Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିଜିଲାନ୍ସ ଜାଲରେ ପୂର୍ବତନ DSWO, ୧୧ଟି ସ୍ଥାନରେ ରେଡ୍
ଭଦ୍ରକ :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭଦ୍ରକର ପୂର୍ବତନ ଡିଏସ୍ଡବ୍ଲୁଓ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ଚଢଉ କରୁଛି । ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱର ଗୌତମ ନଗର ଓ ଓଲଡ ଟାଉନ ଅଂଚଳରେ ଥିବା ଫ୍ଲାଟ, ମହିଳା ଓ ଶିଶୁ!-->…
ଓଡିଶା ଛୁଇଁଲା ମୌସୁମୀ…
ଭୁବନେଶ୍ୱର: ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।ଓଡ଼ିଶା ଛୁଇଁଲା ମୌସୁମୀ । ଦୁଇ ଦିନ ଭିତରେ ସାରା ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ । ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି!-->…
ବଢ଼ିଲା ଅବଢ଼ା ଅଟକଳ
ପୁରୀ : ପୁରୀ ପାଇଁ ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ। ପୁରୀକୁ ପୁଣି ଥରେ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ନେଲେ ଏପରି ନିସ୍ପତି। ବଢ଼ିଲା ଅବଢ଼ା ଯୋଜନାର ଅଟକଳ । ପୂର୍ବରୁ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏହି ଯୋଜନାରେ କିଛି ଅତିରିକ୍ତ ପ୍ରକଳ୍ପ ସାମିଲ୍!-->…
ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ମୁଖ୍ୟମନ୍ତ୍ରୀ!-->!-->!-->…
ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରିବେ । ସେଠାରୁ ବରଗଡ ଲୋକସଭା!-->…
ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ
ବାହାନଗା : ବାହାନଗା ଦୁର୍ଘଟଣା ପରେ ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ। ବହୁ ବାଦ ବିବାଦ ପରେ ବାହାନଗା ସ୍କୁଲ ଘର ଭଙ୍ଗା ଯାଇଥିଲା। ଏହି ବିଦ୍ୟାଳୟ ପରିସରରେ ୧୦୦ରୁ ଊର୍ଦ୍ଧ୍ବ ଶବ ରହିଥିଲା।
ପିଲାମାନେ ଭୟ କରୁଥିବାରୁ ସ୍କୁଲ ଘର ଭଙ୍ଗା ଯାଇଥିଲା। ଇତି ମଧ୍ୟରେ ବିଦ୍ୟାଳୟ ଖୋଲିଛି ଏବଂ!-->!-->!-->…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ
ସମ୍ବଲପୁର :ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ନିଯୁକ୍ତ ହୋଇଛନ୍ତି।
ବିଲ୍ ପାସ୍ କରାଇ ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଜଣେ ଠିକାଦାରଙ୍କୁ ୧୦ ହଜାର ଟଙ୍କା!-->!-->!-->…
ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍
କଟକ: ଯୁବତୀଙ୍କୁ ଶୋଷଣ ଅଭିଯୋଗରେ ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ତାଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍ । ପୋଲିସର ଏକ ୫ ଜଣିଆ ଟିମ୍ କୋଲକାତା ଯାଇଛି । ଜଣେ ମହିଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଧିକ ଖୋଳତାଡ କରିବ ପୋଲିସ ।!-->…
ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: ଓଡିଶା ଛୁଇଁବ ମୌସୁମୀ। ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ!-->…
ଅପହୃତ ନାବାଳିକା ଉଦ୍ଧାର, ନିର୍ଧୂମ ଛେଚା ଖାଇଲେ ଅପହରଣକାରୀ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳସା ଗାଁରୁ ଗତକାଲି ଅପହୃତ ହୋଇଥିବା ନାବାଳିକାକୁ ଆଜି ରାଇରଙ୍ଗପୁରରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ବଣସାହିର ଅଫଜଲ୍ ଅନସାରୀ ଓ ଟପଳସା ଗାଁର ମମତା ମହାକୁଡ଼ଙ୍କୁ ପୁଲିସ ଅଟକ ରଖିଛି।
ଅଭିଯୋଗ!-->!-->!-->…