Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଉ ୨ବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି
ଭୁବନେଶ୍ୱର: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ର ଅବଧିକୁ କେନ୍ଦ୍ର ସରକାର ଆଉ ୨ବର୍ଷ ବୃଦ୍ଧିକରିଛନ୍ତି । ଟ୍ରିବ୍ୟୁନାଲଙ୍କ ଅବଧି ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇନଥିବାରୁ!-->…
ପୁଣି ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତରେ ଅଘଟଣ । ଘଗରାଡିଆର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି । ଚିତ୍କାର କରିବା ପରେ!-->…
ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର
ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି ।!-->…
ମହାଆଡ଼ମ୍ବରରେ ଇଦ୍ ଉଲ ଫିତର ପାଳନ
ଭୁବନେଶ୍ୱର: ଆଜି ପବିତ୍ର ଇଦ୍ । ଉତ୍ସାହର ସହିତ ଇଦ୍ ଉଲ ଫିତର ପାଳନ କରୁଛନ୍ତି ଦେଶର ମୁସଲମାନ ଭାଇଭଉଣୀ । ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ନେଇ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ ।
ଓଡ଼ିଶାର ଭାଇଚାରାର ସହର କଟକରେ!-->!-->!-->…
ଦିଗପହଣ୍ଡିରେ ଡ଼ବଲ ମର୍ଡର, ୨ ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଦୁର୍ବୃତ୍ତ, ଗାଁ ପୁରୁଷଶୂନ୍ୟ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଘଟିଛି ଡବଲ୍ ମର୍ଡର୍। ଆସାମାଜିକଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଗାଁ ଲୋକମାନେ ମିଶି ଦୁଇଜଣ ଯୁବକଙ୍କୁ ପିଟିପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ଉଭୟ ଯୁବକଙ୍କ ଦେହରେ ପେଟ୍ରୋଲ ଢ଼ାଳି ପୋଡ଼ି!-->…
ଚିନ୍ତା ବଢାଉଛି ବ୍ରହ୍ମପୁର ପୋଲିସ ଜିଲ୍ଲା : ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ …
ଦିନକୁ ଦିନ ଗଡୁଛି ମୁଣ୍ଡ...
ବ୍ରହ୍ମପୁର : କେତେ ବେଳ ଲୁଟ୍ ଡକାୟତି ତ ଆଉ କେତେ ବେଳେ ସିରିଜ୍ ଚୋରି, ସାଧାରଣ ଲୋକଙ୍କ ମନରେ ଭୟ ଜାଗୃତ କରୁଥିବା ବେଳେ ଆହୁରି ଚିନ୍ତା ଜନକ ପାଲଟିଛି ଦିଗପହଣ୍ଡି ଥାନା । ଗତ କିଛି ମାସ ଧରି ଦିଗପହଣ୍ଡି ଅଞ୍ଚଳ ରେ ଆଇନ ଶୃଖଳା ପରିସ୍ଥିତି ଏକ ପ୍ରକାର!-->!-->!-->…
ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ
ପୁରୀ: ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା । ୫ ଲକ୍ଷରୁ ଅଧିକ ଭକ୍ତ ବାହୁଡା଼ ଯାତ୍ରା ରୁଣ୍ଢ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ୧୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ହଜାରେରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।!-->…
୫ଟି ସଚିବ ଯିବା ଦ୍ବାରା ଲୋକେ ଖୁସି ହେଉଛନ୍ତି: ମନ୍ତ୍ରୀ
ଭୁବନେଶ୍ୱର: ମନମୋହନ ଓ ଅପରାଜିତାଙ୍କ ଅଭିଯୋଗ ଆଧାରରେ ୫ଟି ସଚିବଙ୍କୁ କେନ୍ଦ୍ରର ନୋଟିସ ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସେମାନେ ଦିଲ୍ଲୀ ଦୌଲତାବାଦ ନ ଦଉଡ଼ିକି ଲୋକଙ୍କ ପାଖକୁ ଯାଆନ୍ତୁ। ଆମର!-->…
ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି
ଭୁବନେଶ୍ୱର: ଫାଇଭଟି ସଚିବଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବିକଲା ବିଜେପି । ମୁଖ୍ୟମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିସ୍କାର କିମ୍ବା ନିଲମ୍ବନ କରନ୍ତୁ ନହେଲେ ଆମେ କେନ୍ଦ୍ରକୁ ଜଣାଇବୁ ବୋଲି କହିଛନ୍ତି ମୋହନ ମାଝୀ ।!-->…
ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ
ଭୁବନେଶ୍ବର: ଏକାମ୍ର ପ୍ରକଳ୍ପ ଯୋଜନାରେ ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘର ନିର୍ମାଣ ପ୍ରସଙ୍ଗରେ ବିବାଦ ଉଠିଛି। ମନ୍ଦିର ପରିସରରେ ରୋଷଘର ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇଛି। ଅନ୍ୟପକ୍ଷରେ ଏହାକୁ ବିରୋଧ କରି ବ୍ରାହ୍ମଣ ନିଯୋଗ ଜିଲ୍ଲାପାଳ ଏବଂ ବିଏମସି କମିସନରଙ୍କ ପାଖକୁ ଚିଠି!-->…