Browsing Category

ଓଡିଶା

ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ

ସମ୍ୱଲପୁର : ପୁଣି ବଢ଼ିଲା ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ । ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ । ବିଭିନ୍ନ କେନାଲ ଦେଇ ୩୬ ହଜାର ୩୧୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫ ଦଶମିକ ୦୬ ଫୁଟରେ ପହଞ୍ଚିଛି ।

ବନ୍ଧୁକ, ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସମ୍ବଲପୁର :ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି (ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ବୁଲେଟ

କୃଷିମନ୍ତ୍ରୀଙ୍କ ଘର ସାମ୍ନାରେ ଶସ୍ତାରେ ପରିବା ବିକ୍ରି କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର:ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଚାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ଘର ଗେଟ୍ ଆଗରେ ଛାତ୍ର କଂଗ୍ରେସ କର୍ମୀ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ପୋଲିସ୍

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ସୋମବାର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ସ୍ୱତନ୍ତ୍ର ନୀତି କାନ୍ତି ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଯୋଡା ଶ୍ରବଣ ହୋଇ ଥିବାରୁ ପୂର୍ବରୁ ନୀତି ର୍ନିଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁ

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି । ମନ୍ଦିରରେ ଶୃଙ୍ଖଳା  ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି ।

ସାଂସଦଙ୍କ ଟାର୍ଗେଟରେ ୫ଟି ସଚିବ

ଭୁବନେଶ୍ୱର: ପୁଣି 5T ସଚିବଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି ମୈଦାନକୁ ଆସିବା ପାଇଁ 5T

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଖବର

ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ NIA ଓ ATS ଟିମ

ଭୁବନେଶ୍ୱର : ଖାଲିବ ଓଟିପି ସେୟାରିଂ ସ୍କାମର ଗୁମର । ତଥ୍ୟ ଉଗାରିବ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍‌ ସଞ୍ଜୟ ଜମ୍ବୁରୀ । ତାକୁ ଆଜି ଜେରା କରିବ ମୁମ୍ବାଇ ATS ଓ ଏନଆଇଏ ଟିମ୍‌ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ ଏବଂ ଏନଆଇଏ । ଆଜି STF

ବିଟ୍‌ କଏନ୍‌ ଲୋଭରେ ଫସିଲେ ୨ ଯୁବକ; ହରାଇଲେ ୪୩ ଲକ୍ଷ ଟଙ୍କା

କଟକ : ବିଟ୍‌ କଏନ୍‌ କିଣିବା ଲୋଭରେ ଫସିଲେ କଟକର ଦୁଇ ଆଇଟି ପ୍ରଫେସନାଲ୍‌ ଯୁବକ । ଆକାଉଣ୍ଟରୁ ଗାଏବ ହୋଇଗଲା ୪୩ ଲକ୍ଷ ଟଙ୍କା । ଏନେଇ କଟକ କମିସନରେଟ୍‌ ପୋଲିସର ସାଇବର୍‌ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଠକେଇ ଶିକାର ଯୁବକ