Browsing Category

ଓଡିଶା

୯ ଦିନ ପରେ ପୁରୀରୁ ଉଦ୍ଧାର ହେଲେ ନିଖୋଜ ଛାତ୍ର ଯୋଗେଶ

ଭୁବନେଶ୍ୱର: ରାଜଧାନୀ ମୈତ୍ରୀ ବିହାରରୁ ୧୬ ବର୍ଷର ପିଲା ନିଖୋଜ ଘଟଣା। ମିଳିଲା ନିଖୋଜ ଛାତ୍ର ଯୋଗେଶ ବାଲାଜୀ ଲିଙ୍ଗାଡ଼ିଙ୍କ ସନ୍ଧାନ। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରେସନ ଦ୍ୱାରା ପୁରୀ ଜିଲ୍ଲା ଜେନାପୁର ଅଞ୍ଚଳରୁ ଦଶମ ଶ୍ରେଣୀ ଛାତ୍ର ଯୋଗେଶଙ୍କୁ ଉଦ୍ଧାର କଲା ମୈତ୍ରୀ ବିହାର

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି।ସୂଚନା ଅନୁଯାୟୀ, ଗ୍ରାମର ବାପୁନୁ ବିନ୍ଧାଣୀ ଓ ତାଙ୍କ ସ୍ତ୍ରୀ

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ବାଘ, ଘଡିଆଳ ଦେଇ ଆଣିବେ ଗିବନ ଓ ଚିତାବିରାଡ଼ି

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଆସିବେ ଗିବନ ଓ ଚିତାବିରାଡି । ବାଘ ଓ ଘଡିଆଳ ବଦଳରେ ଆସିବେ ଏହି ଗିବନ ଓ ଚିତାବିରାଡି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାମ ୨ଟି ହୁଲକ ଗିବନ ଓ ଦୁଇଟି ଚିତାବିରାଡି ଆଣିବ । ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗର

ସାଧାରଣ ନିର୍ବାଚନ ପାଇଁ ବିଜେପି-ବିଜେଡି ପ୍ରସ୍ତୁତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟ ପାଇଁ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରିବା ପାଇଁ ଗୌହାଟୀରେ ବିଜେପିର ବୈଠକ ପରେ ତାଙ୍କ

ବନ୍ଦ ରହିବ ମାର୍କେଟ୍ ବିଲ୍ଡିଂ, କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ

ଭୁବନେଶ୍ବର: ଉଗ୍ରରୂପ ନେଇଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ। ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ମାର୍କେଟ୍ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ତିନିଦିନ ଭିତରେ

ମୁଖ୍ୟ ଶାସନ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି। ଜାତୀୟ ମାନବାଧିକାର କମିଶନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି। ଉଭୟଙ୍କୁ ୪ସପ୍ତାହ ଭିତରେ ରିପୋର୍ଟ

୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଜସେଲମେରରୁ ବାହାରି ଦିଲ୍ଲୀ, ଲକ୍ଷ୍ନୌ, ମୁଜ଼ାଫରପୁର ଏବଂ ପଶ୍ଚିମବଙ୍ଗର ବାଲୁରଘାଟରୁ ଉତ୍ତର-ପୂର୍ବ-ଦିଗରେ ଆସାମ ମଧ୍ୟଦେଇ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି। ଅନ୍ୟପକ୍ଷରେ ବଙ୍ଗୋପସାଗରର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ଗୋପାଳ ଦାସ

ଝାରସୁଗୁଡ଼ା: କୋର୍ଟରେ ହାଜର ହେଲା ଗୋପାଳ । ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଆଜି ତାକୁ ଜେଲରୁ ଅଣାଯାଇ ଝାରସୁଗୁଡ଼ା OMP ସ୍ଥିତ ଦ୍ୱିତୀୟ ବାଟାଲିୟନରେ ରଖାଯାଇଥିଲା । କଡା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟକୁ ଅଣାଯାଇଛି ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ/ଭଦ୍ରକ: କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର

ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ

ଖୋର୍ଦ୍ଧା: ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ ଅଳିଆ ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଣପୁର ଗାଲୁଆ