Browsing Category

ଓଡିଶା

ରଙ୍ଗ୍‌‌ ରୁଟ୍‌‌ରେ ବଢୁଛି ଗାଡ଼ିଚାଳନା

ଭୁବନେଶ୍ୱର : ରଙ୍ଗ୍‌‌ରୁଟ୍‌‌(ବିପରୀତ ଦିଗ)ରେ ଗାଡ଼ି ଚଳାଇବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି। ଦୁର୍ଘଟଣା ବଢ଼଼ିବା ସହ ଧନଜୀବନ ଚାଲିଯାଉଛି। ବେପରୁଆ ହେଉ କିମ୍ବା ଅଧିକ ବୁଲାଣି ପଡ଼ୁଥିବାରୁ ଗାଡ଼ି ଚାଳକ ରଙ୍ଗ୍‌‌ରୁଟ୍‌‌ରେ ପଶିଯାଉଛନ୍ତି। ଏଥିସହିତ ରଙ୍ଗ୍‌‌ରୁଟ୍‌‌ ଚାଳକଙ୍କୁ ଜଗିବା

୬ ମାସ ମଧ୍ୟରେ ଘଟଗାଁ ମା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ: 5T ସଚିବ

କେନ୍ଦୁଝର: ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦୁଝର

ତିନି-ଚାରି ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି

ଭୁବନେଶ୍ୱର : ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଆହୁରି କଷ୍ଟଦାୟକ।

BMC ଅଧିକାରୀ କହି ଜୋର୍ ଜବରଦସ୍ତ ଟଙ୍କା ଆଦାୟ କରୁଥିଲା ଲେଡି ଡନ୍, ବାନ୍ଧିଲା ପୋଲିସ

ଭୁବନେଶ୍ବର: ଲେଡ଼ି ଡନ ଗିରଫ। ଶୈଳଶ୍ରୀ ବିହାର ଅଞ୍ଚଳରେ ନିଜକୁ BMC ଅଧିକାରୀ କହି ଜୋର୍ ଜବରଦସ୍ତ ଆଦାୟ କରୁଥିଲେ ଟଙ୍କା। ଏଠାରେ ଆତଙ୍କ ଖେଲାଉଥିବା ସମୟରେ ସ୍ଥାନୀୟ ସମାଜସେବୀ ଦିଲୀପ ସାହୁ ପ୍ରତିବାଦ କରିଥଲେ। ଲେଡ଼ି ଡନଙ୍କ ସହ ଥିବା ବାଉଁଶର କାରରୁ ମାରଣାସ୍ତ୍ର ଆଣି ଡରାଇଥିଲେ।

ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବେଗୁନିଆ: ବେଗୁନିଆ ବ୍ଲକ ସିମୋର କୁଞ୍ଜବିହାରୀଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ।ଆଜି ସକାଳୁ ସିମୋର ଗାଁର ଯୁଗଳ ବେହେରା ରାସ୍ତା କଡରେ ଯାଉଥିବା ବେଳେ କଣ୍ଟିଲୋରୁ ପୁରୀ ଯାଉଥିବା ରେଣୁକା ନାମକ ଘରୋଇ ବସ୍ ଧକ୍କା ଦେଇ ପଳାଇଥିଲା । ଘଟଣା

ନକ୍ସଲଙ୍କ ହାତରେ ଡ୍ରୋନ, ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର

ଭୁବନେଶ୍ୱର : ନକ୍ସଲମାନେ ଡ୍ରୋନ ଉଡ଼ାଇ ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର। ଛତିଶଗଡ଼ ଓ ତେଲେଙ୍ଗାନାର ନକ୍ସଲ ମାନେ ଡ୍ରୋନ ମାଧ୍ୟମରେ ଯବାନ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତରରେ ସକ୍ରିୟ ଥିବା ନକ୍ସଲ ସଂଗଠନ ପାଖରେ ୧୦ରୁ ଅଧିକ

ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

ବଲାଙ୍ଗୀର : କିଛିଦିନ ତଳର ଏକ ଦୁର୍ଘଟଣା ମାମଲାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନେଇ ବିବାଦ ବଢ଼ିଛି। ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୁତ୍ୟୁ ହୋଇଥିଲା। ସାଂସଦ କହିଥିଲେ, ସେ ଉକ୍ତ ଗାଡ଼ିରେ ନଥିଲେ। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣା

ଡିଏସ୍‌ପିରୁ ଅତିରିକ୍ତି ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହେଲେ ୭୮ ଅଧିକାରୀ

କଟକ : ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିଷ୍ପତ୍ତି ମୁତାବକ, ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ନଂ-୨୩୯୮୭/ଏସପିଏସ୍‌ ବଳରେ ୭୮ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି

ତଥାଗତ-ଟୋଲ୍‌ ପ୍ଲାଜା କର୍ମଚାରୀ କଥା କଟାକଟି

ପିପିଲି : ପିପିଲି ଟୋଲ୍‌ ପ୍ଲାଜା ପୁଣି ଚର୍ଚ୍ଚାକୁ ଆସିଛି। ଆଜି ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ପିପିଲି ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସମୟରେ ଟୋଲ୍‌ ବାବଦକୁ ୨ହଜାର ଟଙ୍କିଆ ନୋଟ ଦେବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ଅପରାହ୍ନ ପ୍ରାୟ

ରେଳ ଦୁର୍ଘଟଣାରେ ଦିଆଗଲାଣି ୨୪କୋଟି କ୍ଷତିପୂରଣ

ଭୁବନେଶ୍ବର : ବାଲେଶ୍ବର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପା ସହାୟତା ରାଶି ପ୍ରଦାନ ଜାରି ରହିଛି। ଭୁବନେଶ୍ବରକୁ ଆସିଥିବା ମୃତଦେହ ମଧ୍ୟରୁ ବର୍ତ୍ତମାନସୁଦ୍ଧା ୧୦୭ଜଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏଥିରେ ବିହାରର