Browsing Category

ଓଡିଶା

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କଟକ : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ରାତି ୮ଟାରୁ ଏହି କୋଇଲା ବୋଝେଇ

ଇଟା ଭାଟିରେ ଅଘଟଣ! ନିଆଁରେ ପୋଡି ହୋଇ ମହିଳା ଗୁରୁତର

ମୋହନା: ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ । ସ୍ୱାମୀ ଇଟା ଭାଟିରେ ନିଆଁ ଲଗାଉଥିବା ବେଳେ ପୋଡ଼ି ହୋଇ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ରାଇଜୁକା ଗାଁର ଆନନ୍ଦ ବସ୍ତରାୟଙ୍କ ସ୍ତ୍ରୀ ସୁପ୍ରିୟା ବସ୍ତରାୟ ।

ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା, ଭୟଭୀତ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଫାଟିଲା ରାସ୍ତା । ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା । ଲୋକେ ଭୟଭୀତ । ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତୈଲା ପଞ୍ଚାୟତ ସାଗଜୁରୀ ଗାଁରେ ଏଭଳି ଘଟଣା ଦେଖବାକୁ ମିଳିଛି । ସାଗଜୁରୀ ଗାଁରେ ଅପରାହ୍ନରେ ହଠାତ୍‌ ଯୋରରେ ଶଦ୍ଦ ହେବା ସହ ଗାଁ ରାସ୍ତା ଫାଟି ଯାଇଥିଲା ।

ରାଜଧାନୀରେ ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଚେକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀରେ ଜୋରଦାର ଚେକିଂ। ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା। ଅପରାଧୀ ମାନଙ୍କ ଉପରେ ନଜର ରଖିବା ଓ ନିଶା କାରବାର

କୁରାଢ଼ୀ ବେଣ୍ଟର ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ସୋର: ଘରୋଇ କଳିରୁ କରୁଣ ପରିଣତି । ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟିପିଟି ହତ୍ୟାକଲା ସ୍ୱାମୀ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗ୍ରାମର ସିଂହ ସାହିରେ ସ୍ୱାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ ନେଇ ସ୍ତ୍ରୀ ଶର୍ମିଳା ସିଂ (୩୦) ଙ୍କୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା

କମଳା ପ୍ରକାଶନୀ ପକ୍ଷରୁ ଦହିପଣା ବଣ୍ଟନ

ଫୁଲବାଣୀ : ପ୍ରବଳ ଖରାରେ ଭାଜି ହେଉଛି ସମଗ୍ର କନ୍ଧମାଳ l ସକାଳ ୭ ଟା ପରେ ଛତା ଚଷମା ନନେଲେ ଘରୁ ବାହାରି ବା କଷ୍ଟ ହୋଇ ପଡୁଛି l ତଥାପି ଅଫିସ କାମ, ଦୋକାନ ବଜାର କାମ ପାଇଁ ଲୋକମାନେ ଯିବାକୁ ବାଧ୍ୟ, ଏହିପରି ପରିସ୍ଥିତି ରେ ଅଧିକାଂଶ ଲୋକ ଥଣ୍ଡା ଦୋକାନ ଓ ଗଛ ଛାଇ ତଳେ ରୁଣ୍ଡ ଦେଖଗିବାକୁ

୪୦ ଡିଗ୍ରି ଉପରେ ୨୦ ସହରର ତାପାମାତ୍ରା, ଝାରସୁଗୁଡ଼ା ସର୍ବାଧିକ ୪୪.୮ ଡିଗ୍ରି

ଭୁବନେଶ୍ବର: ପ୍ରଚଣ୍ଡ ଖରା ସହିତ ଗୁଳୁଗୁଳିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ଥଣ୍ଡା ପବନ ପାଇବାକୁ ବ୍ୟାକୁଳ ହେଉଥିଲେ ବି ଏହା ମିଳୁନାହିଁ। ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନରେ ବିଳମ୍ବ କାରଣରୁ ଏଭଳି ଅବସ୍ଥା ଦେଖାଯାଇଛି। ଆଜି

ପୂର୍ବତନ ଯୁବ କଂଗ୍ରେସଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତର ଘର ଭାଙ୍ଗିଲେ, ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା: କାଶୀପୁର ବ୍ଲକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଉତ୍ତ୍ୟକ୍ତ ସମର୍ଥିତ ଜନତା ଚାନ୍ଦଗିରି ଗାଁରେ ଗୋଟିଏ ଘର ପୋଡ଼ିଦେଇଥିବା ସହ ଅଭିଯୁକ୍ତଙ୍କ ଘର ସହ ଅନ୍ୟ ଦୁଇଟି ଘର ଭଙ୍ଗାରୁଜା କରିଥିବା ସୁତ୍ରରୁ ଖବର ମିଳିଛି।

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା: ମୃତଦେହର ଦାବିବାର ନ ଥିଲେ ୫ ଦିନ ପରେ ହୋଇପାରେ ସଂସ୍କାର…

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଭୁବନେଶ୍ୱର ଏମ୍‌ସକୁ ଆସିଥିବା ଅଧିକ କ୍ଷତବିକ୍ଷତ ମୃତଦେହର କେହି ଦାବିଦାର ନ ମିଳିଲେ ଆସନ୍ତା ୪-୫ ଦିନ ପରେ ଏହାକୁ ସଂସ୍କାର କରି ଦିଆଯାଇପାରେ। ଏନେଇ ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌ସର

ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କଲା ଏସଟିଏଫ

ଭୁବନେଶ୍ବର: ନିଶା ବେପାର ବିରୁଦ୍ଧରେ ଏସଟିଏଫ ପକ୍ଷରୁ ଜୋରସୋରରେ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କଲା ଏସଟିଏଫ । ସୂଚନା ଅ୍ନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୧୪୩୪ଟି କେସରେ ୨୨୦ ଟନ ଗଞ୍ଜେଇ, ୭୮ କେଜି ବ୍ରାଉନସୁଗର ଓ