Browsing Category

ଓଡିଶା

ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ୧୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଓ

ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ସୁବର୍ଣ୍ଣପୁର : ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର ରତ୍ନାକର ପଧାନ ଏବଂ ତାଙ୍କ ଭାଇ ସୁବାସ ପଧାନଙ୍କ ମଧ୍ୟରେ

ବାହାନଗା ଟ୍ରାଜେଡି: ବଞ୍ଚିଗଲେ ନେପାଳର ଯୁବକ, ୫ ଦିନ ପରେ ମିଳିଲା ପୁଅ

ବାଲେଶ୍ୱର : କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ । ଖୋଜି ଖୋଜି ୫ ଦିନ ପରେ ପୁଅ ପାଖରେ ପହଞ୍ଚିଛନ୍ତି ପରିବାର ଲୋକ । ପାଞ୍ଚ ଦିନ ହେବ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ୧୫ ବର୍ଷର

ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇନି ୮୩ ମୃତଦେହ, ମୃତକଙ୍କୁ ଜାଣିବା ପାଇଁ ଏମ୍ସ ଆସିବାକୁ ପରାମର୍ଶ

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି । ମୃତକଙ୍କୁ ଚିହ୍ନଟ ପାଇଁ ଅନ୍ୟ

ମହାନଦୀକୁ ପୁର୍ନଜୀବିତ କରିବା ପାଇଁ ରାଜ୍ୟସଭା ପିଟିସନ କମିଟିକୁ ସ୍ମାରକପତ୍ର ଦେଲେ ମହାନଦୀ ବଞ୍ଚାଓ ଓ ଜୀବିକା ବଞ୍ଚାଓ…

ଭୁବନେଶ୍ୱର (୬/୬) : ମହାନଦୀ ସୁରକ୍ଷା ଆନ୍ଦୋଳନ ର ଅଗ୍ରଣୀ ସଂଗଠନ ମହାନଦୀ ବଞ୍ଚାଓ ଓ ଜୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ସୋମବାର ଦିନ ରାଜ୍ୟ ସଭା ପିଟିସନ କମିଟି ନିକଟରେ ମହାନଦୀ ସମେତ ରାଜ୍ୟ ଓ ଦେଶର ପ୍ରମୁଖ ନଦୀ ମାନଙ୍କ ଜଳ ପରିଚାଳନା, ନଦୀ ସୁରକ୍ଷା

୧୨୦୫ ନୂଆ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର : ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ର ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ଠୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ

ଏମ୍ସ ଭୁବନେଶ୍ବରକୁ ଆସିବ ଆହୁରି ୩୯ଟି ମୃତଦେହ: ଆଶୁତୋଷ ବିଶ୍ବାସ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିବା ୨୮୮ ଜଣ ଯାତ୍ରୀଙ୍କ ଏଯାଏଁ ମୃତ୍ୟୁ ହୋଇସାରିଛି। ଏମାନଙ୍କର ମଧ୍ୟର ଏମ୍ସ ଭୁବନେଶ୍ବରକୁ ଏପର୍ଯ୍ୟନ୍ତ ୧୨୩ଟି ମୃତଦେହ ଆସିସାରିଛି। କିନ୍ତୁ ଆହୁରି ୩୯ଟି ମୃତଦେହ ଆସିବ ବୋଲି ଭୁବନେଶ୍ୱରର

ହାତୀ ଆକ୍ରମଣରେ ୩ ମୃତ, ଜଣେ ଗୁରୁତର

ଅନୁଗୁଳ :ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମୀରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ

ବାହାନଗା ଟ୍ରେନ୍‌ ଟ୍ରାଜେଡିର ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରିଛି ସିବିଆଇ

ବାହାନଗା ଟ୍ରେନ୍‌ ଟ୍ରାଜେଡିର କାରଣ କଣ ? ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରିଛି ସିବିଆଇ । ଆଜି ଦୁର୍ଘଟଣାସ୍ଥଳରେ ଖୋଳତାଡ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ୫ ଜଣିଆ ଟିମ୍‌ । ଏଥିସହ ବାହାନଗା ଷ୍ଟେସନ ଓ ସିଗନାଲ୍‌ ରୁମ୍‌, କଣ୍ଟ୍ରୋଲ ରୁମରେ ତନାଘନା ତଦନ୍ତ କରିଛନ୍ତି । ଯିଏ

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ୨୮୮କୁ ବୃଦ୍ଧି, ୨୦୫ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର: ମୁଖ୍ୟ ଶାସନ…

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍‌, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଓ ମାଲଗାଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି