Browsing Category

ଓଡିଶା

ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଦିଆଯାଇଥିବା ଦାୟିତ୍ୱର କଲେ ସମୀକ୍ଷା

ଭୁବନେଶ୍ୱର : ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିଛନ୍ତି ସୁପ୍ରିମୋ । ନବୀନ

ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର

ଖୋର୍ଦ୍ଧା: ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗେଷ୍ଟହାଉସ୍‌କୁ

ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌

ବ୍ରହ୍ମପୁର: ଗଞ୍ଜାମର ସବୁ କୋର୍ଟ ହେଲା ପେପରଲେସ୍‌ । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮୪ଟି କୋର୍ଟ ପେପରଲେସ୍‌ ହେଲାଣି । ଗତକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୂରଲୀଧର ଭିଡିଓ କନଫରେନ୍ସିଂରେ

୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମା’

ମୟୂରଭଞ୍ଜ : ହଜିଗଲା ମମତା । ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏହି ମାମଲ‌ାରେ ପୋଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୩ ଜଣଙ୍କୁ ଗିରଫ କରିଛି। ସ୍ୱାମୀର ଅଜାଣତରେ ନିଜ

ଏସ୍‌ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ

କଟକ: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକରେ ଏସ୍‌ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟ କିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି। ଏହି ଅବସରରେ ୱାର୍କ ସେକ୍ରେଟାରୀ,

ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଘରୁ ପୁଣି ମିଳିଲା ଆଉ ୩ ପ୍ଲଟ, କୋଟଏରୁ ଅଧିକ ଟଙ୍କା

ଭୁବନେଶ୍ୱର: ସରୁନି ସମ୍ପତ୍ତି ତାଲିକା । ଯେତେ ଖୋଳିଲେ ସେତେ ବାହାରୁଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ସୁନା ଆଉ ଜମି । ନବରଙ୍ଗପୁର  ଅତିରିକ୍ତ ଜିଲ୍ଲାପାଳଙ୍କ ଘରୁ ପୁଣି ଠାବ ହୋଇଛି ଆଉ ୩ ପ୍ଲଟ ।   ଭୁବନେଶ୍ୱରରେ ଗୋଟିଏ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ଠାବ କରିଛି ଭିଜିଲାନ୍ସ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏଥିସହ ବିସ୍ଥାପିତଙ୍କୁ ସ୍ଥାୟୀ

ଶ୍ବଶୁର ଘର ଗାଁପାଖ ଜଙ୍ଗଲରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ନବ ଭୋଇ(୫୦) ନାମକ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ନିଜ ଶ୍ଵଶୁର ଘର ଏହି ଥାନା ଯମୁନାବାହାଲ ଗ୍ରାମର ତିଖାଲି ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଆଜି ପୁଲିସ ଉଦ୍ଧାର କରିଛି। ସେ ନିଜର ଏକ

ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର। ରାଜଧାନୀରେ ନିଶା ନିବାରଣ କେନ୍ଦ୍ରରୁ ଉଦ୍ଧାର ହୋଇଛି ମୃତଦେହ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରୁ ଜଣେ ଅନ୍ତେବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଜବତ କରି ତଦନ୍ତ ଆରମ୍ଭ

ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ଅଧିକ ଓ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁର ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ ବୋଲି ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ