେ ଛଅ ବର୍ଷର ଶିଶୁକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ଯାଜପୁର ଜିଲ୍ଲା ଦଶରଥପୁର ଥାନା ମନ୍ଦାରଖଣ୍ଡା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ପୁଅ  ଓମ୍ ମଲ୍ଲିକ ପ୍ରାଣ ହରାଇଥିବା ତାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଓମ୍ ମଲିକ

ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ମୃତଦେହ ଠାବ, ଦୁ‌ଷ୍କର୍ମ ପରେ ହତ୍ୟା ସନ୍ଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ମୁଷଳ ନଦୀ କୂଳରେ ଅଚିହ୍ନା ଯୁବତୀଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବତୀଙ୍କୁ ଦୁ‌ଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୁଲିସ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରାତିରେ ଚଡ଼ି, ଗଞ୍ଜି ପିନ୍ଧି ଚୋରି କରୁଥିଲେ; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଏହି

ବିଜେପି-ବିଜେଡି ଗୋଟେ: ନରସିଂହ

ଭୁବନେଶ୍ୱର: ବିଜେଡି-ବିଜେପିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ କଟାକ୍ଷ । ବିଜେଡି ସମଦୂରତା କଥା କହୁଛି,କାର୍ଯ୍ୟରେ ବିଜେପି ସହ ଅଛି । ବିଜେପି ଓଡିଶାରେ ୫ଟି ସଚିବଙ୍କ ବିରୋଧରେ କହୁଛି । କେନ୍ଦ୍ରରେ ବିଜେପି ସରକାର ଚାହିଁଲେ କେନ୍ଦ୍ରକୁ ଡାକି ନେଇପାରିବେ । ତାହା ନକରି

ଧନୀ ହେଉଛି ଓଡ଼ିଶା; ତଥାପି ମାଲକାନଗିିରିରେ ଦାରିଦ୍ର୍ୟ ହାର ୪୫%

ଭୁବନେଶ୍ୱର : ଧନୀ ହେଉଛି ଓଡ଼ିଶା । ରାଜ୍ୟରେ ଗରିବୀ ହାର କମୁଛି । ୫ବର୍ଷ ଭିତରେ ଆସିଛି ବଡ ପରିବର୍ତ୍ତନ । ୫ବର୍ଷର୍ରେ ଓଡ଼ିଶାରେ ୬୨.୬୨ ଲକ୍ଷ ହୋଇଛନ୍ତି ଦାରିଦ୍ର‌୍ୟମୁକ୍ତ । ଏମିତି ରିପୋର୍ଟ ଦେଇଛି ନୀତି ଆୟୋଗ । ସେତିକୁ ନୁହେଁ, ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟମୁକ୍ତ ହୋଇ

ଗ୍ୟାଙ୍ଗଷ୍ଟାରକୁ ଅପହରଣ ପରେ ହତ୍ୟା ଅଭିଯୋଗ, ୬ ଗିରଫ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ବିଭୁ ପ୍ରସାଦ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଏସପି ସନ୍ଦୀପ ସମ୍ପତ ମଡକର କହିଛନ୍ତି ଯେ ଏହି ୬ ଜଣ ବ୍ୟକ୍ତି ଗତ ମେ ୩୧ ତାରିଖରେ ଜିଲ୍ଲାର ମାର୍ଶାଘାଇ ଅଞ୍ଚଳର ଭଗବାନପୁର