Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଆମେରିକାର ଦମ୍ପତ୍ତି
କଟକ:କଟକରୁ ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଆମେରିକାର ଦମ୍ପତି । ଅନାଥ ଶିଶୁକନ୍ୟା ଲିଲିଆନାର ନୂଆ ଠିକଣା ଏବେ ଆମେରିକାର ଆଲାବାମା ରାଜ୍ୟସ୍ଥିତ ଓକ୍ଲାହୋମା ସହର । ସେ ପାଇଲା ପରିବାର, ଆବାସ, ପିତାମାତା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ବୋଲି!-->…
5-ଟି ଉପକ୍ରମରେ ନନ୍ଦନକାନନ ର ହେବ ରୂପାନ୍ତର, ବିଶ୍ବସ୍ତରୀୟ ହେବ ନନ୍ଦନକାନନ
ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ
୨୦୨୩-୨୫ ଓ ୨୦୨୫-୨୮
ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ
ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ କେନ୍ଦ୍ର ହେବ
ନନ୍ଦନକାନନରେ!-->!-->!-->!-->!-->!-->!-->!-->!-->…
ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା ହେଲା ବାଲ୍ ସାହିତ୍ୟ ପୁରସ୍କାର
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ!-->…
ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା: କେନ୍ଦ୍ରାପଡ଼ାରୁ ଅଭିଯୁକ୍ତ ଯୁବକ ଗିରଫ
ଭୁବନେଶ୍ବର/କେନ୍ଦ୍ରାପଡ଼ା: ଗତ ୨୦ ତାରିଖ ଦିନ ଭୁବନେଶ୍ବରରେ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ରମେଶ ବାରିକ ଆଜି କେନ୍ଦ୍ରାପଡ଼ାରୁ ଗିରଫ ହୋଇଛି। ପୁଲିସ ଅଭିଯୁକ୍ତ ରମେଶକୁ ଗିରଫ କରିବା ପରେ ଅଧିକ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ୨୦ ତାରିଖ ଅର୍ଥାତ୍!-->!-->!-->…
ଆବାସ ଦୋଷୀ ଜେଲ ଯିବେ: ଗିରିରାଜ
ଭୁବନେଶ୍ୱର: ଅବାସ ଦୁର୍ନୀତି ତଦନ୍ତ ହେବ କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ତଦନ୍ତ କରାଯାଇ ଯିଏ ଦୋଷୀ,ଜେଲ ପଠାଯିବ ବୋଲି କହିଲେ ଗିରିରାଜ । ଆବାସ ଦୁର୍ନୀତ୍ତିରେ ହେରଫେରକୁ ରୋକିବାକୁ ଚେଷ୍ଟା କରାଯିବ । ଆବାସ ସହ ମନରେଗା କାର୍ଯ୍ୟ ଦୁର୍ନିିତିର ମଧ୍ୟ ତଦନ୍ତ ହେବ ବୋଲି କହିଛନ୍ତି!-->…
ହୋଟେଲ ରୁମ୍ରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ
ଦେବଗଡ଼ : ଦେବଗଡ଼ ସହରରେ ଥିବା ଏକ ହୋଟେଲ ରୁମରୁ ମିଳିଲା ଏସବିଆଇ ସିଏସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ। ତାଙ୍କ ନାଁ ସୁବାସ ଅଗ୍ରୱାଲ। ତାଙ୍କ ଘର ସମ୍ବଲପୁରର ଅଇଁଠାପାଲିରେ।
ଗତ ୪ ଦିନ ହେଲା ସୁବାସ ଅଗ୍ରୱାଲ ଦେବଗଡ଼ ଏସ୍ବିଆଇରେ ସିଏସି ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ସେହି ଦିନ!-->!-->!-->…
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ନଗଦ ୩ କୋଟି ଟଙ୍କା ଜବତ
ନବରଙ୍ଗପୁର :ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ଜବତ ହୋଇଛି କୋଟି କୋଟି ଟଙ୍କା, ସୁନା, ରୁପା ଅଳଙ୍କାର ଓ ସୁନା ବିସ୍କୁଟ । ଏହି କୋଟିପତି ବାବୁ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ । ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ହୋଇଛି ଟେରା ।!-->…
୩ ଜଟିଳ ମାଂସପେଶୀ ରୋଗୀଙ୍କ ଚିକିତ୍ସା ପାଇଁ ୩୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର : ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ଜଟିଳ ମାଂସପେଶୀ ରୋଗର ଚିକିତ୍ସା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି। ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ତଥା ଖନ୍ତାପଡ଼ାର କିରଣ କୁମାର ମଲ୍ଲିକ, ଖନ୍ତାପଡ଼ାର ସୁରଜ କୁମାର ମଲ୍ଲିକ ଓ!-->…
ବିଜୁଳି ସେବା ନାଁରେ ଶୋଷଣ କରୁଥିବା ଟାଟା ପାୱାର ସହ ଚୁକ୍ତିବାତିଲ କରୁ ରାଜ୍ୟ ସରକାର: ମନୋଜ ମହାପାତ୍ର
ଭୁବନେଶ୍ୱର : ଓଡ଼ିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ସର୍ବଦା ବାଃ ବାଃ ନେଉଥିବାବେଳେ ବିଜୁଳି ସମସ୍ୟା ତାଙ୍କର ଅସଲ ମୁଖାକୁ ପଦାରେ ପକାଇଛି । ଓଡ଼ିଶାରେ ସର୍ବଦା ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଉପଭୋକ୍ତା ଯମ ଯନ୍ତ୍ରଣା ଅନୁଭବ କରୁଛନ୍ତି । ରାଜ୍ୟ ସରକାରଙ୍କ ମୌଳିକ ଅଧିକାର!-->…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହିତାଧିକାରୀଙ୍କୁ ଘର ମିଳୁନି: ଜେ ପି ନଡ୍ଡା
ଭବାନୀପାଟଣା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି। ଏଥିଲାଗି ତାଙ୍କୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି। ‘ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି, ନୋବେଲ ବିଜେତା ପଲ୍ ରୋମର ବି ମୋଦୀଙ୍କ ପ୍ରଶଂସାରେ ଶତମୁଖ। ଖାଲି ସେତିକି!-->…